Daily Archives

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡ଼୍‌ସ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିଶ୍ୱ ଏଡ୍‌ସ ଦିବସ ମହାସମାରୋହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର ଠାରେ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ୨୦୨୪ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ମଦନପୁର ପ୍ରାଥମିକ ଚିକିତ୍ସାଳୟର ଡାକ୍ତର
Read More...

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ୍‌ସ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଜରାସିଂହା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ରେଡ୍‌ ରିବନ୍‌ କ୍ଲବ୍‌ ଆନୁକୂଲ୍ୟରେ ଏକ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅୟୋଜିତ ଏହି
Read More...

ଆଳୁ ଚାଷ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା

ଦେଓଗାଁ ବ୍ଲକ ୨୬ ପଞ୍ଚାୟତରେ ମାତ୍ର ଜଣେ ଉଦ୍ୟାନ ସଂପ୍ରସାରଣ କର୍ମୀ ଦେଓଗାଁ, (ମନୀଷ କୁମାର ସାହୁ) : ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ୫୦ହେକ୍ଟର ଅର୍ଥାତ ୧୨୫ଏକର ଚାଷ ଜମୀରେ ଆଳୁ ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ ଚାଷୀଙ୍କୁ ପରାମର୍ଶ
Read More...

ଚିତ୍ତାକର୍ଷକ ଉଦଯାପନୀ ସମାରୋହ ସହ ଶେଷ ହେଲା ୫୫ତମ ଆଇଏଫଏଫଆଇ

• ଆଇଏଫଏଫଆଇ ୨୦୨୪ରେ ରେକର୍ଡ ସଂଖ୍ୟକ ପ୍ରତିନିଧି, ୨୮ଟି ଦେଶର ବିଦେଶୀ ପ୍ରତିନିଧି ଏହି ଚଳଚ୍ଚିତ୍ର ମହୋତ୍ସବରେ କଲେ ଅଂଶଗ୍ରହଣ• ଫିଲ୍ମ ବଜାରରେ ସର୍ବାଧିକ ପ୍ରତିନିଧିଙ୍କ ଅଂଶଗ୍ରହଣ ଏବଂ ଫିଲ୍ମ ବଜାରରେ ବିଜନେସ୍ ପ୍ରୋଜେକ୍ସନ ପରିମାଣ ୫୦୦ କୋଟି ଟଙ୍କା ଅତିକ୍ରମ କରିବା ଏକ ଉଲ୍ଲେଖନୀୟ
Read More...

ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

• ପ୍ରଧାନମନ୍ତ୍ରୀ ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ର ଦେବା ସହିତ ପୁଲିସକୁ ରଣନୀତିକ, ସତର୍କ, ଅନୁକୂଳ, ବିଶ୍ୱସନୀୟ ଏବଂ ସ୍ୱଚ୍ଛ ହେବାକୁ କଲେ ଆହ୍ୱାନ• ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ‘ଆକାଂକ୍ଷୀ ଭାରତ’ର ଦ୍ୱିଗୁଣିତ ଏଆଇ ଶକ୍ତି ଉପଯୋଗ କରି ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଏଆଇ
Read More...