Daily Archives

ଦାନ ମାଝୀ ଫିଲ୍ମର ଲୋଗୋ ଉନ୍ମୋଚନ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମପୁର ସ୍ଥିତ ମୁଭି ଜୋନ୍‌ ମିନି ସିନେମା ଟକିଜରେ ପ୍ରେମ ପୁଟା ପ୍ରଡ଼କ୍ସନରେ ଦାନ ମାଝୀଙ୍କ ଦୁଃଖଭରା କାହାଣୀକୁ ନେଇ ଦାନ ମାଝୀ ଫିଲ୍ମ ପ୍ରସ୍ତୁତ କରାଯାଇଥିବା ବେଳେ ତାର ଲୋଗୋ ଉନ୍ମୋଚନ କରାଯାଇଛି । କାର୍ଯ୍ୟକ୍ରମରେ ଦାନ
Read More...

ଗାଁ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୈପାରୀଗୁଡା : ବୃଦ୍ଧଙ୍କ ମର ଶରୀର ଗାଁ ପୋଖରୀରୁ ଉଦ୍ଧାର । ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଠାରେ ଏଭଳି ଘଟଣା ଘଟିଛି । ମୃତକ ବାଲିଗାଁର ଧାନ ନାୟକ(୬୦) ବୋଲି ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଧନ ନାୟକ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ । ଗାଧୋଇବାକୁ ଯାଇ
Read More...

ବେଆଇନ ଦାଦନ ଚାଲାଣ : ସର୍ଦ୍ଦାର ଅଟକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଦାଦନ ଚାଲାଣର ହବ ପାଲଟିଛି । ଦାଦନ ଋତୁ ଆରମ୍ଭ ପୂର୍ବରୁ ଦାଦନ ଦଲାଲ ମାନେ ବିଭିନ୍ନ ଗାଁ ଗଣ୍ଡାକୁ ଯାଇ ଟଙ୍କା ବଇନା ଦେଇ କରୁଛନ୍ତି ଦାଦନ ଚାଲାଣ । ଗାଁରେ କାମଧନ୍ଦା ନପାଇ ଗରିବ ଲୋକେ ହେଉଛନ୍ତି ଦାଦନ ଚାଲାଣ ।
Read More...

କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରି ମଣିପୁର ବିଧାନସଭାର ନିର୍ବାଚିତ ସଦସ୍ୟମାନେ…

ନୂଆଦିଲ୍ଲୀ, (ପିଆଇବି) : ମଣିପୁର ବିଧାନସଭାର ନିର୍ବାଚିତ କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ସଦସ୍ୟ ମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ସର୍ବସମ୍ମତିକ୍ରମେ ପାରିତ ନିଷ୍ପତ୍ତିରେ ରାଜ୍ୟର ସମସ୍ତ
Read More...

ନୂଆଦିଲ୍ଲୀରେ ଭାରତୀୟ ପୋଲିସ ସେବା (ଆଇପିଏସୟ)ର ୨୦୨୩ ବ୍ୟାଚ୍ (୭୬ ଆରଆର)ର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି…

୨୦୪୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ବିକଶିତ ଭାରତ ଆତଙ୍କବାଦ ମୁକ୍ତ, ନିଶାମୁକ୍ତ, ଆଭ୍ୟନ୍ତରୀଣ ସୁରକ୍ଷାରେ ପରିପୂର୍ଣ୍ଣ, ମାନବିକ ଅଧିକାର ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବତିନୋଟି ହଟସ୍ପଟ : ଜାମ୍ମୁ-କାଶ୍ମୀର, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ
Read More...

ବିଶ୍ୱ ଖାଦ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୬ ଅକ୍ଟୋବରରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ । କ୍ଷୁଧା ଏବଂ ପୁଷ୍ଟିହୀନତା ବିନା ଏକ ଦୁନିଆ ହାସଲ କରିବା ପାଇଁ ଆମ ସମସ୍ତଙ୍କର ଭୂମିକା ରହିଛି । ଆମେ ସୁସ୍ଥ ଖାଦ୍ୟ ପସନ୍ଦ କରିବା ଏବଂ ଖାଦ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିବା ।
Read More...

ଆଲିଆବାଦ ଗ୍ରାମର ଦୁର୍ଗା ମେଢ଼ ଭସାଣୀ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ପରାମ୍ପରୀକ ରୀତିନୀତିରେ ଶାରଦୀୟ ଦୁର୍ଗାପୂଜା ପାଳନ ସମ୍ପନ୍ନ ହେଇଯାଇଛି । ଏହା ମହାସପ୍ତମୀ ଠାରୁ ଆରମ୍ଭ ହୋଇ ବିଜୟୀ ଦଶମୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶାରଦୀୟ ଦୁର୍ଗାପୂଜା
Read More...

ଟିଟିଲାଗଡ଼ରେ ଗ୍ରିଡ୍ ସ୍ଥାପନ ପାଇଁ ମିଳିଲା ଅନୁମୋଦନ : ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେବ ସାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ଚାଲିଛି । ଏହି ସରକାର ହେଉଛି ଲୋକଙ୍କ ସରକାର । ଏହି ସରକାରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ଟିଟିଲାଗଡ଼ ସହରର ପ୍ରମୁଖ ସମସ୍ୟା ଭିତରୁ ଟିଟିଲାଗଡ଼ରେ ଗୋଟିଏ
Read More...

ଫ୍ରାଙ୍କଫର୍ଟ ଅର୍ନ୍ତଜାତୀୟ ପୁସ୍ତକ ମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀ

ନୂଆଦିଳ୍ଳୀ, (କେପିଏନ୍‌ଏସ୍‌) : ଭାରତର ପ୍ରମୁଖ ସାହିତ୍ୟ ପ୍ରତିଷ୍ଠାନ ସାହିତ୍ୟ ଏକାଡେମୀ ୧୬ ରୁ ୨୦ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଜର୍ମାନୀର ଫ୍ରାଙ୍କଫର୍ଟରେ ଆୟୋଜିତ ହେବାକୁ ଥିବା ସମ୍ମାନ ଜନକ ଫ୍ରାଙ୍କଫର୍ଟ୍ ଅର୍ନ୍ତଜାତୀୟ ପୁସ୍ତକ ମେଳାର ୭୫ ତମ ସଂସ୍କରଣରେ ଅଂଶଗ୍ରହଣ କରୁଛି । ପୁସ୍ତକ
Read More...

ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି ବିଜ୍ଞାନ ଶିକ୍ଷୟତ୍ରୀ ନିବେଦିତା ମେହେର

ନୂଆପଡ଼ା, (ଅଜିତ ବେହେରା) : ପ୍ରକାଶ ପାଇଲା NTA ଦ୍ଵାରା ସଂଗଠିତ CSIR - UGC NET - ୨୦୨୪ ପରୀକ୍ଷା ଫଳ । ଉକ୍ତ ପରୀକ୍ଷାଟି ଗତ ଜୁଲାଇ ମାସ ତା - ୨୫, ୨୬ ଓ ୨୭ ରିଖ ୨୦୨୪ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆପଡ଼ା ଜିଲ୍ଲା ସରକାରୀ ଉଚ୍ଛ ବିଦ୍ୟାଳୟ ଡ଼ୁମେରପାଣିର ବିଜ୍ଞାନ
Read More...