ଶିଶୁକନ୍ୟା ବିକ୍ରି ଚର୍ଚ୍ଚା ହୋଇଥିବା ଘଟଣାରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ସସ୍ପେଣ୍ଡ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ଜଣେ ମହିଳା ନିଜେ ଜନ୍ମକଲା ଶିଶୁକନ୍ୟାକୁ ଅନ୍ୟ ହାତରେ ଦେଇ ଦେଇଥିବା ଘଟଣାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ଭୋଇଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିଲମ୍ବିତ କରାଯାଇଛି ।!-->…
Read More...
Read More...