Daily Archives

ଚାହିଦା ମେଣ୍ଟାଇବା ସକାଶେ ଜିଲ୍ଲାରେ ୧୭୫୦ ହେକ୍ଟର ଆଳୁଚାଷ କରାଯିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ର ସକାଶେ ଅନ୍ୟତମ ସମ୍ଭାବ୍ୟ ଜିଲ୍ଲା ଭାବେ ପରିଗଣିତ ହୋଇଛି । କ୍ଲଷ୍ଚରସ୍ତରୀୟ ଆଳୁଚାଷ କରାଗଲେ କମ୍ ଖର୍ଚ୍ଚ ପରିଚାଳନାରେ ଉତ୍ପାଦକତା ବୃଦ୍ଧି ହୋଇପାରିବ ଏବଂ ବଜାରରେ କୃଷକଗଣ ପ୍ରତିଯୋଗିତା ମୂଳକ ଲାଭବାନ
Read More...

ବେଲଗୁଣ୍ଠା ଏନ୍‌.ଏ.ସି. ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନ୍‌.ଏ.ସି.ର ଉପାଧ୍ୟକ୍ଷା ଟି. ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌.ଏ.ସି.ର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଉପାଧ୍ୟକ୍ଷାଙ୍କ ବିରୋଧରେ
Read More...

ତାରାତାରିଣୀଙ୍କ ମନ୍ଦିରରୁ ଦେବୀଙ୍କ ଅଳଙ୍କାର, ମୁକୁଟ, କୀରଟି ଚୋରି ଘଟଣା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଯାହାକି, ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀ କୂଳବତ୍ତୀ ତଥା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଅବସ୍ଥାପିତ ମା’ ତାରାତାରିଣୀଙ୍କ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଖବର ମିଳିଛି ।
Read More...

ସମ୍ବଲପୁର ପଡ଼ିଆବାହାଲରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦ୍‌ଘାଟିତ

ଗରିବ ଓ ବଞ୍ଚିତ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ସୁବିଧାଜନକ କରିବା ଆମ ସରକାରର ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ ପଡିଆବାହାଲରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ହେବେ ଉପକୃତଗ୍ରାମାଞ୍ଚଳରେ ଆଶା ଦିଦିଙ୍କର
Read More...

ଶିକ୍ଷକ ନିଯୁକ୍ତି ଦାବୀ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବୌଦ୍ଧ, (କେପିଏନ୍‌ଏସ୍‌) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଘୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ ଘୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
Read More...

ବଣୁଆ ମାଙ୍କଡ଼ର ହତ୍ୟା ମାମଲା : ୨ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ

ରାୟଗଡ଼ା, (ଗୌରୀଶଙ୍କର ପଟ୍ଟନାୟକ ) : କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରୁ ନାରାୟଣପାଟଣା ଯିବା ରାସ୍ତା ପାଖରେ ଥିବା ବନଦୁର୍ଗା ମନ୍ଦିର ନିକଟରେ ବଣୁଆ ମାଙ୍କଡ଼ମାନେ ନଡ଼ିଆ, କଦଳୀ ଖାଇବା ନିମନ୍ତେ ମନ୍ଦିରକୁ ଆସିଥାଆନ୍ତି ଏହାର ସୁଯୋଗ ନେଇ ବିକ୍ରମପୁରର ରଞ୍ଜିତ ହୁଇକା ଓ ନାରାୟଣପାଟଣାର
Read More...

ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର -ବରଗଡ଼ ୱେ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଏବିଇଓ କାର୍ତ୍ତିକ ବାଗ
Read More...

ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଝାଡଖଣ୍ଡ ନିର୍ବାଚନ ପରିପ୍ରେକ୍ଷୀରେ ଚଢାଉ

ବ୍ୟାପକ ପରିମାଣରେ ମହୁଲ ପୋଚ ଏବଂ ମହୁଲି ମଦ ଜବତ ରାଉରକେଲା, (ସସ୍ମିତା ପ୍ରଧାନ) : ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଝାଡଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ଓ ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ସ୍ଥାନୀୟ ପୋଲିସ ରାଉରକେଲା ଅବକାରୀ ବିଭାଗ, ଝାଡଖଣ୍ଡ ଅବକାରୀ ବିଭାଗ ଏବଂ ଏଆଇବି
Read More...

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଭାଷା ସଂପାନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ସହଯୋଗିତାରେ 'ରାଜ୍ୟସ୍ତରୀୟ ଭାଷା ସଂପାନ' ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ
Read More...

ଇସ୍ପାତ ନଗରୀରେ ଛଟ ପର୍ବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚର୍ତୁଦିବସୀୟ ଆସ୍ଥା ଓ ବିଶ୍ୱାସର ପର୍ବ ଛଟ ବ୍ରତର ଆଜି ଗୁରୁବାର ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ବ୍ରତଧାରୀମାନଙ୍କ ଦ୍ୱାରା ଅର୍ପଣ କରାଯାଇଛି । ରାଉରକେଲା ଇସ୍ପାତ ସହରର ୧୮ଟି ଘାଟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପାଇଁ
Read More...