Daily Archives

ଦେଓଗାଁ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତବିଂଶତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗାଈବାହଲ ସରପଞ୍ଚ ତ୍ରିଲୋଚନ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି
Read More...

କରାଟେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଏସ୍‌ପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ରାଜ୍ୟସ୍ତରୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିଫ ଏଥିରେ ଅସୀମ କରାଟେ ଏକାଡେମୀର ଅଭିପ୍‌ସା ଦଲାଇ କୁମିତେ ବିଭାଗରେ ରୌପ୍ୟ ପଦକ ଓ ଦୀପିକା ଭୋଇ ବ୍ରୋଞ୍ଜ ପଦକ ହାସଲ
Read More...

‘ମୁହୁରି’ର ମହୁରତ ଓ ଉତ୍କୃଷ୍ଟ ଲେଖା ପାଇଁ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତିକ୍ଷୀତ କୋଶଲି ପତ୍ରିକା ‘ମୁହୁରି’ର କଲୁଆଁଫୁଟା ସଂଖ୍ୟା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରିଷଦର ଅନୁମୋଦନ କ୍ରମେ ଏହାର
Read More...

ସବୁଜ ପନିପରିବାକୁ ନେଇ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତ ଅନ୍ତର୍ଗତ ଅମରାମୁଣ୍ଡା ଠାରେ କୃଷି ଓ କୃଷକ ସଶକ୍ତ କରଣ ଓଡିଶା ସରକାର ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ପକ୍ଷରୁ ସବୁଜ ପନିପରିବାକୁ ନେଇ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ
Read More...

୩ ଦାଦନ ଶ୍ରମିକ ସହ ସର୍ଦ୍ଦାର ଗିରଫ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ସକାଳୁ ସକାଳୁ ବେଲପଡା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବେଲପଡା ବ୍ଲକ ଝାରଫଟାମୁଣ୍ଡା ଗାଁ ଠାରୁ ୩ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏଥିରେ ଜଣେ ପୁରୁଷ ଥିବାବେଳେ ଜଣେ ମହିଳା ଓ ଜଣେ ଝିଅ ଥିବା ସୂଚନା ମିଳିଛି । ତା'ସହ ଦାଦନ ସର୍ଦ୍ଦାର କାନ୍ତ
Read More...

ଉତ୍ତରାଖଣ୍ଡର ମସୁରୀ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସଏନଏଏ)ର ୯୯ତମ ଫାଉଣ୍ଡେସନ…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁଯାୟୀ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ସରକାରୀ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି• "ଚିନ୍ତା" ପରିବର୍ତ୍ତେ "ଚିନ୍ତନ" ମାଧ୍ୟମରେ ଏବଂ "ବ୍ୟଥା" ପରିବର୍ତ୍ତେ "ବ୍ୟବସ୍ଥା" ସ୍ଥାପନ କରି ସମସ୍ୟାର ଅଧିକ
Read More...

ଖୋଲା ବଜାରରେ ଗହମ ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁକ୍ତ ବଜାର ବିକ୍ରୟ ଯୋଜନା (ଘରୋଇ) (ଓଏମ୍ଏସ୍ଏସ୍ (ଡି)) ୨୦୨୪…

• ଇ-ନିଲାମ ପାଇଁ ୨୫ ଏଲଏମଟି ଗହମ ବଜାରକୁ ଛାଡିବ ଭାରତୀୟ ଖାଦ୍ୟ ନିଗମ ନୂଆଦିଲ୍ଲୀ, (ପିଆଇବି) : ଖୋଲା ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଖୋଲା ବଜାରରେ ଗହମର ମୂଲ୍ୟକୁ ହ୍ରାସ କରିବା ଲାଗି ଅଟା ମିଲ୍ସ/ଗହମ ସାମଗ୍ରୀ ଉତ୍ପାଦନକାରୀ/
Read More...

ଓଡ଼ିଶାରେ ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନାର କାର୍ଯ୍ୟକାରିତା

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ୨୦୧୫ - ୧୬ ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଳ, ସାତପଡ଼ା ଓ ତାମ୍ପଡ଼ା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୭୦ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରିଛି । ସେହିପରି ପ୍ରସାଦ ଯୋଜନାରେ ପୁରୀରେ
Read More...

କୃଷକମାନଙ୍କୁ ସବୁ ପରିସ୍ଥିତିରେ ଉନ୍ନତ ମାନର ସାର, ବିହନ ଏବଂ କୀଟନାଶକ ମିଳିବା ଉଚିତ୍ – ଶିବରାଜ ସିଂ ଚୌହାନ

• ନକଲି ସାର, ବିହନ ଓ କୀଟନାଶକ ମାମଲାରେ ଦୋଷୀଙ୍କୁ ଛଡ଼ାଯିବା ଉଚିତ ନୁହେଁ, ରାଜ୍ୟ ସରକାର ଏଥିପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିବା ଆବଶ୍ୟକ - ଶ୍ରୀ ଚୌହାନ• କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଆମେ କୃଷକମାନଙ୍କ ଅଭିଯୋଗ ଉପରେ ନୀରବ ଦର୍ଶକ ହୋଇ ରହିପାରିବୁ ନାହିଁ• କୃଷକଙ୍କ
Read More...

ଆଇଏଫ୍‌ଏଫ୍‌ଆଇରେ ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’କୁ ମିଳିଲା ସ୍ୱର୍ଣ୍ଣ ମୟୂର ପୁରସ୍କାର

‘ଟକ୍ସିକ’ ପାଇଁ ଭେଷ୍ଟା ମାଟୁଲିଟେ ଏବଂ ଇଭା ରୁପେଇକେଟ୍ ମିଳିତ ଭାବେ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ନୂଆଦିଲ୍ଲୀ, (ପିଆଇବି) : ୫୫ତମ ଭାରତୀୟ ଅନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ଗୋଆରେ ବହୁ ପ୍ରତୀକ୍ଷିତ ପୁରସ୍କାର ଘୋଷଣା କରାଯାଇଛି । ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’
Read More...
error: Content is protected !!