Daily Archives

ମା’ ଲଙ୍କେଶ୍ଵରୀଙ୍କ ୩୮ତମ ବାର୍ଷିକ ମହୋତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚା ଗାଁ ଠାରେ ଅବସ୍ଥିତ ମା' ଲଙ୍କେଶ୍ୱରୀଙ୍କ ୩୮ତମ ବାର୍ଷିକ ମହୋତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ମହାସମାରୋହରେ ପାଳିତ ହୋଇଯାଇଛି । ଗାଁର ଇଷ୍ଟଦେବୀ ଭାବରେ ପୂଜା ପାଇ ସମଗ୍ର ଅଞ୍ଚଳରେ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ ସାଜି ଥିବା
Read More...

କଣ୍ଟାବାଞ୍ଜି ଏନ୍‌ଏସିରେ ତାଲାମରା ଘଟଣା : ଏନ୍‌ଏସି କାର୍ଯ୍ୟାଳୟ ଖୋଲିବାକୁ ଆସିଲେ ପୋଲିସ ଓ ଏନ୍‌ଏସି ଅଧିକାରୀ

ପୋଲିସ ସହ ଅଧ୍ୟକ୍ଷଙ୍କ ମୁହାଁମୁହିଁ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଏନ୍‌ଏସି କର୍ଯ୍ୟାଳୟକୁ ଗତକାଲି ଏନ୍‌ଏସି ଅଧ୍ୟକ୍ଷ ବରିଆମ ସିଂ ସାଲୁଜା ଓ କିଛି କାଉନସିଲର ତାଲା ପକାଇଥିଲେ । ଏନ୍‌ଏସିରେ କାର୍ଯ୍ୟରତ ଥିବା ଇଓ ଗିରିଜାଶଙ୍କର ମଲ୍ଲିକ କାଉନସିଲର ମାନଙ୍କୁ
Read More...

କେନାଲ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ବରଗଡ଼ : ଯୁବକଙ୍କ ସନ୍ଦେହଜନକ ମୃତଦେହ ଠାବ । ବରଗଡ଼ ବ୍ରହ୍ମଚାରୀର କେନାଲ କଡ଼ରେ ପଡିରହିଛି ମୃତଦେହ । ସୂଚନା ଅନୁଯାୟୀ, ବରଗଡ଼ ବ୍ରହ୍ମଚାରୀର କେନାଲ କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି
Read More...

କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ଖଲ୍ଲିକୋଟ : କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଦୁଇଦିନ ହେଲା ନିଖୋଜ ଥିଲେ ବୃଦ୍ଧ । ଗଞ୍ଜାମ ଜିଲ୍ଲା ତୁଳସୀପୁର ପଞ୍ଚାୟତର କଦଳୀବସନ୍ତ ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କଦଳୀବସନ୍ତ ଗାଁରେ କୂଅରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ତୁଳସୀପୁର
Read More...

ସିନାପାଲିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସିନାପାଲି, (କେପିଏନ୍‌ଏସ୍‌) : ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନୂଆପଡା ଓ ପଞ୍ଚାୟତ ସମିତି ସିନାପାଲି ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦିବ୍ୟାଙ୍ଗ ମାନଙ୍କ ସୁବିଧା ସଚେତନ ପାଇଁ
Read More...

ପ୍ରଦ୍ୟୁଷଣ ମୁକ୍ତ ପରିବେଶ ପାଇଁ ସ୍ଵଚ୍ଛ ଭାରତ ମିଶନର ସଫଳ କ୍ରିୟାନ୍ଵୟନ ନିତ୍ୟାନ୍ତ ଆବଶ୍ୟକ – ବିଧାୟକ ଶ୍ରୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ୨୦୧୪ ମସିହାରେ ପ୍ରଥମେ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟୀତ୍ୱ ନେଲେ ସେହି ବର୍ଷ ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵଚ୍ଛ ଭାରତ ମିଶନର ଶୁଭାରମ୍ଭ କରି ଏହି ଯୋଜନାର ସଫଳତା ପାଇଁ ସମଗ୍ର ଦେଶବାସୀଙ୍କୁ ଆହ୍ୱାନ
Read More...

ଘୁନେସ ପଂଚୟତରେ ପିଡ଼ିଏସ୍‌ ଦୁର୍ନୀତି : ୩ ମାସ ହେଲା ପିଡିଏସ୍‌ ଚାଉଳ ପାଇଁ ନାହାଁନ୍ତି ଗରିବ ହିତାଧିକାରୀ

ତୁରେକେଲା, (ପିତାମ୍ବର ଦୀପ) : ଗରିବ ନିଷ୍ପେସିତ ପରିବାରଙ୍କୁ ଶ୍ରୀ ଅନ୍ନ ଯୋଜନାରେ ସାମିଲ କରାଇ ମାସକୁ ମାସ ପିଡିଏସ୍‌ ଚାଉଳ ଦେବାର ବ୍ୟବସ୍ଥା କରିଛନ୍ତି ସରକାର, ତେବେ ଉପାନ୍ତ ଦାଦନ ପ୍ରବଣ ଅଂଚଳରେ ବାସ କରୁ ଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଥା ରାସ୍ତାଘାଟ,
Read More...

ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗ : ଥାନାରେ ଦ୍ୱାରସ୍ଥ ହେଲେ ମହିଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରି ସେହି ଭିଡିଓ ଭାଇରାଲ କରିଥିବା ମହିଳା ଜଣକ ଅଭିେଯାଗ କରିଛନ୍ତି । ତାହା ଜାଣି ମହିଳା ଜଣକ ପ୍ରତିବାଦ କରିବାରୁ ଜିଆର୍‌ଏସ୍‌
Read More...

ଅନ୍ତଃ ବିଶ୍ୱବିଦ୍ୟାଳୟ ଅସିଚାଳନା ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାମୁକାଶ୍ମୀରର ଜାମୁ ବିଶ୍ୱବିଦ୍ୟାଳୟରେ ଆସନ୍ତା ନଭେମ୍ବର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ଅସିଚାଳନା ଚମ୍ପିୟନସିପରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମଧ୍ୟ ଦଳ ଭାଗନେବ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ
Read More...

ଗଞ୍ଜାମ ପାଇଁ ଗୌରବ ଆଣିଲେ କରପଡା ପଞ୍ଚାୟତର ସର୍ଚ୍ଚ ଓ ରେସକ୍ୱ୍ୟୁ ଟିମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୁରସ୍କୃତ ହେଲେ ଗଞ୍ଜାମ ବ୍ଲକର କରପଡା ଗ୍ରାମର ସର୍ଚ୍ଚ ଓ ରେସକ୍ୱ୍ୟୁ ଟିମ । ଏହି ପ୍ରତିଯୋଗିତା ପାଇ କରପଡା ଗ୍ରାମର ସମାଜସେବୀ ରାମ ଚନ୍ଦ୍ର ନାୟକ
Read More...