Daily Archives

ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଞ୍ଚଳ କରାଯିବାକୁ ସିପିଆଇର ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ମଦ ବିକ୍ରି ବ୍ୟାପକ ହେଉଥିବା ଅଭିଯୋଗ ହେଉଛି । ଏନେଇ ସିପିଆଇ ନେତା ଗଣ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜିଲ୍ଲାର ରମ୍ଭା ଖଲ୍ଲିକୋଟ ଅଞ୍ଚଳରେ ଜନଗହଳି ଓ ମାର୍କେଟ୍ ଗହଳ ଚହଳ ସ୍ଥାନ,
Read More...

ଦେଶ ସେବା କରି ଘରକୁ ଫେରିଲେ ଯବାନ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତର ଦିଲ୍ଲୀପ ମାଝୀ । ସ୍ୱର୍ଗତ ତ୍ରିଲୋଚନ ମାଝୀ ଓ ଟେଭା ମାଝୀଙ୍କ ପୁତ୍ର ଦିଲ୍ଲୀପ ୨୦୦୭ ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ । ଦୀର୍ଘ ୧୮ ବର୍ଷ ବୀରତାର ସହିତ ଦେଶର
Read More...

ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଏନ୍‌ଏଚ୍‌ ରାସ୍ତାକୁ ଲାଗି କି ରହିଥିବା ଘର ଗୁଡ଼ିକ ମଧ୍ୟ ସୁରକ୍ଷିତ ନ ଥିବା ଜଣାପଡ଼ିଛି । ସେମିତି ଏକ ଚୋରି ଘଟଣାର ଲିଖିତ ଅଭିଯୋଗ ହୋଇଛି କେସିଙ୍ଗା ଥାନାରେ । ସୂଚନା
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସହରର ୨୫ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିଲ ସେଣ୍ଟର ଠାରେ ପ୍ରତ୍ୟହ ସନ୍ଧ୍ୟା ୬ଟା ୧୫ରେ ଆରମ୍ଭ କରାଯିବ ବୋଲି
Read More...

ଜିଲ୍ଲାସ୍ତରୀୟ ୩୭ତମ ବିଶ୍ୱ ଏଡ୍‌ସ ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲା ସ୍ତରୀୟ ୩୭ତମ ବିଶ୍ୱ ଏଡ୍‌ସ ଦିବସ-୨୦୨୪ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବେଦାନ୍ତ ଆଲୁମିନିୟମ ତରଫରୁ ସ୍ଥାନୀୟ ଟାଉନ ହଲ ଭବାନୀପାଟଣା ଠାରେ ପାଳନ କରାଯାଇଛି । ଏହି ଅବସରେ ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ଠାରୁ ଏକ
Read More...

କିଲାଣି ଗାଁରେ ପାଣି ଓ ରାସ୍ତା ସମସ୍ୟାକୁ ନେଇ ଅଭିଯୋଗ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୋଇମଡ଼ା ଗ୍ରାମ‌ପଞ୍ଚାୟତର କିଲାଣି ଗାଁରେ ପାଣି ସମସ୍ୟା ସହ ଯାତାୟାତ ପାଇଁ ରାସ୍ତା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିବା ପିଡିଏସ୍‌ ସାମଗ୍ରୀ ସହ ବିଭିନ୍ନ ଭତ୍ତା ଆଣିବାକୁ ଯିବା ପାଇଁ ବହୁତ ଅସୁବିଧାର
Read More...

ହାତୀ ଆକ୍ରମଣରେ ୨ ବନ କର୍ମଚାରୀ ଗୁରୁତର : ୧ ମୃତ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଳ ସେକ୍ସନ ବାନ୍ଧନପାଲି ଗାଁ ରାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ୩ ଜଣ ବନ କର୍ମଚାରୀ ଗୁରୁତର । ଘଟଣାସ୍ଥଳରେ ବନବିଭାଗ ଟିମ ପହଂଚି ଗୁରୁତର ବନ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ ତୁରେକେଲା ହସ୍ପିଟାଲ ଓ ପରେ
Read More...

ସାରସପଡା ଗ୍ରାମର ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ଭେଟି ସହାୟତା ଯୋଗାଇ ଦେଲା ଦନ୍ଦରା ଚକ୍ ମାହେଶ୍ଵରୀ ଯୁବାମଞ୍ଚ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବାଙ୍ଗାଲୋରକୁ ଦାଦନ ଶ୍ରମିକ ଭାବେ ଯାଇ ମୃତ୍ୟୁବରଣ କରିଥିବା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ସାରସପଡ଼ା ଗ୍ରାମର କିଶୋର ପଧାନଙ୍କ ଶୋକସନ୍ତପ୍ତ ପରିବାରକୁ ଦନ୍ଦରା ଚକ୍ ମାହେଶ୍ଵରୀ ଯୁବାମଞ୍ଚ ପକ୍ଷରୁ ଭେଟି ସହାୟତା ଯୋଗାଇ ଦିଆଯାଇଛି । ଏବେ
Read More...

ଗ୍ରାହକଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା ଉଠାଣ କରି ଟଙ୍କା ହଡ଼ପ ଘଟଣା : ଜମାକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶ୍ୱସ୍ଥ ସେବା ଯୋଗାଉଥିବା ଡାକଘର ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଉପ ଡାକଘରର ଦୁଇ ଜଣ କର୍ମଚାରୀ ଡାକଘରର ୬୦ ଲକ୍ଷ ଟଙ୍କା ଆତ୍ମସାତ କରି ଜେଲ ଯାଇଥିବା ବେଳେ ଗ୍ରାହକଙ୍କ
Read More...

ସେଞ୍ଚୁରିଅନ ବିଦ୍ୟାଳୟ (ଜେ.ଆଇ.ଟି.ଏମ) ପରିସରରେ ବାର୍ଷିକ ଉତ୍ସବ (ଫୋନିକ୍ସ) ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏହା ବିଦ୍ୟାର୍ଥୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ବର୍ଷର ଉପଲବ୍ଧି ଓ ବିଫଳତାକୁ ଅନୁଶୀଳନ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ । ଅଭିଭାବକମାନଙ୍କ ପାଇଁ ଏହା ତାଙ୍କ
Read More...