Daily Archives

ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଵଚ୍ଛତା ଆଣିବା ପାଇଁ ଓଡ଼ିଶା ସରକାର ଏକ ତାଲିମ ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଦିନିକିଆ
Read More...

ଗନ୍ଧମାର୍ଦ୍ଦନ ପର୍ବତ ହରିଶଙ୍କର ମନ୍ଦିରକୁ ଇଉନେସ୍କୋ ବିଶ୍ୱ ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦାବୀ କଲେ ରାଜ୍ୟସଭା ସାଂସଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲା ମଧ୍ୟ ଭାଗରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ପ୍ରାକୃତିକ, ସାଂସ୍କୃତିକ ଏବଂ ଐତିହାସିକ କୀର୍ତ୍ତିରାଜି ବହନ କରୁଥିବାରୁ ଏହାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳି ଘୋଷଣା କରିବାକୁ ଦାବୀ କରିଥିଲେ । ରାଜ୍ୟସଭାରେ ସାଂସଦ ନିରଞ୍ଜନ
Read More...

୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ

ମୁଣ୍ଡା ବ୍ରଦର କାଲଟା ଚମ୍ପିୟାନ ଓ ୱାଇ.ବି.ପି କାଲଟା ରନର୍ସ ଅପ୍ ରାଉରକେଲା, (ସସ୍ମିତା ପ୍ରଧାନ) : କାଲଟା ସ୍ଥିତ ଅମର ଜ୍ୟୋତି ୟୁଥ୍ କ୍ଲବ୍ ତରଫରୁ ୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସୁଶିଲ ବାର୍ଲା ଓ ସମ୍ପାଦକ ଜାକ୍ରିୟାସ
Read More...

ନୃସିଂହନାଥ ପ୍ରକୃତି ନିବାସକୁ ନବୀକରଣ କରାଯାଇ କରାଗଲା ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତର ଜଙ୍ଗଲ ଭିତରେ ତଥା ପଞ୍ଚୁପାଣ୍ଡବ ଘାଟ ନିକଟରେ ଥିବା ନୃସିଂହନାଥ ପ୍ରକୃତି ନିବାସ ନବୀକରଣ କରାଯାଇ ଉଦ୍‌ଘାଟନ କରାଯାଇଛି । ଏହାକୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ସମ୍ବଲପୁର ଟି. ଅଶୋକ କୁମାର ଓ ବନଖଣ୍ଡ ଅଧିକାରୀ,
Read More...

୧୬ ନମ୍ବର ଜାତୀୟ ରାଜପଥ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁର ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ ନେଇ ଯାଉଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ବୋଝେଇରେ ଟ୍ରକ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଫଳରେ ହୁତୁହୂତୁ ହୋଇ ଜଳିଲା ଟ୍ରକ୍ ।
Read More...

‘ଲେଖୁ ଲେଖୁ କବିତା’ ସଂକଳନ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଂ ଗୋକୁଳ ଚନ୍ଦ୍ର ଧଳଙ୍କ ରଚିତ କବିତା ସଂକଳନ 'ଲେଖୁ ଲେଖୁ କବିତା' ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ମଧୁମଣ୍ଡପ ଠାରେ ଆୟୋଜିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଅଶ୍ୱିନୀ କୁମାର ରାୟ ଓ
Read More...

ଇସ୍ପାତ ସାହିତ୍ୟ ସଂସଦର ୫୪ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ର ୫୪ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସେକ୍ଟର-୭ ସ୍ଥିତ ସଂସଦ ଭବନ ପରିସରରେ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଦ୍ଵାରା ସାରସ୍ୱତ ପତାକା ଉତ୍ତୋଳନ କରାଯାଇଥିଲା ।
Read More...

ଏମ୍‌କେଏମ୍‌ଡି ମହାବିଦ୍ୟାଳୟରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ କଲମପୁର ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ +୩ ମହାବିଦ୍ୟାଳୟରେ ଏକ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂଗୋଳ ଅଧ୍ୟାପକ ଧରଣୀଧର ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସନାତନ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ବିଶାଳ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନାତନ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ଏକ ବିଶାଳ ରାଲିରେ ଆସି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଂଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ବିରୋଧ କରିବା ସହ ହିନ୍ଦୁଙ୍କ
Read More...

ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୪ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସକାଳ ୯ ଘଣ୍ଟା ସମୟରେ ଛତ୍ରପୁର ଅପର ବସଷ୍ଟାଣ୍ଡଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସହର ପରିକ୍ରମା
Read More...