Daily Archives

‘କୋଶଳ ପ୍ରବାହ’ର ୨୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ଗନ୍ଧମାର୍ଦ୍ଦନ ପାହାଡ଼ର ଗୋଟିଏ ଇଂଚ୍‌ ବି କେହି ଧ୍ୱଂସ କରିପାରିବେ ନାହିଁ : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ପାହାଡ଼ର ଗୋଟିଏ ଇଂଚ୍‌ ବି କେହି ଧ୍ୱଂସ କରିପାରିବେ ନାହିଁ ବୋଲି ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ୨୪ତମ
Read More...

୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜି ପ୍ରାତଃ ପର୍ଯ୍ୟାୟରେ ରମେଶ ଗୁର୍ଲା ଓ ସୁରେନ୍ଦ୍ର ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଆଜିର କ୍ରୀଡ଼ାକୁ ଆରମ୍ଭ କରିଥିଲେ । ଉଦ୍‌ଯାପନୀ
Read More...

ଅଗ୍ରୱାଲ ସଭାର ସଭାପତି ଓ ସଦସ୍ୟଙ୍କ ଦ୍ଵାରା ବୋନ କ୍ୟାନ୍ସର ପୀଡ଼ିତ ବେବି ନାଏକଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛିଦିନ ତଳେ କୋଶଳ ପ୍ରବାହରେ ଟିଟିଲାଗଡ଼ ଦେବନ୍ଧପଡ଼ାର ବେବି ନାଏକ ବୋନ୍ କ୍ୟାନ୍ସରରେ ପୀଡ଼ିତ ତଥା ଆର୍ଥିକ ସହାୟତା ଦେବାକୁ ପରିବାର ପକ୍ଷରୁ ଖବର ପରିବେଷଣ କରାଯାଇଥିଲା । ଖବର ପରିବେଷଣ ପରେ ଆମ ଟିଟିଲାଗଡ଼ ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ
Read More...

କଣ୍ଟାବାଞ୍ଜି ବିଧାୟକଙ୍କୁ ଓବିସି ମଞ୍ଚର ସମ୍ବର୍ଦ୍ଧନା

ବଲାଙ୍ଗିର, (ଗୁରୁଦୟାଲ ହଂସ) : ଆଜି ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ଦ୍ଵାରା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ରାଜେନ୍ଦ୍ରପଡା ସ୍ଥିତ ଓବିସି ମଞ୍ଚ କାର୍ଯ୍ୟାଳୟ ଠାରେ ସ୍ଵାଗତ ଓ ସମ୍ବର୍ଦ୍ଧନା ସହ ଓବିସି ବର୍ଗର ବିଭିନ୍ନ ଦାବି ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମେମୋରେଣ୍ଡମ
Read More...

ଡାକ୍ତର ମିନାକ୍ଷୀଙ୍କ ଚତୁର୍ଥ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

'ସାମାଜିକ କର୍ମଦକ୍ଷତା ହିଁ ସାଧାରଣକୁ ଅସାଧାରଣର ମାନ୍ୟତା ଦିଏ' ରାଉରକେଲା, (ସସ୍ମିତା ପ୍ରଧାନ) : ସାଧାରଣ ବ୍ୟକ୍ତି ନିଜର ସାମାଜିକ ପ୍ରତିବଦ୍ଧତା ଓ କର୍ମପ୍ରେରଣା ବଳରେ ସମାଜରେ ପ୍ରତିଷ୍ଠିତ ହୋଇପାରେ ବୋଲି ବିଶିଷ୍ଟ ସମାଜସେବୀ ଡାକ୍ତର ମିନାକ୍ଷୀ ଶତପଥୀଙ୍କ ଚତୁର୍ଥ ପୁଣ୍ୟତିଥି,
Read More...

ପୁଣି ଖଟିଆରେ ବୁହା ହେଲେେ ରୋଗୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରୋଗରେ ଗୁରୁତର ହୋଇ ଯାଇଥିବା ବେଳେ ଗାଁକୁ ରାସ୍ତା ନଥିବାରୁ ଗାଁକୁ କୌଣସି ଅଟୋରିକ୍ସା କିମ୍ବା ଆମ୍ବୁଲନ୍ସ ଯାଇ ନପାରିବାରୁ ଖଟିଆରେ ୩ କିମି ବୁହାହେଲେ ରୋଗୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତ ଅନ୍ତର୍ଗତ ଆରଗଣ୍ଡା
Read More...

ଅବହେଳିତ ଉପାନ୍ତ ପଞ୍ଚାୟତ : ୧୭୦୦କାର୍ଡ ହିତାଧିକାରୀ ହଇରାଣ

ଘୁନେସ୍ ଜିପିରେ ଯୋଗାଣ ସହାୟକ ନିଯୁକ୍ତି କେବେ ?ସରପଞ୍ଚଙ୍କ ମାନମାନି ଉନ୍ନତି ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଘୁନେସ୍‌ ପଂଚାୟତରେ ଦୀର୍ଘ ୨ ବର୍ଷ ହେବ ଯୋଗାଣ ସହାୟକ ପଦ ଖାଲି ରହିଛି । ଯୋଗାଣ ସହାୟକ ନଥିବାରୁ ଗରୀବ ହିତାଧିକାରୀ ମାନେ
Read More...

ଫକୀର ଚରଣ ପାଢ଼ୀଙ୍କ ‘ଶିଷ୍ଟାଚାର’ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷାୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଗୋଷ୍ଠାଷ୍ଟମୀ ତା ୦୯/୧୧/୨୦୨୪ରିଖ ପାଳନ ଅବସରରେ ନୀଳଚକ୍ର ପ୍ରକାଶନ ଓ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଅନ୍ନପୂର୍ଣ୍ଣା ଗୋଶାଳା, ପିଢପାଟଣା, ଡେଲାଙ୍ଗ, ପୁରୀ ପରିସରରେ ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ତଥା
Read More...

ଜିଲ୍ଲାସ୍ତରୀୟ ସାଇନିଂ ଷ୍ଟାର୍‌ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ସାଇନିଂ ଷ୍ଟାର୍‌ ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରଗଡ ସାଂସଦ
Read More...

ଭବାନୀପାଟଣାରେ କିମ୍ସ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‌ସେସ (କିମ୍ସ) ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ
Read More...