Daily Archives

ଜଙ୍ଗଲ ଅଧିକାର ଆଇନ ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତ ସମିତି ସଭାଗୃହ ଠାରେ ଜଙ୍ଗଲ ଅଧିକାର ଆଇନ ସେଲର 'ମୋ ଜଙ୍ଗଲ ଜମି ଯୋଜନା' ସମ୍ପର୍କରେ ଏକ ବୈଠକ ଅତିରିକ୍ତ ତହସିଲଦାର ଫାଲଗୁନି ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏବିଡ଼ିଓ ରୁଦ୍ରପ୍ରତାପ ସୁନା,
Read More...

କୁଳମଣୀ ବେହେରାଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଜଣେ ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ତଥା ପ୍ରତିଷ୍ଠାତା କୁଳମଣୀ ବେହେରା(୭୩)ଙ୍କ ଗତକାଲି ରାୟପୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି । ସେ ଜଣେ ଭଦ୍ର ଓ ଆମାୟିକ
Read More...

ସଇଁତଲା ଶିଶୁ ବିଦ୍ୟା ମନ୍ଦିରରେ ସମ୍ଭାଗସ୍ତରୀୟ ଶିକ୍ଷା ପରିଷଦ କର୍ମଶାଳା

ସଇଁତଲା, (ପ୍ରମୋଦ ସେଲମା) : ଗତ ୨ ଦିନ ଧରି ସଇଁତଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ଠାରେ ଶିକ୍ଷା ବିକାଶ ସମିତି ଓଡ଼ିଶା ଓ ଦକ୍ଷିଣ ପଶ୍ଚିମ ସମ୍ଭାଗଙ୍କ ଯୋଜନା ଅନୁସାରେ ସମ୍ଭାଗ ସ୍ତରୀୟ ଶିକ୍ଷା ପରିଷଦ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟଶାଳାକୁ ମୁଖ୍ୟଅତିଥି
Read More...

ବଲାଙ୍ଗିର ଦିନ ଉଧେ ତହଁକ କୁଟୁମର କୋସଲି କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସଂସ୍କୃତି ମଣ୍ଡପ ଠାରେ ବଲାଙ୍ଗିର ଦିନ ଉଦେଶ୍ୟରେ ତହଁକ କୁଟୁମ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ସମାଜସେବୀ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସାମ୍ବାଦିକ ମୁକେଶ
Read More...

ଆୟୁବ ଓ ଅଜିତଙ୍କ ବସିଳା ଗୁପ୍ତ ବୈଠକ

କଣ୍ଟାବାଞ୍ଜି ବିଜେଡି ର ଆଗକୁ କିଏ ଧରିବ ମଙ୍ଗ ? ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ଗତ ବିଧାନସଭା ନିର୍ବାଚନ ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ସାରା ରାଜ୍ୟରେ ଚଳିତ ବର୍ଷ ନିର୍ବାଚନ ମଣ୍ଡଳି ହୋଇଥିଲା । କଣ୍ଟାବାଞ୍ଜିର ରାଜନୀତି ପାଣିପାଗ ସବୁ ବେଳେ ଭିନ୍ନ ମୋଡ
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ ୨୯ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ଓ ଡୁଙ୍ଗୁରିପାଲି
Read More...

ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ରକ୍ତ ଭଣ୍ଡାର ଦ୍ୱାରା ସମ୍ମାନିତ ହେଲା ମାଁ ମାହେଶ୍ୱରୀ ସେନା

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଜିଲ୍ଲା ଭୀମଭୋଇ ହସ୍ପିଟାଲ ଏମ୍‌ସିଏଚ୍‌ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ରକ୍ତଦାତା ସମ୍ମିଳନୀରେ ସମ୍ମାନିତ ହେଲା ମାଁ ମାହେଶ୍ୱରୀ ସେନା । ପଶ୍ଚିମ ଓଡିଶା ସହିତ ବଲାଙ୍ଗିର ଜିଲ୍ଲାରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରେ
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଉଷୁ ପାଇଁ ବଲାଙ୍ଗିରରୁ ୧୬ ଜଣ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍‌ଏନ୍‌ ସିଂଦେଓ ସ୍ପୋର୍ଟସ୍‌ ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବଲାଙ୍ଗିର ଉଷୁ ସଂଘ ମିଳିତ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା । ଏଥିରେ
Read More...

ଛାତ୍ରୀ ସୁରକ୍ଷା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ନାରୀ ନିର୍ଯ୍ୟାତନା ଶୋଷଣ ଦିନକୁ ଦିନ ବଢି ଚାଳିଛି । ମହିଳାଙ୍କୁ ଆତ୍ମରକ୍ଷା, ସୁରକ୍ଷା ନିହାତି ଆବଶ୍ୟକ । ଏହାର କିଛି ପ୍ରତିକାର ସ୍ୱରୁପ ସ୍କୁଲ କଲେଜ ଛାତ୍ରୀମାନଙ୍କୁ ସଚେତନ କରିବା ଏବଂ ଆତ୍ମ ସୁରକ୍ଷା ପାଇଁ ତାଲିମ କାର୍ଯ୍ୟକ୍ରମ କରିବା
Read More...

ଶିକ୍ଷା ସମସ୍ୟାର ସମାଧାନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବନ୍ଦ ହୋଇଥିବା ସ୍କୁଲ ତୁରନ୍ତ ଖୋଲିବା, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମେତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ପଦବୀ ପୁରଣ କରିବା, ଫି ବୃଦ୍ଧି ବନ୍ଦ, ପ୍ରତ୍ୟେକ୍ଷ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ
Read More...