Daily Archives

ତପ୍ତପାଣି ଗେଷ୍ଟ ହାଉସରେ ବିରାଟ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ

ଗଞ୍ଜାମ ଜିଲ୍ଲାର ବହୁ କୋଟିପତି ତଥା ବ୍ରହ୍ମପୁରର କିଛି ଠିକାଦାର, ବିଲଡର ପୋଲିସ ହାତରେ ବନ୍ଧା ହେଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ତପ୍ତପାଣି ଗେଷ୍ଟ ହାଉସରେ ଚଢ଼ାଉ କରିଛି । ବହୁ
Read More...

ଭାରତୀୟ ମଜଦୁର ସଂଘର ଜିଲ୍ଲା ସ୍ତରୀୟ ବୈଠକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମୋହନ ରାଓ ମାଝୀ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲାୟନ୍ସ କ୍ଲବ ଠାରେ ଆୟୋଜିତ ବୈଠକରେ ମୁଖ୍ୟ
Read More...

ଦେଓଗାଁ ଥାନା ଅଞ୍ଚଳରେ ୩ଟି ପୃଥକ୍ ଦୁର୍ଘଟଣାରେ ଜଣେ ମୃତ : ୬ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର ଦେଓଗାଁ- ଭୁତିଆରବାହାଲ ରାସ୍ତାର ସିକୁଆଁ ଛକଠାରେ ମା' କ୍ରସର୍‌ର ଏକ ହାଇୱା ଗାଡ଼ି ବାଇକ୍‌କୁ ଧକ୍କା ଦେବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ବାଇକ୍‌ରେ ଥିବା ଅନ୍ୟ ଜଣେ ଗୁରୁତର ହୋଇଥିଲେ । ମୃତକ ଜଣକ ବଲାଙ୍ଗିର ସଦର ଥାନା
Read More...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ : ୨ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ୧୬ ନଂ ଜାତୀୟ ରାଜପଥର ଖଡ଼ିକାପଲି ଛକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିକୁ ଉଦ୍ଧାର କରି ବାଲୁଗାଁ ମେଡିକାଲ
Read More...

ବିଦ୍ୟୁତ୍‌ ଆଘାତରେ ଛାତ୍ର ମୃତ

କଟକ : କଟକ ବାଲିଯାତ୍ରାରେ ଅଘଟଣ । ସାଙ୍ଗ ମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିବା ବେଳେ ଜଣେ +୨ ଛାତ୍ରଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଜଗତସିଂହପୁର ଜିଲ୍ଲାର ବିଶ୍ଵ ପ୍ରକାଶ ମହନ୍ତ । ସୂଚନା ମୁତାବକ, ଜଗତସିଂହପୁରର ବିଶ୍ଵ ପ୍ରକାଶ ମହନ୍ତ ସାଙ୍ଗମାନଙ୍କ
Read More...

କଣ୍ଟେନରକୁ ପଛ ପଟୁ ଧକ୍କା ଦେଲା ବସ୍‌ : ୧୨ ଆହତ

ଜଳେଶ୍ୱର : କଣ୍ଟେନରକୁ ପଛ ପଟୁ ଧକ୍କା ଦେଲା ବସ୍‌ । ବସ୍‌ଟି କୋଲକାତାରୁ ଭୁବନେଶ୍ୱର ଆସୁଥିଲା । ଉକ୍ତ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ତନ୍ମଧ୍ୟରୁ ୧୨ ଜଣଙ୍କ ଠାରୁ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା ନିକଟରେ ଏଭଳି ଘଟଣା
Read More...

ଶ୍ରୀମଦ ଭାଗବତ କଥାମୃତ ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଆଗଲପୁର ଠାରେ ଦୀର୍ଘ ୭ ଦିନ ଧରି ଆୟୋଜିତ ଶ୍ରୀମଦ ଭାଗବତ କଥାମୃତ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ୟାସ ଭାବେ ବୃନ୍ଦାବନ ଧାମରୁ ଆଗତ ବାଳମୁକୁନ୍ଦ ଜୀ ମହାରାଜ ଭାଗବତ କଥାମୃତ ପ୍ରବଚନ ଦେଇଥିଲେ । ଅଭୟ କୁମାର
Read More...

ଝାରସୁଗୁଡ଼ାରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଶୁଭାରମ୍ଭ

ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ଉପାଦେୟପରାମର୍ଶ ନେବେ ଛାତ୍ରଛାତ୍ରୀ- ଧର୍ମେନ୍ଦ୍ର ପ୍ରଧାନଦଶମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ କ୍ୟାରିୟର ଗଠନ ପାଇଁ ଦିଆଯିବ ପରାମର୍ଶପ୍ରାୟ ୧୪,୯୬୨ ଜଣ ଛାତ୍ରଛାତ୍ରୀଙ୍କ କ୍ୟାରିୟର କାଉନସେଲିଂ କରାଯିବକ୍ୟାରିୟର କାଉନସେଲିଂ
Read More...

ପ୍ରଧାନମନ୍ତ୍ରୀଙ୍କୁ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ନାଇଜର’ ପ୍ରଦାନ

ନୂଆଦିଲ୍ଲୀ, (ପିଆଇବି) : ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍‌ର ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ଗ୍ରାଣ୍ଡ କମାଣ୍ଡର ଅଫ୍
Read More...

ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭-୧୮ ନଭେମ୍ବର ୨୦୨୪ ନାଇଜେରିଆ ଗସ୍ତରେ ଅଛନ୍ତି । ସେ ଆଜି ଆବୁଜାରେ ନାଇଜେରିଆ ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ତିନୁବୁଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି । ଷ୍ଟେଟ ହାଉସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୨୧
Read More...