Daily Archives

ଛତ୍ରପୁର ସହରାଞ୍ଚଳ ୧୪ ନମ୍ବର ୱାର୍ଡ଼ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅବହେଳିତ ଅବସ୍ଥାରେ ଥିବା ୧୪ ନମ୍ବର ୱାର୍ଡ଼ର ପାନୀୟ ଜଳ ସମସ୍ୟା ବୁଝି ଅବଗତ ହେଲେ ବିଧାୟକ । ଜଳ ଯୋଗାଣ, ଡ୍ରେନ୍, ରାସ୍ତା, ସମସ୍ୟାର ସମାଧାନ ପାଇଁ ଛତ୍ରପୁର ବିଧାୟକ
Read More...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଉପରେ କ୍ୟାରିୟର ପରାମର୍ଶ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗ ଦ୍ୱାରା ବିଭାଗର ଛାତ୍ରମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଉପରେ ଏକ କ୍ୟାରିୟର କାଉନସେଲିଂ କର୍ମଶାଳା ଆୟୋଜିତ ହୋଇଯାଇଛି । ନ୍ୟୁରୋଏଣ୍ଟେଗ୍ରାଲ୍ ସାଇଣ୍ଟିଫିକ୍ ଇନଷ୍ଟିଚ୍ୟୁଟ୍ ଅଫ୍
Read More...

ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲ ସର୍ଗିଫୁଲ କାର୍ଯ୍ୟକ୍ରମରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରଡୋଲ ଆଶ୍ରମ ବିଦ୍ୟାଳୟରେ ସର୍ଗିଫୁଲ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲା ୮୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ସେଥି ମଧ୍ୟରୁ ନୃସିଂହନାଥ ଏସ୍‌ଏସ୍‌ଡି
Read More...

ଲାୟନ୍ସ କ୍ଲବ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଉପକଣ୍ଠ ନୂଆଁ ସରସରା ସ୍ଥିତ ମିଳିତ ଗ୍ରାମ ପଞ୍ଚାୟତ ମହା ବିଦ୍ୟାଳୟ ଠାରେ ବରଗଡ଼ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାକ୍ତର ଶୁଶିଲ କୁମାର କର - ଚକ୍ଷୁ, ଡାକ୍ତର ସ୍ୱାଧିନ ଶର୍ମା -
Read More...

୨୫ ନଭେମ୍ବରରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀ ଜାତିସଂଘର ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିବେ• "ସମବାୟ ସଂସ୍ଥା ସମସ୍ତଙ୍କ ପାଇଁ ସମୃଦ୍ଧି ଆଣେ" ଶୀର୍ଷକ ଏହି ସମ୍ମିଳନୀର ବିଷୟବସ୍ତୁ ଭାରତ ସରକାରଙ୍କ "ସହକାର ସେ ସମୃଦ୍ଧି" ପରିକଳ୍ପନା ସହିତ ସମନ୍ୱିତ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦିଲ୍ଲୀରେ ଓଡ଼ିଶା ପର୍ବରେ ଅଂଶଗ୍ରହଣ କରି ଆନନ୍ଦିତ, ଏହି ରାଜ୍ୟ ଭାରତର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ବରଦାନ ସଦୃଶ ପାଇଥିବା ନିଜର ସାଂସ୍କୃତିକ ଐତିହ୍ୟ ପାଇଁ ସମଗ୍ର ଦେଶ ଓ ବିଶ୍ୱରେ ପ୍ରଶଂସିତ ହୋଇଛି : ପ୍ରଧାନମନ୍ତ୍ରୀଓଡ଼ିଶାର ସଂସ୍କୃତି ‘ଏକ ଭାରତ
Read More...

ଆର୍‌ଆଇଇ ଭୁବନେଶ୍ୱର ପକ୍ଷରୁ ଏନ୍‌ସିସି ଦିବସ ପାଳିତ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏନ୍‌ସିସିର ୭୬ତମ ପ୍ରତିଷ୍ଠା ଦିବସ (ଏନ୍‌ସିସି ଦିବସ) ପାଳିତ ହୋଇଯାଇଛି । ଏହି ଗୌରବ ଓ ଦେଶପ୍ରେମ ଦିବସରେ ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରଓ୍ଵାଲ ତାଙ୍କର ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଏକତା,
Read More...

ବାଙ୍ଗାଲୋରରୁ ଫେରିଲା ସାରସପଡ଼ା ଗାଁର ଦାଦନ ଶ୍ରମିକ କିଶୋର ପଧାନଙ୍କ ମୃତଦେହ

ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବାଙ୍ଗାଲୋର ଅଞ୍ଚଳକୁ କାମ କରିବାକୁ ମାତ୍ର ୨୦ଦିନ ତଳେ ଅନ୍ୟମାନଙ୍କ ସହ ଯାଇଥିବା ସାରସପଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ପହଞ୍ଚିବା ପରେ ଗାଁରେ ଅତ୍ୟନ୍ତ ଶୋକାକୁଳ
Read More...