Daily Archives

ସୀମା ସୁରକ୍ଷା ବାହିନୀର ୬୦ ତମ ବୃଦ୍ଧି ଦିବସ ପାଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି । ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ
Read More...

ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଠାରେ ବିଶିଷ୍ଠ ବ୍ୟବସାୟୀ ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଳ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ, ପଦ୍ମପୁର
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ୱାରା ନୃସିଂହନାଥରେ ସଂକଳ୍ପ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶର ନୃସିଂହନାଥ ମନ୍ଦିର ସ୍ଥିତ ସିଂହଦ୍ଵାର ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନେତୃତ୍ୱରେ ଗନ୍ଧମାର୍ଦ୍ଦନ ସୁରକ୍ଷା ସଂକଳ୍ପ ଦିବସ ଅନୁଷ୍ଠିତ ହୋଇଥିଲା । ଭାଗବତ ତତ୍ତ୍ଵ ଆଶ୍ରମରୁ ସଂଗ୍ରାମୀ ମାନେ ଶୋଭାଯାତ୍ରାରେ
Read More...

ସିଙ୍ଗାରି ଘାଟିରେ ଓଲଟିଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଚାଳକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଘାଟି ରାସ୍ତାର ମରାମତି ହେଉଛି । ଆଉ ଏତିକି ବେଳେ ଅଚାନକ ରାସ୍ତା ଉପରେ ଓଲଟି ପଡିଲା ହାଇୱା । କଳାହାଣ୍ଡି ଜିଲ୍ଲା କଲମପୁର - ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ରାସ୍ତାର ଏକ ବୁଲାଣି ନିକଟରେ ରବିବାର ଅପରାହ୍ନରେ ଏକ ହାଇଓ୍ବା
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳନ -୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ୍‌ସ ଦିବସ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଆଶା, ଏ.ଏନ୍.ଏମ୍, ଅଙ୍ଗନୱାଡ଼ିର କର୍ମୀମାନଙ୍କୁ ଏଚ୍. ଆଇ.ଭି. ଉପରେ ସଚେତନତା କରାଯାଇଛି । ଏମ୍.ସି.ଏଚ୍ ବିଲଡିଂ ଠାରୁ
Read More...

ବିଶ୍ୱାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରରେ “ଅଷ୍ଟମ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ, ଚିତ୍ର ଏବଂ ହସ୍ତଶିଳ୍ପ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରରେ ଅଷ୍ଟମ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ପ୍ରତିଯୋଗିତା ୨୯ ଏବଂ ୩୦ ନଭେମ୍ବର ୨ ଦିନ ଧରି ହଷୋଲ୍ଲାସପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ଵାମୀ
Read More...

ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା

କଟକ ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ଟାଙ୍ଗିଆ ବାହାରିଲା କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି
Read More...

ବିଜ୍ଞାପନ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଓଡ଼ିଶା କ୍ଷୁଦ୍ର ଓ ମାଧ୍ୟମ ସମ୍ବାଦପତ୍ର ସଂଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକ ପ୍ରାୟତଃ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରିଥାନ୍ତି । ୨୦୧୫ ପର୍ଯ୍ୟନ୍ତ ଡିଏଭିପି ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ଜାତୀୟ ଦିବସ ତଥା
Read More...

ଭକ୍ତିରେ ଝୁମିଲେ ଦର୍ଶକ, ପାଞ୍ଚ ଦିନ ଧରି ଚାଲିଲା ପ୍ରବଚନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଜଗତର ନାଥ ଜଗନ୍ନାଥଙ୍କ ମହିମା ଓ ଭକ୍ତଙ୍କ ପ୍ରତି ଭଗବାନଙ୍କ କୃପା ବିଷୟରେ ଟିକିନିଖି ଭାଵେ ବୁଝାଇ ଦେଇଛନ୍ତି ପ୍ରବଚକ ପଣ୍ଡିତ ଶ୍ରୀ ଆଶୀର୍ବାଦଜୀ ମହାରାଜ । ବାବା ବଳିଆଙ୍କ ଶିଷ୍ୟ ସୁଦୂର କଟକ ଜିଲ୍ଲାରୁ
Read More...

ଚଳିତ ବର୍ଷ ନକ୍ସଲ ମୁକାବିଲାରେ ବିଏସ୍‌ଏଫ୍‌ର ସଫଳତା

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି । ବିଏସ୍‌ଏଫ୍‌ର ସଫଳତାକୁ ନେଇ ମହାନିରୀକ୍ଷକ ସିଡି ଅଗ୍ରୱାଲ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଏସ୍‌ଏଫ୍‌
Read More...