Daily Archives

ମହିମୁଣ୍ଡା ଠାରେ ପତାଙ୍ଗୀ ୨୦୨୪ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ମହିମୁଣ୍ଡା ଷ୍ଟାଡିୟମ୍‌ ଠାରେ ୱାସିଡିଏ ଦ୍ୱାରା ଶିଶୁ ମହୋତ୍ସବ ପତାଙ୍ଗୀ ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବର ଉଦ୍‌ଘାଟନ ପର୍ବରେ ପୁଇଁତଲା, ଶିଶୁ ମଙ୍ଗଳ ସମିତି ମେମ୍ବର ଲିନା ବାବୁ, ମହୀମୁଣ୍ଡା
Read More...

ନିଖିଳ ଓଡିଶା ଗ୍ରାମ ପଂଚାୟତ ଶ୍ରମିକ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ଗ୍ରାମ ପଂଚାୟତ ଶ୍ରମିକ ସଂଘ ତରଫରୁ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଓ କରାଯାଇଥିଲା । ଏଥିରେ ବିଦୁର କୁମ୍ଭାରଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତରେ କାର୍ଯ୍ୟରତ ରାତ୍ରି ଜଗୁଆଳି ଓ ସୁଇପର୍‌ ଯୋଗ ଦେଇଥିଲେ । କୋଶଳ କଳା ମଣ୍ଡଳ
Read More...

ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିରରେ ଓଡିଶା ବନାମ ବରୋଡା କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ରେ ଓଡିଶା ବନାମ ବରୋଡା କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶାର
Read More...

ଗଞ୍ଜାମ ଜିଲ୍ଲା ପରିମଳ ମିଶନ ପକ୍ଷରୁ ୩ ବ୍ଲକ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵ ଶୌଚାଳୟ ଦିବସ ଅବସରରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ପରିମଳ ମିଶନ ପକ୍ଷରୁ ୩ ବ୍ଲକ ପୁରସ୍କୃତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ମଧ୍ୟରୁ ଭଞ୍ଜନଗର ପଞ୍ଚାୟତ ସମିତି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଛତ୍ରପୁର ପଞ୍ଚାୟତ ସମିତି
Read More...

ତ୍ରିଦିବସୀୟ ପ୍ରୟୋଗ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ତୁରେକେଲା ଠାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଆୟୋଜନରେ ତ୍ରିଦିବସୀୟ ପ୍ରୟୋଗ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ପ୍ରଥମ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ୪୦ତମ ବାର୍ଷିକ କ୍ରୀଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୦ତମ ବାର୍ଷିକ କ୍ରୀଡା ଗତ ତା ୧୯/୧୧/୨୦୨୪ ଓ ତା ୨୦/୧୧/୨୪ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମାଁ ସମଲେଶ୍ଵରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ଆସିଥିଲେ । ବିଦ୍ୟାଳୟ
Read More...

ପାଇକମାଲ ଧାନ ମଣ୍ଡି ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସାପ୍ତାହିକ ବଜାର ପରିସରରେ ଆଜି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ପାଇକମାଲ ପେକ୍ସ ସଭାପତି ବିଜୟ ସ୍ୱାଇଁ ନଡ଼ିଆ ବାଡେଇ ଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରିଥିଲେ, ଏଥି ସହିତ ଶ୍ରୀସ୍ୱାଇଁ ଚାଷୀ
Read More...

ଶିଶୁ ମହୋତ୍ସବରେ ଅରବିନ୍ଦ ସ୍କୁଲର ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ସ୍ପନ୍ଦନ ଆୟୋଜିତ ୧୯ତମ ଶିଶୁମହୋତ୍ସବରେ ସେକ୍ଟର -୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ଛାତ୍ରଛାତ୍ରୀମାନେ ନାଟକ 'ବନ୍ଧନ' ପରିବେଷଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାରାଣୀ ବେହେରାଙ୍କ ଦ୍ୱାରା ରଚିତ ଓ
Read More...

ସ୍ପନ୍ଦନ ଆୟୋଜିତ ୧୯ତମ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଏସ୍‌ପି ଆନୁକୂଲ୍ୟରେ ରାଉରକେଲା କଳା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସ୍ପନ୍ଦନ ଓ ଗୃହସ୍ଥୀ ଉଦ୍ୟୋଗର ମିଳିତ ସ‌ହ‌ଯୋଗରେ ସିଭିକ୍ ସେଣ୍ଟରରେ ୧୯ତମ ଶିଶୁ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ
Read More...

୧୨ ହଜାର୍ ପ୍ରତିଯୋଗିଙ୍କୁ ପଛରେ ପକେଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ଚିଚିଣ୍ଡା ବରଗଡର ସୁମି ମେହେର

ସାଲେଭଟା, (କେପିଏନ୍‌ଏସ୍‌) : ଏଆର୍ ମିଡିଆରେ ହେଉଥିବା କୋଶଳ ସୁନ୍ଦରୀ ଆୱାଡ ୨୦୨୪ ବର୍ଷ ୦୪ର ଫଳାଫଳ ପ୍ରକାଶିତ ହୋଇ ଥିବା ପ୍ରକାଶ କରିଛନ୍ତି ଏଆର୍ ମିଡିଆର ମୁଖ୍ୟ ଆରୁଶି ଅମୃତା ସରାଫ୍ । ଏଥିରେ ସୁମି ମେହେର ପ୍ରଥମ ହୋଇଥିବା ବେଳେ, ଲିଟିଲ ନାୟକ, ଶୀବପ୍ରିୟା ସାହୁ, ଜମ୍ବୋବତି କୁମୁରା
Read More...