Daily Archives

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡନଭିସଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନମହାରାଷ୍ଟ୍ରରେ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ
Read More...

ଷୋହଳ ପ୍ରହରୀ ନାମଯଜ୍ଞ ସମାପନ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ବଡବାଙ୍କୀ ଗାଁର ନାଏକପଡ଼ାରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଗୁରୁବାର ପୂର୍ଣ୍ଣାହୁତି ହୋଇଯାଇଛି । ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ପୁରୋହିତ ଗୌରଚନ୍ଦ୍ର ମିଶ୍ର, ଘନଶ୍ୟାମ ମିଶ୍ର
Read More...

ଭୁବନେଶ୍ୱର ଠାରେ ନ୍ୟାୟିକ ଅଦାଲତ ପରିସରକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ (୫ ଡିସେମ୍ବର ୨୦୨୪)ରେ ଓଡ଼ିଶାର ଭୁବନେଶ୍ୱର ଠାରେ ନୂତନ ନ୍ୟାୟିକ ଅଦାଲତ ପରିସରକୁ ଉଦ୍‌ଘାଟନ କରିଛନ୍ତି । ଭୁବନେଶ୍ୱର, (ପିଆଇବି) : ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଠିକ୍ ସମୟରେ ନ୍ୟାୟ ନମିଳିବା ଅନ୍ୟାୟ ସହିତ ସମାନ ।
Read More...

୨୦ଟି ପଞ୍ଚାୟତରେ ନୂତନ ଏଡ଼ିଇଓଙ୍କ କାର୍ଯ୍ୟଭାର ଗ୍ରହଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୦ଟି ପଞ୍ଚାୟତରେ ନୂତନ ଏଡ଼ିଇଓ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଥିରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଚିଠି ନଂ. ୯୨୯୪, ତାରିଖ ୦୪ - ୧୨ - ୨୦୨୪ ଅନୁସାରେ ସମସ୍ତ ଏଡ଼ିଇଓ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗଦାନ
Read More...

କେଓମାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅଧିନସ୍ଥ କେଓମାଲ ଉଚ୍ଚ ବିଦ୍ୟାଳୟରେ ଗତ ୨ଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ଉତ୍ସବ ମୁଖ୍ୟ ଅତିଥି କେଓମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ ଯୋଗଦେଇ
Read More...

ଟିଟିଲାଗଡ଼ ଲାୟନ୍ସ ଡେନରେ ଅନ୍ତର୍ରାଷ୍ଟ୍ରୀୟ ଲିଓ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ଲିଓ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲିଓ କ୍ଲବ ସଭାପତି ସ୍ୱରୂପ ଶଙ୍କର ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ଲାୟନ୍ସ ଡେନରେ ଏହି ଲିଓ ଦିବସକୁ କେକ କାଟି ପାଳନ କରାଯାଇଛି
Read More...

ଉପାନ୍ତରେ ବି.ଏସ୍‌.ଏନ୍‌.ଏଲ୍‌ ଟାୱାର କାର୍ଯ୍ୟକ୍ଷମ କେବେ ?

ନିର୍ମାଣର ସମ୍ପୂର୍ଣ୍ଣ କାର୍ଯ୍ୟ ୬ମାସ ହେଲା କେବେ ସେବା ପାଇବେ ଗ୍ରାହକ ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ବିଛିନାଞ୍ଚଳରେ ଏବେ ମଧ୍ୟ ଲୋକେ ମୌଳିକ ଅଧିକାର ପାଇବା ଦୂରର କଥା ଯେଉଁ କାର୍ଯ୍ୟ ଶେଷ ହୋଇଛି ସେହି କାର୍ଯ୍ୟ ମଧ୍ୟ ଲୋକଙ୍କ ସେବାରେ
Read More...

ସାହିତ୍ୟ ଏକାଡେମୀର ବାଙ୍ଗାଲୁରୁ କୋଠାକୁ ତିନି ତାରକା ମାନ୍ୟତା

ନୂଆଦିଲ୍ଲୀ : ନୂଆଦିଳ୍ଳୀର ହେବିଟାଟ ସେଣ୍ଟରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବେର ପରିବେଶ ଅନୁକୂଳ କୋଠା ପାଇଁ ସାହିତ୍ୟ ଏକାଡେମୀକୁ ସମ୍ମାନିତ କରାଯାଇଛି । ହରିତ୍ କୋଠା ବା ପରିବେଶ ଅନୁକୂଳ କୋଠାର ମାନ୍ୟତା ପ୍ରଦାନ କରୁଥିବା ଜାତୀୟ ସଂସ୍ଥା ‘ଗୃହ’ (GRIHA) ପକ୍ଷରୁ ଆୟୋଜିତ ୧୬ତମ
Read More...

ଭାରତୀୟ ଭାଷା ସପ୍ତାହ ଉପଲକ୍ଷେ ଭାଷା ଓ ବୈଷୟିକ ଜ୍ଞାନ ସମନ୍ୱୟ ଦିବସ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଭାରତୀୟ ଭାଷା ସପ୍ତାହ ଉପଲକ୍ଷେ ଭାଷା ଓ ବୈଷୟିକ ଜ୍ଞାନ ସମନ୍ୱୟ ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା
Read More...