Daily Archives

ସଙ୍କୁଳ ସ୍ତରୀୟ ବିଦ୍ୱତ୍ ପରିଷଦ ଆଲୋଚନାଚକ୍ର ଏବଂ ଶିଶୁଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ସଂକୁଳ ସ୍ତରୀୟ ବିଦ୍ୱତ୍ ପରିଷଦ ଆଲୋଚନାଚକ୍ର ଏବଂ ଶିଶୁ ଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ କାହ୍ନୁ ଚରଣ ଦର୍ଜୀ ସମ୍ମାନିତ ଅତିଥି ଭାବେ ଯୋଗ
Read More...

ବଲାଙ୍ଗିର ବିଧାୟକଙ୍କୁ ଓବିସି ମଞ୍ଚର ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌ ) : ସ୍ଥାନୀୟ ଠିକାଦାର ପଡା ସ୍ଥିତ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ସଭାଗୃହର ଉଦ୍‌ଘାଟନ ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟ ଓବିସି ମଞ୍ଚର କୋଷାଧ୍ୟକ୍ଷ
Read More...

ଗନ୍ଧମାର୍ଦ୍ଦନରେ ଖଣି ଖନନ ହେବ ନାହିଁ ବୋଲି ରାଜ୍ୟ ସରକାର ଏକ ଘୋଷଣାପତ୍ର ଜାରି କରନ୍ତୁ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ହେଉଛି କୋସଳାଞ୍ଚଳର ସ୍ୱାଭିମାନର ପ୍ରତୀକ । ପୁରାଣ ପ୍ରସିଦ୍ଧ ଏହି ଗନ୍ଧଗିରିକୁ ରାମାୟଣ ଯୁଗରେ ବୀର ହନୁମାନ ଉଠେଇ ଆଣିଥିଲେ ଓ ତହିଁରୁ ବିଷଲ୍ୟକରଣୀ ଆଣି ପ୍ରଭୁ ଲକ୍ଷ୍ମଣଙ୍କୁ ଜୀବନ୍ୟାସ ଦିଆଗଲା । ପ୍ରାକୃତିକ ଶୋଭାରାଜୀରେ ପରିପୂର୍ଣ୍ଣ ଏହି
Read More...

ଭୂତକୋଠି ପାଲଟିଛି ଆରୋଗ୍ୟ ମନ୍ଦିର

ତୁରେକେଲା, (ପିତାମ୍ବର ଦୀପ) : ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ଠପ୍‌ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତର ଦେବା ବଦଳରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତୁରେକେଲା ବ୍ଲକ ମହୁଲପାଟି ଗାଁରେ ପ୍ରାୟ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଚାଷବାସ
Read More...

ତୁରେକେଲାରେ ଜାତୀୟ ପ୍ରେସ ଦିବସ

ତୁରେକେଲା, (ପିତାମ୍ବର ଦୀପ) : ଓଡ଼ିଶା ପତ୍ରକାର ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ତୁଳସୀ ରାମ ଜଗତଙ୍କ ନେତୃତ୍ଵରେ ତୁରେକେଲା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ଅଞ୍ଚଳ
Read More...

ନବନିର୍ମିତ ଶ୍ରମିକ ଭବନର ଶୁଭ ଉଦ୍‌ଘାଟନ କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ସହରର ଯାଦବ ଭବନ ସମ୍ମୁଖରେ ନବନିର୍ମିତ ଶ୍ରମିକ ଭବନର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ନବନିର୍ମିତ ଶ୍ରମିକ ଭବନ ୩ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବେଳେ ଶ୍ରମିକଙ୍କ ସୁଖଦୁଃଖ ସବୁ ସମୟରେ
Read More...

୫ ଦିନିଆ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପନ୍ନ

ଯୋଗଦେଲେ ସହସ୍ରାଧିକ ଶ୍ରଦ୍ଧାଳୁ ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୮ରେ ଥିବା ବିଶ୍ୱଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ ତରଫରୁ ୫ ଦିନିଆ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସେକ୍ଟର -୭ ସ୍ଥିତ ତେନ୍ତୁଳି ଗଛ ପଡ଼ିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଠାକୁର ଶ୍ରୀ
Read More...

ଡ. ଶରଣାବିନ୍ଦ ଓଝାଙ୍କ ପ୍ରବଚନରେ ବିମୁଗ୍ଧ ଶ୍ରୋତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀଜଗନ୍ନାଥ ବାବା ଆଖଣ୍ଡଳମଣି ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ କଥା ମାହାତ୍ମ୍ୟ ସମ୍ପର୍କରେ ଏକ ଦ୍ୱିଦିବସୀୟ ପ୍ରବଚନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସୁନାମଧନ୍ୟ
Read More...

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୪ ପାଳିତ ହୋଇଯାଇଛି । ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସଇଁତଲା ଅଞ୍ଚଳରେ କୁକୁର ଆତଙ୍କ : ୭ ଗୁରୁତର

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳର ବିଭିନ୍ନ ଗ୍ରାମରେ କୁକୁର ଆତଙ୍କ ଦେଖାଦେଇଛି । କୁକୁର କାମୁଡ଼ାରେ ୨୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ବ୍ଲକ ଅନ୍ତର୍ଗତ ପିପୃଟ, କୁଇକେଡ଼ା, ବୁର୍ଡା, କେରମେଲି, ସମରା ଓ ସଇଁତଲା ଗ୍ରାମର ମୋଟ୍‌ ୨୪ ଜଣଙ୍କୁ କୁକୁର
Read More...