Daily Archives

ଦୁଇ ଦିନରେ ୩ଟି ଚୋରି ଘଟଣା : କେସିଙ୍ଗା ପୁଲିସ ପାଇଁ ଖୁଲମ୍‌ଖୁଲା ଚ୍ୟାଲେଞ୍ଜ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ କିଛିଦିନ ତଳେ ଚୋରି ଅଭିଯୋଗର ୨୪ ଘଣ୍ଟା ଭିତରେ ଚୋର ମାନଙ୍କୁ ଧରି ନିଜର କାର୍ଯ୍ୟଦକ୍ଷତା ବଳରେ ସହରବାସୀଙ୍କ ବିଶ୍ୱାସର ପାତ୍ର ହୋଇଥିବା କେସିଙ୍ଗା ପୋଲିସ ଆଜି ସମାଲୋଚନାର ପାତ୍ର ହୋଇଛି । ଗତ ରବିବାର କେସିଙ୍ଗା ସହରର ଏକ ବିଶିଷ୍ଟ ବ୍ୟବସାୟୀଙ୍କ ଘରୁ
Read More...

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାବର୍ତ୍ତନ ଦିବସ ଛାତ୍ରଛାତ୍ରୀଙ୍କ ଆଶାଜନକ ଭବିଷ୍ୟତର ମାର୍ଗ ଖୋଲିଥାଏ । ସେ
Read More...

ମସ୍କୋରେ ଭିଟିବି ରୁଷିଆ କଲିଂ ଇନଭେଷ୍ଟମେଣ୍ଟ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ “ଇଣ୍ଡିଆ ଫାଷ୍ଟ” ନୀତି…

ଭାରତରେ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ପୁଟିନଙ୍କ ଆଗ୍ରହଏସ୍‌ଏମ୍‌ଇଗୁଡ଼ିକର ଅଭିବୃଦ୍ଧି ପାଇଁ ଭାରତ-ରୁଷ ସହଯୋଗ ଉପରେ ପୁଟିନଙ୍କ ଗୁରୁତ୍ୱଦକ୍ଷିଣ ବିଶ୍ୱ ଅର୍ଥନୀତିଗୁଡ଼ିକର ସହାୟତା ଲାଗି ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି କହିଲେ ରାଷ୍ଟ୍ରପତି ପୁଟିନ ନୂଆଦିଲ୍ଲୀ, (ପିଆଇବି)
Read More...

ଟାଟା ପାୱାର ଏସ୍‌ଡିଓ ଅଫିସରେ ଲଟେରୀ ବିଜେତାଙ୍କୁ ପୁରସ୍କାର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଟାଟା ପାୱାର ଏସ୍‌ଡିଓ ଅଫିସରେ ଗୁରୁବାର ଲଟେରୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍‌ଡିଓ ମନରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବଡ ଶତପଥି, ଜେଇ
Read More...

ଡିସେମ୍ବର ୧୪ରୁ ଦୁର୍ଗେଇ ଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ଼୍ୟାମ ପରିସରରେ ରଞ୍ଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଦୁର୍ଗେଇ ଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର
Read More...

ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ତରଣୀସେନ ସାହୁଙ୍କ ସଭାପତିତ୍ୱରେ ଆରମ୍ଭ
Read More...

ସଂଗୀତ ନିର୍ଦେଶକ ସରୋଜ ନନ୍ଦଙ୍କ ପରଲୋକ

ସଂଗୀତ ନିର୍ଦେଶକ ସରୋଜ ନନ୍ଦ ୫ ଡିସେମ୍ବରରେ ଆମକୁ ଛାଡିକରି ସରଗବାସ ହେଇଥିଲେ : ଗଣେଶ ବାରିକ୍ ବଲାଙ୍ଗିର, (କେପିଏନ୍‌ଏସ୍‌) : କେରି କେରି ସୁନା ଦୁବ, ମୁଁ ତ ବଡ଼ ଦେଉଳର ପାରା, ତୋ ଆଗରେ କିଛି ଧୂପ, ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ, କଳା ଠାକୁର ମୋ କଳା ଠାକୁର, ଛ ଖଣ୍ଡ କାଠରେ
Read More...

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି…

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଲୋକସଭାର ଶୀତକାଳୀନ ଅଧିବେଶନରେ ୩୭୭ ଧାରା ଅଧିନିୟମ ଅନୁୟାୟୀ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କ ଠାରେ ପ୍ରସ୍ତାବ ଉଠାଇଛନ୍ତି । ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ଯେ,
Read More...

ସ୍ୱାବଲମ୍ବୀ କାରିଗରଙ୍କ ବହିଷ୍କାର ଉପରେ ହାଇକୋର୍ଟଙ୍କ ରହିତାଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରସୁଣ୍ଢି ପଞ୍ଚାୟତରେ ଗତ ତା ୨୫/୧୦/୨୦୨୪ ରିଖରେ ରାଜନୈତିକ ଆକ୍ରୋଶ ପୂର୍ବକ ସରପଞ୍ଚଙ୍କ ଦ୍ଵାରା ୨ ଜଣ ସ୍ୱାବଲମ୍ବୀ କାରିଗର ସଦାନନ୍ଦ ସାହୁ ଏବଂ ପବିତ୍ର ପଧାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା । ଏହି
Read More...

ଦେଷଣ୍ଢ ଚାନ୍ଦଲି ପାହାଡ ଓ ଭୁଲିଆକଟାକୁ ଡିଏଫ୍‌ଓ ଏବଂ ଏସିଏଫ୍‌ଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢ ଗାଁ ନିକଟରେ ଥିବା ପର୍ଯ୍ୟଟନସ୍ଥଳି ଚାନ୍ଦଲି ପାହାଡ ଓ ଐତିହାସିକ ଭୁଲିଆକଟାକୁ ମଙ୍ଗଳବାର ବଲାଙ୍ଗିର ଡିଏଫ୍‌ଓ ସୁଦର୍ଶନ ବେହେରା, ଏସିଏଫ୍‌ ମାନସ ବେହେରା ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି ।
Read More...