Daily Archives

ରୋଜା ଡ୍ୟାନ୍ସ ଏକାଡେମୀର ଆଜା ନାଚଲେ ଆସନ୍ତା ୨୩ ଓ ୨୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ଡ୍ୟାନ୍ସ ଏକାଡେମୀର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତା ୨୩ ଓ ୨୪ ତାରିଖରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନ ପକ୍ଷରୁ କୋଏଲ୍‌ନଗର
Read More...

ମହଖଣ୍ଡ ପଂଚାୟତରେ ମନରେଗା ଦୁର୍ନୀତି

ତୁରେକେଲା, (ପିତାମ୍ବର ଦୀପ) : ସରକାର ଗରୀବ ଲୋକଙ୍କୁ କର୍ମ ନିଯୁକ୍ତି ପାଇଁ ଗାଁରେ କାମ ଯୋଗାଇବାର ପରିକଳ୍ପନାର ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ମଧ୍ୟ କିମ୍ବା ମନରେଗା ଜରିଆରେ ଲୋକଙ୍କୁ ବର୍ଷକ ୧୦୦ ଦିନର ମଜୁରୀ ଯୋଗାଇ ଦେବା ପ୍ରତିଶୃତି ବଦ୍ଧ ହୋଇଛନ୍ତି । ଏହାର
Read More...

କଣ୍ଟାବାଞ୍ଜିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଚାଷୀଙ୍କୁ ବାଣ୍ଟିଲେ ଆଳୁ ବିହନଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ଚଳିତ ରାଜ୍ୟ ପ୍ରୟାସ ଆରମ୍ଭ କରିଛନ୍ତି । ଆଜି କଣ୍ଟାବାଞ୍ଜି ଆର୍‌ଏମ୍‌ସି ପ୍ରାଙ୍ଗଣରେ ଆଳୁ ବିହନ ବିତରଣର କାର୍ଯ୍ୟକ୍ରମ ହୋଇଥିଲା ।
Read More...

ହିଣ୍ଡାଲ୍‌କୋ ବିରୋଧରେ ବିଶାଳ ସମାବେଶ

କୋରାପୁଟ, (ସୁନାମ ହନ୍ତାଳ) : ଜଳ, ଜଙ୍ଗଲ, ଜମିର ସୁରକ୍ଷାକୁ ନେଇ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଗୁରୁବାର ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋରିଷପଦର ପଞ୍ଚାୟତ ଅନ୍ତର୍ଗତ ଡେକାପାର ଗାଁରେ ଏକ ବିଶାଳ ସମାବେଶ ଆୟୋଜିତ କରାଯାଇଛି ।
Read More...

୨୪ ତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ୨୪ତମ ବାର୍ଷିକ କ୍ରୀଡା ସମାରୋହ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପରିଚାଳନା ସମିତି ସଭାପତି ବିମଳ ଚରଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ଉଚ୍ଛୁଲା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି
Read More...

ଭଡା ଘରରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଭୁବନେଶ୍ୱର : ମହିଳାଙ୍କ ସନ୍ଦେହଜନଜ ମୃତ୍ୟୁ । ରାତିରେ ଶୋଇଥିଲେ, ସକାଳେ ମିଳିଲା ମୃତଦେହ । ଖାରବେଳନଗର ଅଞ୍ଚଳର ଏକ ଭଡା ଘର ଭିତରୁ ଶବ ଉଦ୍ଧାର କଲା ପୋଲିସ । ମୃତ ମହିଳା ଜଣକ ପୁରୀ ଅଞ୍ଚଳ ହୋଇଥିବା ବେଳେ ସେ ଦୁଇବର୍ଷ ତଳେ ବିବାହ କରିଥିଲେ । ସ୍ୱାମୀଙ୍କ ସହ ଖାରବେଳନଗର ଅଞ୍ଚଳରେ
Read More...

ପ୍ରଜ୍ଞାନ ମିଶନ ତରଫରୁ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଧର୍ମଗଡ ବ୍ଲକର ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ 'କ' (୩ରୁ ୫ ଶ୍ରେଣୀ) ୨୪ ଜଣ, 'ଖ' (୬ରୁ ୮ ଶ୍ରେଣୀ )୧୩ ଜଣ ଓ 'ଗ' (୯ରୁ ୧୨ ଶ୍ରେଣୀ) ୪ ଜଣ ପ୍ରତିଭାଗୀ ଏହିପରି
Read More...

ଅଁଳା ନବମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ତିଥି ଅନୁସାରେ ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି । ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ
Read More...

ପୁରୀ ସହରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ଅନୁଷ୍ଠିତ

ନୂଆଦିଲ୍ଲୀ, (ପିଆଇବି) : ପେନ୍‌ସନ୍‌ ଓ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାର ବ୍ୟାଙ୍କ ଅଫ୍ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୩.୦ ଅନୁଷ୍ଠିତ ହୋଇଯାଇଛି । ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି)
Read More...