Daily Archives

ଗୋପାଳପୁର ପୋର୍ଟ, ଟାଟା ପ୍ଲାଣ୍ଟ ଏବଂ ଅଦାନୀର ପ୍ରସ୍ତାବିତ ପ୍ଲାଣ୍ଟକୁ ପାଣି ଯୋଗାଇବା ପାଇଁ ପିପଳପଙ୍କା ଠାରେ ବୃହତ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଋଷିକୂଲ୍ୟା ନଦୀର ଉପର ମୁଣ୍ଡ ପିପଳପଙ୍କା ଠାରେ ବୃହତ ଡେମ ନିର୍ମାଣ କରି ପାଇପ ଯୋଗେ ଗୋପାଳପୁରରେ ଟାଟା ଏବଂ ଅଦାନୀର ପ୍ରସ୍ତାବିତ ପ୍ଲାଣ୍ଟକୁ ପାଣି ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଡେମ୍ ନିର୍ମାଣ
Read More...

ଲୁହା ଛଡ଼ ଚୋରି କରି ଜେଲ ଗଲେ ୮ ଜଣ ଯୁବକ : ଅଭିଯୋଗର ୨୪ ଘଣ୍ଟା ଭିତରେ ଚୋରଙ୍କୁ ଧରି କୋର୍ଟ ଚାଲାଣ କଲା କେସିଙ୍ଗା…

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ ୧୦ ତାରିଖ ରାତିରେ କେସିଙ୍ଗା ବ୍ଲକ ଡୁମେରମୁଣ୍ଡା ଠାରେ ଥିବା କେସିଙ୍ଗା ଏନ୍‌ଏସିର ଆବର୍ଜନା ଗୃହ ଠାରୁ ଲୁହା ଛଡ ଚୋରି ହୋଇଥିବା ନେଇ ଗତ ୧୧ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ କେନ୍ଦ୍ର କରି କେସିଙ୍ଗା ଥାନାର ଏଏସ୍‌ଆଇ ଡି.
Read More...

ବିଶ୍ୱ ମଧୁମେହ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଧୁମେହର ପ୍ରାଦୁର୍ଭାବ ଏବଂ ଏହାର ପ୍ରଭାବକୁ ଆଲୋକିତ କରିବା ଏବଂ ମଧୁମେହର ପ୍ରତିଷେଧକ ଉପଦେଶ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ 'ବିଶ୍ୱ ମଧୁମେହ ଦିବସ' ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ମଧୁମେହ ସଚେତନତା ଅଭିଯାନ
Read More...

ନାତୁଣୀକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଅଜା ଗିରଫ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାଞ୍ଜିପାଲି ଗାଁରେ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ସଂପର୍କୀୟ ନାତୁଣୀ ଅଜା ବୀର କୁମ୍ଭାରଙ୍କ ନାଁରେ ଆଗଲପୁର- ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ସକାଳୁ
Read More...

ପ୍ରେମରେ ପ୍ରତାରଣା : ଯୁବତୀଙ୍କୁ ଅନ୍ତସତ୍ତ୍ୱା କରି ଫେରାର୍‌ ଯୁବକ ତେଲେଙ୍ଗାନାରୁ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀ ସହ ଶାରିରୀକ ସମ୍ପର୍କ ରଖି ଅନ୍ତସତ୍ତ୍ୱା କରି ଯୁବକ ଜଣକ ଅନ୍ୟ ଏକ ଝିଅକୁ ଧରି ଫେରାର୍‌ ହୋଇଥିବା ବେଳେ ଖପ୍ରାଖୋଲ ପୋଲିସ ସୁଦୂର ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ନିକଟସ୍ଥ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ଦ୍ୱିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ପ୍ରଥମ ଦିବସରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଉଦ୍‌ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ
Read More...

ଜନଜାତିୟ ଗୌରବ ଦିବସ ଅବସରରେ ନଭେମ୍ବର ୧୫ରେ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି୬୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଇତିହାସ ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି ଆଦିବାସୀ
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ଯୁବ ରେଡ୍‌କ୍ରସ୍‌ ପ୍ରବେଶ ଉତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ସଭାପତିତ୍ୱରେ ଯୁବ ରେଡ୍‌କ୍ରସ୍‌ର ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । କାଉନସିଲର୍‌ ଶ୍ରୀନିବାସ ଗଡତ୍ୟାଙ୍କ ସଂଯୋଜନାରେ ବରିଷ୍ଠ ଓଡ଼ିଆ
Read More...

ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ବୁଧବାର ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଏବିଓ ରାଧେଶ୍ୟାମ ମେହେର ଯୋଗଦେଇ ବାର୍ଷିକ କ୍ରୀଡାକୁ ଉଦ୍‌ଘାଟନ କରିଥିଲେ ।
Read More...

ଗୋଦାବରୀଶ ସାଂସ୍କୃତିକ କଳା ପରିଷଦର ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୫ ସ୍ଥିତ ଗୋଦାବରୀଶ ସାଂସ୍କୃତିକ କଳା ପରିଷଦ ତରଫରୁ କମ୍ୟୁନିଟି ସେଣ୍ଟର୍ ଠାରେ ତୃତୀୟ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଗୋପାଳ ସ୍ୱାଇଁଙ୍କ ଆବାହକତ୍ଵ ଓ ଉପଦେଷ୍ଟା ସୁଶାନ୍ତ କୁମାର ପ୍ରଧାନଙ୍କ
Read More...