Daily Archives

ସୋସିଆଲ ମିଡିଆରେ ଗଣମାଧ୍ୟମକୁ ଅଶାଳିନ ମନ୍ତବ୍ୟ : ଥାନାର ଦ୍ୱାରସ୍ଥ ସାମ୍ୱାଦିକ

ନୂଆପଡା, (ଅଜିତ ବେହେରା) : ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମାଜିକ ଗଣମାଧ୍ୟମରେ ଅଶାଳିନ ମନ୍ତବ୍ୟ ନେଇ ସିନାପାଲି ସାମ୍ୱାଦିକ ସଂଘ ତରଫରୁ ସିନାପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରେ 'ଆମର ସିନାପାଲି' ନାମକ ଏକ ସାମାଜିକ
Read More...

ବଲାଙ୍ଗିର ଜିଲ୍ଲା ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ “ବ୍ଲକସ୍ତରୀୟ ରଗବୀ ଫୁଟବଲ ଚୟନ ଶିବିର”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ରଗବୀ ଫୁଟବଲ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଶିବିରରେ ଦଶପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ
Read More...

ବକଟି ସ୍କୁଲର ପ୍ରିୟଙ୍କା ଦ୍ୱାରୀ ଓ ରୁକ୍ମଣୀ ମଟାରୀ ରାଜ୍ୟସ୍ତରୀୟ ବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ…

ଲୋଇସିଂହା, (କେପିଏନ୍‌ଏସ୍‌) : ଷ୍ଟାଡିୟମ ଠାରେ ଚଳିତ ଅକ୍ଟୋବର ୨୧ ରୁ ୨୩ ତାରିଖ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଦୌଡକୁଦ ପ୍ରତିଯୋଗିତାରେ ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବକଟିର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ଦ୍ୱାରୀ ୧୪
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡ୍‌କ୍ରସ୍‌ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ୍‌କ୍ରସ୍‌ କାଉନ୍‌ସିଲର ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଲକର ସମୁଦାୟ ୩୬ ଜଣ କାଉନ୍‌ସିଲର ଏହି ଶିବିରରେ ପ୍ରଶିକ୍ଷଣ ଲାଭ କରିଥିଲେ । ମୁଖ୍ୟ
Read More...

ବଲାଙ୍ଗିର ମିଶନ ପଡିଆରେ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କିଛି ଯୁବକ ମିଶନ ପଡିଆରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । କିଛି ଲୋକ ରାତିରେ ଆସି ସେଠାରେ ମଦ ମାଂସ ଖାଇ ପଡିଆରେ କାଚ୍‌ ବୋତଲ, ପ୍ଲାଷ୍ଟିକ, ଜରି ବିଭିନ୍ନ ପ୍ରକାରର ଆବର୍ଜନା କରି ପକାଇ ଚାଲି ଯାଉଛନ୍ତି । ସହରରେ ମିଶନ ପଡିଆ ପାଖା ପାଖି
Read More...

ଆନ୍ତର୍ଜାତୀୟ କଳାକାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅକ୍ଟୋବର ୨୫ରେ ଆମେ 'ଆନ୍ତର୍ଜାତୀୟ କଳାକାର ଦିବସ' ପାଳନ କରୁ । ଏକ ସୃଜନଶୀଳ ମାନବ ଅଭିବ୍ୟକ୍ତି ଭାବରେ କଳା ଅଗଣିତ ଜିନିଷକୁ ଆବଦ୍ଧ କରିଥାଏ । ଏହା ଜୀବନର ସୌନ୍ଦର୍ଯ୍ୟ ବା ତିକ୍ତ ବାସ୍ତବତାକୁ ଚିତ୍ରଣ କରେ । ଏହା ଇତିହାସ, ବିପ୍ଳବ, ବିଦ୍ରୋହକୁ
Read More...

ରାସ୍ତା ଶୋଚନୀୟ ଥିବା ଯୋଗୁଁ ପୋଲରେ ଅଟକିଲା ସ୍କୁଲ ଗାଡ଼ି

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜିବି କିଛି ଗାଁ ରହିଛି ଯେଉଁ ଠାରେ ବିକାଶ ବହୁତ ଦୂର ରାସ୍ତା ଶୋଚନୀୟ ଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜିଛି । ଯାହା ଦେଖିବାକୁ ମିଳିଛି
Read More...

ଚଳନ୍ତା ପେପର ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତର ପୁଟୁରୁଗୁଡା ଗ୍ରାମର ମୁଖ୍ୟ ରାସ୍ତା ନିକଟରେ ପେପର ବୋଝେଇ ଟ୍ରକ୍‌ ନମ୍ବର ଓଡ଼ି -୧୮ -ଏମ୍‌-୧୭୮୯ ଜେ. କେ. ପୁର ଠାରୁ ରାଞ୍ଚି ଅଭିମୁଖେ ଯାଉଥିବା ସମୟରେ ଚଳନ୍ତା ଗାଡିରେ ସଟ୍‌ ସର୍କିଟ ଯୋଗୁ
Read More...

ଆଇଟିୟୁ-ଡବ୍ଲୁଟିଏସ୍‌ଏ ୨୦୨୪ ଉଦ୍‌ଯାପିତ : ଦୂରସଞ୍ଚାର ଏବଂ ଡିଜିଟାଲ ନବୋନ୍ମେଷ କ୍ଷେତ୍ରରେ ଅଗ୍ରଣୀ ସଂକଳ୍ପ ପାଇଁ…

‘‘ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ଭାରତ କେବଳ ଡିଜିଟାଲ ବିଭାଜନକୁ ଦୂର କରିବା ଦିଗରେ ନୁହେଁ ବରଂ ଲିଙ୍ଗଗତ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ଦିଗରେ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛି’’ : ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆ‘ଏହା ହେଉଛି ସବୁଠାରୁ ସମାବେଶୀ ଡବ୍ଲୁଟିଏସଏ,
Read More...

ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ ହେବ – ଧର୍ମେନ୍ଦ୍ର ପ୍ରଧାନ

ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଯୋଗଦେଲେଏଆଇଇଏସ୍‌ସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତିଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା
Read More...