Daily Archives

ରାୟପୁର ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଦେଲେ ଲୋକଙ୍କୁ ହାଡ ଓ ହୃଦ୍‌ରୋଗ ସମ୍ବନ୍ଧୀୟ ତଥ୍ୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ଟିଟିଲାଗଡ଼ ମାରୱାଡ଼ି ୟୁଭା ମଞ୍ଚ ସେଣ୍ଟ୍ରାଲ ଶାଖା ପକ୍ଷରୁ ରାୟପୁର ଏମ୍‌ଏମ୍‌ଆଇ ହସ୍ପିଟାଲର ସହଭାଗିତାରେ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ଡିଏନ ରିସର୍ଟ ଠାରେ ଅନୁଷ୍ଠିତ
Read More...

ମଣ୍ଡଳ ଶିକ୍ଷାଧିକାରୀ ବିନୋଦ ପ୍ରମାଣିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ମଣ୍ଡଳ ଶିକ୍ଷାଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାବ ବିହ୍ଵଳ ପରିବେଷରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି
Read More...

ଟିଟିଲାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସବୁବେଳେ ସମାଜସେବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଆୟୋଜନ କରାଯାଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ
Read More...

ବାପି ଦା ଫ୍ୟାନ୍ସ କ୍ଲବର ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ କରି ଗଠିତ ହୋଇଥିବା ବାପି ଦା ଫ୍ୟାନ୍ସ କ୍ଲବ ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତାକାଲି ରାଉରକେଲା କ୍ଲବ୍‌ରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଚଳଚ୍ଚିତ୍ର ଜଗତର ଡିସ୍କୋ କିଙ୍ଗ୍ ଭାବେ ପରିଚିତ ବାପି ଲାହିରୀଙ୍କ ଉଦ୍ଦେଶ୍ୟରେ ଗଠିତ
Read More...

ବିଦ୍ୟାଳୟ ବିକାଶ ଦିଗରେ ମୋ ସ୍କୁଲ ଅଭିଯାନକୁ ଦାନ କଲେ ପୂର୍ବତନ ଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିବାରର ପୂର୍ବତନ ଛାତ୍ରୀମାନେ ବିଦ୍ୟାଳୟକୁ ଭୁଲି ନାହାନ୍ତି । ସେମାନେ ଏହି ସ୍କୁଲରେ ପାଠ ପଢିଛନ୍ତି । ସ୍କୁଲ ଛାତ୍ରୀ ଭାବରେ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ରାଜେଶ୍ୱରୀ ବାଇଙ୍କ ଝିଅ ଜେ.
Read More...

ଚକ୍ଷୁଦାନ କରି ଅମର ରହିଲେ ଜମ୍ମୁଲା ମୋହନ ରାଓ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ବଡ ବଜାର ନିବାସୀ ଜମ୍ମୁଲା ମୋହନ ରାଓଙ୍କର ୮୨ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ଦିବଙ୍ଗତ ମୋହନଙ୍କର ୨ ପୁତ୍ର ଜେ. ରବି କୁମାର, ଜେ. ଗଣେଶ ଓ ଜଣେ ଝିଅ ଅଛନ୍ତି । ଫ୍ରେଣ୍ଡସ
Read More...

ରୂପାନ୍ତରୀଣ ହେବ, ବ୍ରିଟୀଶ୍ – ଶାସନ ଅମଳର ଛତ୍ରପୁର ମୁଖ୍ୟ ରେଳଷ୍ଟେସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରିଟୀଶ୍ - ଶାସନ ଅମଳର ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମୁଖ୍ୟ ରେଳଷ୍ଟେସନର ଉନ୍ନତି ଦିଗରେ ଉନ୍ନୟନ କମିଟୀର ଏକ ଜରୁରୀ କାଳୀନ ବୈଠକ ଶୁକ୍ରବାର ଷ୍ଟେସନ୍ ମ୍ୟାନେଜରଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ମୋହନ୍ ଚନ୍ଦ୍ର
Read More...