Daily Archives

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ପୁନଃ ଆରମ୍ଭ ନେଇ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ବ୍ରାଜିଲର ରିଓ ଡି ଜେନେରୋଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ସାର୍ କିର୍ ଷ୍ଟାର୍ମରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ଆମେ ନୂତନ ବର୍ଷରେ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଆଲୋଚନା
Read More...

ଲେଖାଲେଖିର ପ୍ରଥମ ରାଉରକେଲା ସାହିତ୍ୟ ଉତ୍ସବ

ପୃଥିବୀ ହେଉଛି ସକଳ ସୃଜନତାର ଆଦ୍ୟ ଜନନୀସାହିତ୍ୟ ସଂଘ ସହ ଜଡ଼ିତ ରହିଲେ ଶବ୍ଦାଭାବ ରୋଗ ରହେନାହିଁ ରାଉରକେଲା, (ସସ୍ମିତା ପ୍ରଧାନ) : ପୃଥିବୀ ହେଉଛି ସକଳ ସୃଜନତାର ଆଦ୍ୟ ଜନନୀ ତଥା ପୃଥିବୀ ଚିରକାଳ କାବ୍ୟମୟ । ସାହିତ୍ୟ ସଂଘ ସହ ସମ୍ପୃକ୍ତ ରହିଲେ ମାନସିକ ଅବସାଦ ଦୂର ହେବା ସଂଗେସଂଗେ
Read More...

ଜୀବନ ଦେବି ପଛେ ଇଂଚେ ଜମି ଦେବିନି : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାଇଁ ଜୀବନ ଦେବି ପଛେ ଇଂଚେ ଜମି କାହାକୁ ଦିଆଯିବ ନାହିଁ । ଗନ୍ଧମାର୍ଦ୍ଦନକୁ ଆଦାନୀ ନେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାର ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିରୋଧୀ ଦଳ ମିଛ ପ୍ରଚାର କରୁଛନ୍ତି । ପ୍ରସଙ୍ଗ
Read More...

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା – ବିଭିନ୍ନ ଜି-୨୦ ଦେଶ, ଅତିଥି…

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ । ଏହାସହିତ ପ୍ରଯୁକ୍ତିବିଦ୍ୟା ଦୃତଗତିରେ ଆଗକୁ ବଢ଼ୁଛି ଏବଂ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ଚଷମା ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ତରଫରୁ ସେପ୍ଟେମ୍ବର ୨୬ ତାରିଖରେ ସ୍ଥାନୀୟ ଧବଳେଶ୍ଵର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ତିନିଶହରୁ ଅଧିକ
Read More...

ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ

ସୋନପୁର, (କେପିଏନ୍‌ଏସ୍‌) : ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରଯାଇଛି । ସୋନପୁର ସ୍ଥିତ ଭଡ଼ାଘରେ ଓ ଅଫିସ୍
Read More...

ସମାଜକର୍ମୀ ପୂର୍ଣ୍ଣଚନ୍ଦ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନିବାସୀ ପୂର୍ଣ୍ଣଚନ୍ଦ୍ର ଧାଉଡ଼ିଆଙ୍କ ଏକାଦଶାହ ଉତ୍ସବରେ ସ୍ମୃତିଚାରଣ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଧାଉଡ଼ିଆ ଜଣେ ସାହସୀ, ଧର୍ମପରାୟଣ, ମେଳାପୀ, ପରପୋକାରୀ ଭଲ ମଣିଷ ଥିଲେ
Read More...

ବିଶ୍ଵ ସିଓପିଡି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫୁସ୍‌ଫୁସ୍‌ ପ୍ରତି ମୂହୁର୍ତ୍ତରେ ନିରନ୍ତର ପରିଶ୍ରମ କରେ, ଆମକୁ ଅମ୍ଳଜାନ ଯୋଗାଇଥାଏ ଯାହା ବିନା ଜୀବନ ବଞ୍ଚିବା ଅସମ୍ଭବ । ଗ୍ଲୋବାଲ୍ ଇନିସିଏଟିଭ୍ ଫର କ୍ରୋନିକ ଲାଙ୍ଗ ଡିଜିଜ ସଂସ୍ଥା ଦ୍ଵାରା ଆୟୋଜିତ ହୋଇଥିବା ବିଶ୍ଵ ସିଓପିଡି ଦିବସ ପ୍ରତିବର୍ଷ
Read More...

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍‌ : ଜଣେ ମୃତ, ୨ ଗୁରୁତର

ଯାଜପୁର : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍‌ । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଟାଉନ୍ ଥାନା ଗୋପାଳପୁର ଗାଁର ଦେବେନ୍ଦ୍ର ମହାପାତ୍ରଙ୍କ ପୁଅ ଅବିନାଶ ମହାପାତ୍ର (୨୨) ବୋଲି ଌଣାପଡିଛି । ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ
Read More...

ମଣିଷର ନୃଶଂସ କାର୍‌ନାମା : କଲରାପତରିଆ ବାଘକୁ ମରି ଖାଇଦେଲେ

ନୂଆପଡା, (ଅଜିତ ବେହେରା) : ନୂଆପଡା କୋମନା ବନାଞ୍ଚଳ ଅଧିନସ୍ଥ ଦେଓଧରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆପଡା ଜିଲ୍ଲା ବୃକ୍ଷ, ବନ, ପର୍ବତ ଘେରା ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷିତ ବୋଲି ଆପଣ ଭାବୁଥିବେ କିନ୍ତୁ ଏକ କଲରାପତରିଆ ବାଘର ଛାଲ, ନଖ ଓ ମୁଣ୍ଡ କୋମନା ବନ ବିଭାଗର ହାତରେ
Read More...