Daily Archives

ଶିକ୍ଷକ ହେମନ୍ତ ମେହେରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲବାହିଲି ଆଞ୍ଚଳିକ କେନ୍ଦ୍ରର ଝରଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କର୍ମରତ ଶିକ୍ଷକ ହେମନ୍ତ କୁମାର ମେହେର ଚାକିରିରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ରାଉତମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା
Read More...

ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼େନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ଆୟୋଜିତ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ବୁଢ଼ାଦେଓ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼େନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଏବଂ ବାର୍ଷିକ ଉତ୍ସବ - ୨୦୨୪ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୂଆପଡ଼ା
Read More...

ହିନ୍ଦୁ ଜାଗରଣ ଅନୁଷ୍ଠାନର ପ୍ରଥମ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ରାମଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସନାତନ ଜାଗରଣର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କେ. ଇଲେୟା ରେଡ୍ଡୀଙ୍କ ନେତୃତ୍ୱରେ ହିନ୍ଦୁ ଜାଗରଣ ମଞ୍ଚ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ ସାହୁଙ୍କ ସଭାପତିତ୍ୱରେ ବୈଠକ
Read More...

ଦାଦନ ଖଟିବାକୁ ଯାଇ ୨ ଶ୍ରମିକ ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମହାରାଷ୍ଟ୍ରରେ ପାଣିଟାଙ୍କି ଭୁଶୁଡି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ବ୍ଲକର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏକ ଶୋକମୟ ପରିବେଶରେ ସେମାନଙ୍କ ଶବଦାହ କରାଯାଇଛି । ମହାରାଷ୍ଟର ପୁନେ ଜିଲ୍ଲାର ପିମ୍ପିରୀ ସ୍ଥିତ ଏନ୍‌ସିସି ଲିମିଟେଡ଼ କମ୍ପାନୀରେ
Read More...

କଦଳୀମୁଣ୍ଡା ସ୍ଥିତ ନର୍ସରୀ ଠାରେ ତୈଳିକ ବୈଶ୍ୟ ସମାଜର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଦଳୀମୁଣ୍ଡା ସ୍ଥିତ ନର୍ସରୀ ଠାରେ ତୈଳିକ ବୈଶ୍ୟ ସମାଜର ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ୧୪ ଗୋଟି ବ୍ଲକର ଶତାଧିକ ପୁରୁଷ ଏବଂ ମହିଳା ସଦସ୍ୟମାନେ ଉପସ୍ଥିତ ହୋଇଥିଲେ
Read More...