Monthly Archives

October 2024

ତୁଷୁରା କ୍ଲଷ୍ଟର ତରଫରୁ ନବାଗତ କନିଷ୍ଠ ଶିକ୍ଷକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟରର ପଞ୍ଚମ ମାସିକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୈଠକ ଖର୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗିତାଞ୍ଜଳି ପ୍ରଧାନଙ୍କ
Read More...

ଏମ୍‌.ଗଣ୍ଡପାଲିରେ ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ସୁରଭି ସ୍ମାରକୀ ଗ୍ରହଣ କଲେ ଦିଲ୍ଲୀପ ପୁରୀ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମ୍‌.ଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍‌ ନବକିଶୋର
Read More...

ଇ-କାର୍ଟ ଗୋଡାଉନ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଖପ୍ରାଖୋଲ ପୋଲିସ

୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତ ଗିରଫ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବର୍ତ୍ତମାନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଚୋରି କରିବା ପାଇଁ ସେମାନେ କିଛି ଛାଡୁ ନାହାନ୍ତି, ପୋଲିସକୁ ମଧ୍ୟ ଏମାନଙ୍କ ଆଉ ଭୟ ନାହିଁ, ମନଇଛା ଚୋରି କରି ଖସି ପଳାଉଛନ୍ତି । କିନ୍ତୁ ଚୋର ଯେତେ ଚାଲାକ
Read More...

ନୟାଗଡ଼ରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ବାର୍ତ୍ତାଳାପ କାର୍ଯ୍ୟକ୍ରମ ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ଼ କରିଥାଏ : ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)
Read More...

ୟୁଥ୍‌ ରେଡ୍‌କ୍ରସ୍‌ ସାହାଜବାହାଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ ରେଡ୍‌ ରିବନ କ୍ଲବ, ୟୁଥ୍‌ ରେଡ୍‌କ୍ରସ୍‌ ତରଫରୁ ବଲାଙ୍ଗିର ଦିନ୍‌ ଉଧେଁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟିର ସଭାପତି ରାମଶରଣ ହୋତା ଶିବିରକୁ
Read More...

ସମର୍ପଣ ସେବା ସମ୍ମାନ ୨୦୨୪ରେ ଶାନ୍ତନୁ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ସ୍ୱଚ୍ଛାସେବୀ ସଂଗଠନର ପକ୍ଷରୁ ଆୟୋଜିତ ବାର୍ଷିକ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ସହରର ନୂଆପଡା ବାସିନ୍ଦା ଯୁବ ସମାଜସେବୀ ଶାନ୍ତନୁ ବିଭାରଙ୍କୁ ସମର୍ପଣ ସେବା ସମ୍ମାନ ୨୦୨୪ରେ ସମ୍ମାନିତ କରାଯାଇଛି । ଅନେକ ସମୟରେ ଅସହାୟ
Read More...

ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଗୋଖୁରୁଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂ ସୁନାଙ୍କ ଦ୍ଵାରା ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବିଜେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ତୁରେକେଲା କ୍ଲଷ୍ଟର ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ମାସିକ ବୈଠକ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରର ଏଗାରଗୋଟି ବିଦ୍ୟାଳୟର
Read More...

ବଲାଙ୍ଗିର ଦିନ୍ ଆଲୋଚନାଚକ୍ର ‘ମୋର ବଲାଙ୍ଗିର’

ଶିକ୍ଷା ବିକାଶ ହିଁ ମୋର ବଲାଙ୍ଗିରକୁ ବିକଶିତ କରିବ- ନରସିଂହରାଜତନ୍ତ୍ରରେ ମୌଳିକ ଅଧିକାର ବୋଲି କିଛି ନଥିଲା - ଐତିହାସିକ ଶିବ ନନ୍ଦସଂସ୍କୃତି ଓ ସାମାଜିକ ସ୍ତରରେ ଇତିହାସ ସମୃଦ୍ଧ କିନ୍ତୁ ବଲାଙ୍ଗିରରେ ବୀରତ୍ୱର ଇତିହାସ ନାହିଁ - ମନୋରଂଜନରତ୍ନ ଗର୍ଭା ପର୍ବତମାଳା ଉପରେ ଦାନବ ମାନଙ୍କ
Read More...

ସାଂସଦ ଓ ବିଧାୟକ ମୁନିଗୁଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକ ଗସ୍ତରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା । ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି ଶ୍ରୀ ଉଲାକା । ପ୍ରଥମେ ତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇଥିଲା ପରେ ସେ ବସ୍‌ଷ୍ଟାଣ୍ଡ ଛକ ନିକଟରେ ଥିବା ସହୀଦ ଲକ୍ଷ୍ମଣ
Read More...