Daily Archives

ଜୁଏଲ୍‌ଙ୍କ ଦାବିକୁ ସଚେତନ ନାଗରିକ ମଞ୍ଚର ସମର୍ଥନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଉରକେଲାରେ ରେଳ ଡିଭିଜନ ଦାବିକୁ ଜଣାଇ ଦେଇଥିବା ଚିଠିକୁ ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଗତ କରାଯାଇଛି । ଏସମ୍ପର୍କରେ ମଞ୍ଚର ସଭାପତି ଇଂ ବିମଳ କୁମାର
Read More...

ଓପିଏସିରେ କୃତକାର୍ଯ୍ୟ ହେଲେ ଭୂପେଶ ପାଢ଼ୀ

ସାଲେଭଟା, (କେପଏନ୍‌ଏସ୍‌) : ଓପିଏସି ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ କୃତକାର୍ଯ୍ୟ ହେଲେ ବଲାଙ୍ଗିରର ଭୂପେଶ ପାଢ଼ୀ । ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଳକ ବକଟୀ ଗ୍ରାମର ମୁଳବାସିନ୍ଦା ସନ୍ତୋଶ କୁମାର ପାଢ଼ୀ ଓ ପ୍ରିୟମ୍ବଦା ପାଢ଼ୀଙ୍କ ଏକମାତ୍ର ପୁଅ ଅଟନ୍ତି । ଭୂପେଶ
Read More...

ଦେଶରେ ଲାଇଟ୍ ହାଉସ୍ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି : କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଲାଇଟ ହାଉସଗୁଡ଼ିକର ଆଧୁନିକୀକରଣ କରିବା ଫଳରେ ୧୬ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହୋଇଛି : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀଆଧୁନିକ ବନ୍ଦରଗୁଡ଼ିକ ସହିତ ଭାରତ ଏବେ ବିଶ୍ୱର ସର୍ବବୃହତ ସାମୁଦ୍ରିକ ଅର୍ଥବ୍ୟବସ୍ଥା ହେବାକୁ
Read More...

ଗ୍ରାମୀଣ ଭାରତର ସଶକ୍ତୀକରଣ : ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପରେ ନାବାର୍ଡ ସର୍ଭେ

ନୂଆଦିଲ୍ଲୀ, (ପିଆଇବି) : ନାବାର୍ଡ ୨୦୨୧-୨୨ ପାଇଁ ଏହାର ଦ୍ୱିତୀୟ ସର୍ବଭାରତୀୟ ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ବେକ୍ଷଣ (ଏନ୍ଏଏଫ୍ଆଇଏସ୍)ରୁ ଏହି ତଥ୍ୟ ପ୍ରକାଶ କରିଛି, ଯେଉଁଥିରେ କୋଭିଡ୍ ପରବର୍ତ୍ତୀ ସମୟର ବିଭିନ୍ନ ଅର୍ଥନୈତିକ ଏବଂ ଆର୍ଥିକ ସୂଚକାଙ୍କକୁ ଅନ୍ତର୍ଭୁକ୍ତ କରି ୧
Read More...

‘ଲାଇଟ୍ ହାଉସ୍ ପର୍ଯ୍ୟଟନ ସମ୍ମିଳନୀ ୨୦୨୪’ ସହ ଦ୍ୱିତୀୟ ଜାତୀୟ ଲାଇଟ୍ ହାଉସ୍ ମହୋତ୍ସବ ଆରମ୍ଭ

ଲାଇଟ୍ ହାଉସ୍ ପର୍ଯ୍ୟଟନ ସମ୍ମିଳନୀ ୨୦୨୪ ଐତିହ୍ୟ ଓ ସଂରକ୍ଷଣ ପାଇଁ ସୁଯୋଗ ଉପରେ କଲା ଆଲୋକପାତମୁଖ୍ୟ ଆକର୍ଷଣ ମଧ୍ୟରେ ଓଡ଼ିଶାର ୫ଟି ଐତିହ୍ୟ ଲାଇଟ୍ ହାଉସ୍, ୨୦୨୪-୨୫ରେ ୧୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆକର୍ଷିତ ହୋଇଛନ୍ତିଭାରତର ସାମୁଦ୍ରିକ ଐତିହ୍ୟର ବିପୁଳ ସମ୍ଭାବନାକୁ ଉନ୍ମୋଚନ କରିବା
Read More...

ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସୁନ୍ଦରାକାଣ୍ଡ ପାରାୟଣ ପଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୧ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଶନିବାର ଦିନ ଏକ ଦିବସୀୟ ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ପାରାୟଣରେ ବ୍ୟାସ ଭାବରେ ବରଗଡ଼ ଜିଲ୍ଲା ବିଜେପୁର
Read More...

ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷାଗତ ସମ୍ପର୍କକୁ ଅଧିକ ମଜବୁତ କରିବା ଲାଗି ୭ ଦିନିଆ ଗସ୍ତରେ ଗଲେ କେନ୍ଦ୍ରମନ୍ତ୍ରୀ…

ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟିବେ ଶିକ୍ଷାମନ୍ତ୍ରୀଶିକ୍ଷା କ୍ଷେତ୍ରରେ ପାରସ୍ପରିକ ହିତର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଅଷ୍ଟ୍ରେଲିୟ ପ୍ରତିପକ୍ଷଙ୍କୁ ଭେଟିବେ ଶିକ୍ଷାମନ୍ତ୍ରୀଅଷ୍ଟ୍ରେଲିଆ
Read More...

ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା ବଜ୍ରାଘାତରେ ଏକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଲାମୀ ଗ୍ରାମର ମଶିନ୍ଦ୍ର ମଲିକଙ୍କ
Read More...

ଝାରସୁଗୁଡା ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ

ନୂଆଦିଲ୍ଲୀ, (ପିଆଇବି) : ଝାରସୁଗୁଡାରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତିଶଗଡ଼ ଏବଂ ଓଡିଶାର ବିଶିଷ୍ଟ ସାଂସଦ ମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
Read More...

ବାବା ବଟେଶ୍ୱର ପୀଠରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ମନ୍ଦିରରେ କାର୍ତ୍ତିକ ପୁର୍ଣ୍ଣିମାରେ ବାଲିଯାତ୍ରା ଓ କାର୍ତ୍ତିକ ମାସ ସୋମବାର ଗୁଡିକରେ ଭକ୍ତ ପ୍ରବଳ ଭିଡ଼ ରହେ ଏହାକୁ ଦୃଷ୍ଟିରେ ରଖି ଗତ ଶନିବାର ଦିନ
Read More...