Daily Archives

ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ବରିଷ୍ଠ କିରାଣୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପଦ୍ମପୁରରେ ଦୀପକ ପଣ୍ଡା ଆଜି ଯୋଗଦାନ କରିଛନ୍ତି । ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମାରୋହରେ ଏବିଇଓ ଶିବପ୍ରସାଦ ଯୋଶୀ, ଦିଲ୍ଲୀପ ଭୋଇ,
Read More...

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ୨୦୨୪ ଶେଖ ଫାଇଟର୍ସ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ୨୦୨୪ ମହାସମାରୋହରେ ସମାପ୍ତ ହୋଇଯାଇଛି । ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୮ଟି ଦଳ ଭିତରେ ଖେଳା ହେଉଥିଲା ଏହି ପ୍ରିମିୟର
Read More...

ଯୁବ ସାମ୍ବାଦିକ ମନୋଜ ଭୋଇଙ୍କ ମାତା ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତାର ସାମ୍ବାଦିକ ମନୋଜ କୁମାର ଭୋଇଙ୍କ ମାତା ବେଲମତୀ ଭୋଇ(୭୨)ଙ୍କ ପରଲୋକ ହୋଇଯାଇଛି । ସେ ଜଣେ ପରାକାରୀ, ଭାଗବତ ପ୍ରେମୀ, ନିଷ୍ଠାବାନ ମହିଳା ଭାବରେ ପରିଚିତ ଥିଲେ । ମୃତ୍ୟୁ ସମୟରେ ଦୁଇପୁତ୍ର ମନୋଜ କୁମାର ଭୋଇ, ଗୌରଚନ୍ଦ୍ର
Read More...

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର ବନ୍ଧୁଗଣ,ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି ଏବଂ ବାତାବରଣ ମଧ୍ୟ ଶୀତଳ ରହିବ । ଆମେ ୨୦୨୪ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛୁ ଏବଂ ଦେଶ ଅଧିକ ଉତ୍ସାହର ସହିତ ଅଧିକ ଶକ୍ତି ଓ ଉତ୍କଣ୍ଠିତ ଭାବରେ ୨୦୨୫କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି ।ବନ୍ଧୁଗଣ,ସଂସଦର
Read More...

ଅଲୋଡା ଭୁଲିଆବନ୍ଦ ଲକ୍ଷ୍ମୀ ବସଷ୍ଟପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଞ୍ଚାୟତ ସମିତି ଭେଙ୍ଗରାଜପୁର ପଞ୍ଚାୟତର ଭୁଲିଆବନ୍ଦ ଲକ୍ଷ୍ମୀ ବସଷ୍ଟପ ଅଲୋଡ଼ା ହୋଇପଡି ରହିଛି । ଏହି ଲକ୍ଷ୍ମୀ ବସଷ୍ଟପକୁ ଦେଖିଲେ ଯେ କେହିବି ଦ୍ୱନ୍ଦରେ ରହିଯିବ କାରଣ ବସଷ୍ଟପଟି ଭୁଲିଆବନ୍ଦ ଛକ ପାଖରୁ ୩୦୦ ମିଟର
Read More...

ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) : ଜୟ ଜଗନ୍ନାଥଜୟ ଜଗନ୍ନାଥକେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଆ ସମାଜ ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ପ୍ରଧାନ ଜୀ, ଓଡ଼ିଆ ସମାଜର ଅନ୍ୟ କର୍ମକର୍ତ୍ତା, ଓଡିଶାର ସମସ୍ତ କଳାକାର, ଅନ୍ୟ ମାନ୍ୟଗଣ୍ୟ
Read More...

ଦେଓଗାଁ ରେଳ ଷ୍ଟେସନ ମୁଖ୍ୟ ରାସ୍ତାରେ ଘଂଚ ଅନାବନା ଘାସ : ସଫେଇ ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନର ମୁଖ୍ୟ ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ରହିଥିବାରୁ ଷ୍ଟେସନକୁ ଯାତାୟତ ବେଳେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା କଡରେ ୮ରୁ ୧୦ଫୁଟ୍‌ ଉଚ୍ଚ ବିଶିଷ୍ଟ ଗଛ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ପ୍ରଶାସନ
Read More...

ଯାଦବ ସମାଜର ବୈଠକରେ ବନ୍ଧପଡ଼ା ପଞ୍ଚାୟତ ସ୍ତରୀୟ କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା କଲ୍ୟାଣ ମଣ୍ଡପରେ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି କାର୍ଷିକ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଦେଓଗାଁ ବ୍ଲକ ଯାଦବ ସମାଜ ସମ୍ପାଦକ ସମ୍ପଦ ପୋଢ଼ ଓ ଯୁବ ଯାଦବ ସମ୍ପାଦକ ଭ୍ରମର
Read More...

ସୁନାମ ଆଣିଲା ସୁନା ଝିଅ

ନୂଆପଡା, (ଅଜିତ ବେହେରା) : ବାଜା ବାଜୁଛି, ବାଣ ଫୁଟୁଛି, ନାଚଗୀତ ସହ ସୁନା ଝିଅକୁ ଘରକୁ ପାଛୋଟି ନେଉଛନ୍ତି ପରିବାର ଲୋକେ ଓ ଆତ୍ମୀୟ ସ୍ୱଜନ । ଏହି ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ହାତୀବନ୍ଧା ଗ୍ରାମର । ଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ସ୍ତରର ମଡେଲିଂ ପ୍ରତିଯୋଗିତାରେ
Read More...

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ ଦ୍ୱିଦିବସୀୟ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ
Read More...