Monthly Archives

November 2024

ବ୍ଲକସ୍ତରୀୟ ୨ ଦିନିଆ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ୨ ଦିନିଆ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିର ବିଆରସିସି ନାରାୟଣ ଭୋଇଙ୍କ ତତ୍ତ୍ୱବଧାନରେ ଅତିରିକ୍ତ ଶିକ୍ଷା
Read More...

ପରିବେଶ ସମ୍ବନ୍ଧୀୟ ଦିନିକିଆ କର୍ମଶାଳା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଆଇସିଡ଼ିଏସ ହଲ ପରିସରରେ ମମତା ଏଚ୍‌ଆଇଏମ୍‌ସି ସଂସ୍ଥାର ପ୍ରୋଜେକ୍ଟ ଜାଗୃତି ଆନୁକୂଲ୍ୟରେ ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ବେନଞ୍ଜମୀନ ନାୟକଙ୍କ ତତ୍ତ୍ୱବଧାନରେ ଦିନିକିଆ ପରିବେଶ ସମ୍ବଦ୍ଧିତ ଅଧିବେଶନ ଉପରେ କର୍ମଶାଳା ଅନୁଷ୍ଠିତ
Read More...

ସଇଁତଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଟିଟିଲାଗଡ଼ ମାତୃଶିଶୁ ହସ୍ପିଟାଲରୁ ଉଠିଲା ଅଳିଆ ଆବର୍ଜନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପିପଲପଦର ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲ ଭିତରେ ଅଳିଆ ଆବର୍ଜ୍ଜନା ଗଦା ହୋଇ ପଡ଼ିରହିଥିବାରୁ ଦୁର୍ଗନ୍ଧ ବାହାରୁଥିବା ଲୋକମାନେ ଅଭିଯୋଗ କରୁଥିଲେ । ଏନେଇ ଖବର ପ୍ରସାରଣ କରିବାର ୨୪ ଘଣ୍ଟା ନପୁରୂଣୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ
Read More...

ଶିକ୍ଷା ବିଭାଗର ଅଜବ ନୀତି : ଦୁଇଟି ଶିକ୍ଷକରେ ଗୋଟିଏ ଛାତ୍ର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଶିକ୍ଷା ବିଭାଗର ଅଜବ ନୀତି କେଉଁ ବିଦ୍ୟାଳୟରେ ଗୁଡ଼ାଏ ଛାତ୍ରଛାତ୍ରୀକୁ ଗୋଟିଏ ଶିକ୍ଷକ ତ କେଉଁଠି ଗୋଟିଏ ଛାତ୍ରକୁ ପାଠ ପଢ଼ାଉଛନ୍ତି ୨ଟି ଶିକ୍ଷକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ବୁଧବାର ଦିନ ୧୦ଟା ସମୟରେ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ମାନେ ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଅନ୍ତର୍ଗତ ଗୋଲାମୁଣ୍ଡା ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ବୁଧବାର
Read More...

ଶିବ ଚରଣ ବୋଇତି ସେବା ସମ୍ମାନ ପାଇଲେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ. ଘନଶ୍ୟାମ ବିଶ୍ୱାସ

କର୍କଟ ରୋଗ ଉପରେ ବିଶେଷ ଆଲୋଚନା ଚକ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ୟାମ ଅନୁ ଦେବକୀ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା, ସମାଜସେବୀ ତଥା ଟ୍ରଷ୍ଟର ପ୍ରତିଷ୍ଠାତା ସ୍ୱର୍ଗତ ଶିବ ଚରଣ ବୋଇତିଙ୍କ ଦ୍ଵିତୀୟ ପୂଣ୍ୟ ତିଥି ପାଳନ ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟର
Read More...

ସହୀଦ ଭଗତ ସିଂ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଠାରେ ଅବସ୍ଥାପିତ ସହୀଦ ଭଗତ ସିଂ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୀନତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ
Read More...

ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ସ୍ଵତନ୍ତ୍ର ଭୋଟର ତାଲିକା ଅଭିଯାନ -୨୦୨୫

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଭୋଟର ତାଲିକା ଅଭିଯାନ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱତନ୍ତ୍ର ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା
Read More...

ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନକୁ ସୁଦୃଢ଼ କରିବା ଓ ସାମାଜିକ ସହମତି…

ପାରମ୍ପରିକ ଗଣମାଧ୍ୟମ ସମ୍ପାଦକୀୟ ସମୀକ୍ଷା ଉତ୍ତରଦାୟିତ୍ୱ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହା ସୋସିଆଲ ମିଡିଆ ଯୁଗରେ ଦେଖିବାକୁ ମିଳୁନାହିଁ : ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି
Read More...