Daily Archives

ଟ୍ରେନ୍‌ ଲାଇନ୍‌ରୁ ୨ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ଯାଜପୁର : ଟ୍ରେନ୍‌ ଲାଇନ୍‌ରୁ ୨ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ରବିବାର ସକାଳୁ ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅହମ୍ମଦନଗର ରେଳ ଧାରଣାରେ ମୃତଦେହ ପଡିଥିବା ଦେଖିବାକୁ ମଳିଥିଲା । ସ୍ଥାନୀୟ ଅଞ୍ଚଳର
Read More...

ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଅଣ୍ଟା ଭିଡ଼ିଲେ ଜୟ ବଜରଙ୍ଗବଳି କମିଟି ଖପ୍ରାଖୋଲ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ର ସରକାର ୨୦୧୪ ମସିହାରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ଆରମ୍ଭ କରିଥିଲେ । ଦେଶର ପ୍ରତି କୋଣ ଅନୁକୋଣରେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ୱଚ୍ଛତା ରଖିବା ସହ ପ୍ରତିଟି ଘରେ ପାଇଖାନା ନିର୍ମାଣ କରିବା ସ୍ୱଚ୍ଛ ଭାରତ ମିଶନର ଲକ୍ଷ୍ୟ
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪

ଜୟପାଟଣା, (ଶେଷଦେବ ବେହେରା) : ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଲିଆଭଟାଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଅଗ୍ରପୂଜ୍ୟ ଗଜାନନଙ୍କ
Read More...

କପିଲାଭଟାରେ ଗିରିଗୋବର୍ଦ୍ଧନ ମହୋତ୍ସବର ଦ୍ଵିତୀୟ ରଜନୀ : ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଚାଲିଥିବା ଗିରିଗୋବର୍ଦ୍ଧନ ମହୋତ୍ସବ ଦ୍ଵିତୀୟ ରଜନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟିର ସଭାପତି କର୍ଣ୍ଣ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ
Read More...

କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପାହାଡରୁ ଗିରି ଆଣାଯାଇ ସ୍ଥାପନ କରାଯାଇଥିଲା । ଯାଦବ ମାନଙ୍କ ଗଉଡ ବାଡି ପ୍ରଦର୍ଶନ କରାଯାଇଥିଲା । ଏଥିରେ କର୍ତ୍ତା
Read More...

ଭୀମପାହାଡ଼ ମହୋତ୍ସବର ୨ୟ ରଜନୀ : ଘନ ଜଙ୍ଗଲରେ ବି ମହୋତ୍ସବ ପାଇଁ ଜମୁଛି ଭିଡ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଘନ ଜଙ୍ଗଲ ଘେରା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡରେ ଦଶମ ଭୀମ ପାହାଡ ମହୋତ୍ସବର ୨ୟ ରଜନୀ ସାଢେ ୯ଟାରେ ଅନୁଷ୍ଠିତ ହୋଇଥିବା ରାଜ ଦରବାରର ସାଂସ୍କୃତିକ ସଭାରେ ମହୋତ୍ସବ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ
Read More...

ଏମ୍ସ ଭୁବନେଶ୍ୱର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନ୍‌କ୍ଲେଭ ଆୟୋଜିତ

ମୂଲ୍ୟଭିତ୍ତିକ ଏବଂ ପ୍ରମାଣଭିତ୍ତିକ ଔଷଧର ଏକୀକରଣ ସମୟର ଆହ୍ୱାନଏକାଧିକ ଖ୍ୟାତନାମା ଜାତୀୟ ଓ ଆଞ୍ଚଳିକ ପ୍ରତିଷ୍ଠାନର ଗବେଷକଙ୍କ ଅଂଶଗ୍ରହଣ ଭୁବନେଶ୍ୱର, (ପିଆଇବି) : ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ
Read More...

୬ ମାସ ହେଲା ଦରମା ମିଳୁନି : ଧାରଣାରେ ବସିଲେ ଅଧ୍ୟାପକ, ଅଧ୍ୟାପିକା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦରମା ମିଳନାହିଁ । ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ସତ୍ତ୍ୱେ ଦରମା ନମିଳିବାରୁ ଏହା ପ୍ରତିବାଦରେ
Read More...

ରାସ୍ତା ରୋଲର ଡ୍ରାଇଭରଙ୍କୁ ଦୁର୍ବୃତ୍ତଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ : ବଲାଙ୍ଗିର ମେଡିକାଲ୍ ସ୍ଥାନାନ୍ତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(କ)ରୁ ଦେବଙ୍ଗ ଗାଁ ମଝିରେ ଚାଲିଥିବା ରାସ୍ତା ନିର୍ମାଣରେ ନିୟୋଜିତ ଜଣେ ରୋଲର ଡ୍ରାଇଭରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବୋରଗାଁ ଅଞ୍ଚଳର
Read More...

ଶ୍ମଶାନ ଘାଟକୁ ବିରୋଧ କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଗ୍ରାମବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଆଞ୍ଚଳ ଅଧୀନସ୍ତ ଦାମୋଦରପୁର ଗ୍ରାମ ଜନବସତିକୁ ଲାଗି ନିର୍ମାଣଧିନ ହେଉଥିବା ଶ୍ମଶାନ ଘାଟକୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । ଏନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଲିଖିତ ଭାବେ ଜଣାଇ ଉକ୍ତ ସ୍ଥାନରେ ଶ୍ମଶାନ ଘାଟ ବଦଳରେ
Read More...