Daily Archives

ବିଶ୍ୱ ଖାଦ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୬ ଅକ୍ଟୋବରରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ । କ୍ଷୁଧା ଏବଂ ପୁଷ୍ଟିହୀନତା ବିନା ଏକ ଦୁନିଆ ହାସଲ କରିବା ପାଇଁ ଆମ ସମସ୍ତଙ୍କର ଭୂମିକା ରହିଛି । ଆମେ ସୁସ୍ଥ ଖାଦ୍ୟ ପସନ୍ଦ କରିବା ଏବଂ ଖାଦ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିବା ।
Read More...

ଆଲିଆବାଦ ଗ୍ରାମର ଦୁର୍ଗା ମେଢ଼ ଭସାଣୀ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ପରାମ୍ପରୀକ ରୀତିନୀତିରେ ଶାରଦୀୟ ଦୁର୍ଗାପୂଜା ପାଳନ ସମ୍ପନ୍ନ ହେଇଯାଇଛି । ଏହା ମହାସପ୍ତମୀ ଠାରୁ ଆରମ୍ଭ ହୋଇ ବିଜୟୀ ଦଶମୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶାରଦୀୟ ଦୁର୍ଗାପୂଜା
Read More...

ଟିଟିଲାଗଡ଼ରେ ଗ୍ରିଡ୍ ସ୍ଥାପନ ପାଇଁ ମିଳିଲା ଅନୁମୋଦନ : ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେବ ସାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ଚାଲିଛି । ଏହି ସରକାର ହେଉଛି ଲୋକଙ୍କ ସରକାର । ଏହି ସରକାରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ଟିଟିଲାଗଡ଼ ସହରର ପ୍ରମୁଖ ସମସ୍ୟା ଭିତରୁ ଟିଟିଲାଗଡ଼ରେ ଗୋଟିଏ
Read More...

ଫ୍ରାଙ୍କଫର୍ଟ ଅର୍ନ୍ତଜାତୀୟ ପୁସ୍ତକ ମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀ

ନୂଆଦିଳ୍ଳୀ, (କେପିଏନ୍‌ଏସ୍‌) : ଭାରତର ପ୍ରମୁଖ ସାହିତ୍ୟ ପ୍ରତିଷ୍ଠାନ ସାହିତ୍ୟ ଏକାଡେମୀ ୧୬ ରୁ ୨୦ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଜର୍ମାନୀର ଫ୍ରାଙ୍କଫର୍ଟରେ ଆୟୋଜିତ ହେବାକୁ ଥିବା ସମ୍ମାନ ଜନକ ଫ୍ରାଙ୍କଫର୍ଟ୍ ଅର୍ନ୍ତଜାତୀୟ ପୁସ୍ତକ ମେଳାର ୭୫ ତମ ସଂସ୍କରଣରେ ଅଂଶଗ୍ରହଣ କରୁଛି । ପୁସ୍ତକ
Read More...

ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି ବିଜ୍ଞାନ ଶିକ୍ଷୟତ୍ରୀ ନିବେଦିତା ମେହେର

ନୂଆପଡ଼ା, (ଅଜିତ ବେହେରା) : ପ୍ରକାଶ ପାଇଲା NTA ଦ୍ଵାରା ସଂଗଠିତ CSIR - UGC NET - ୨୦୨୪ ପରୀକ୍ଷା ଫଳ । ଉକ୍ତ ପରୀକ୍ଷାଟି ଗତ ଜୁଲାଇ ମାସ ତା - ୨୫, ୨୬ ଓ ୨୭ ରିଖ ୨୦୨୪ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆପଡ଼ା ଜିଲ୍ଲା ସରକାରୀ ଉଚ୍ଛ ବିଦ୍ୟାଳୟ ଡ଼ୁମେରପାଣିର ବିଜ୍ଞାନ
Read More...