Daily Archives

ମେହସାନାରେ କାନ୍ଥ ଭୁଶୁଡି ୭ ଶ୍ରମିକଙ୍କ ମୃତ୍ୟୁ

ଗୁଜରାଟ : ଗୁଜରାଟର ମେହସାନାରେ ପଥର ତଳେ ପୋତି ହୋଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଜସଲପୁର ନିକଟସ୍ଥ ଏକ ଗାଁରେ ଏହି ଦୁର୍ଘଟଣା ଘଟିଛି । ନିର୍ମାଣାଧୀନ କମ୍ପାନୀରେ କାନ୍ଥ ନିର୍ମାଣ କରୁଥିବା ବେଳେ ପଥର ଖସି ପଡ଼ିଥିଲା, ଯାହା ଫଳରେ ତଳେ ଶ୍ରମିକମାନେ ପୋତି ହୋଇଯାଇଥିଲେ । ଭୁଶୁଡି
Read More...

ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ପାର୍ବଣ ଋତୁର ନବମୀ ତିଥିରେ ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଗ୍ରାମ ପଞ୍ଚାୟତର ମା' ବନଦୁର୍ଗା ମନ୍ଦିର ପରିସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଅବସରରେ ଶିଶୁ ସାହିତ୍ୟିକ ତଥା ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମର ସମ୍ପାଦକ
Read More...

ତାମିଲନାଡୁରେ ଟ୍ରେନ୍ ଦୁର୍ଘଟଣା : ୧୯ ଯାତ୍ରୀ ଆହତ

ତାମିଲନାଡୁ : ତାମିଲନାଡୁରେ ଟ୍ରେନ୍ ଦୁର୍ଘଟଣା । ତାମିଲନାଡୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଟ୍ରାକ୍‌ରେ ଛିଡ଼ା ହୋଇଥିବା ବେଳେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହେବା ସହ
Read More...

ନବଦିନାତ୍ମକ ବନଦୁର୍ଗା ଶେଷ ଦିବସରେ ନବକୁମାରୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ନବଦିନାତ୍ମକ ପୂଜା ନବରାତ୍ରୀ ପର୍ବର ପୂର୍ଣ୍ଣାହୁତି ଉପଲକ୍ଷେ ନବକୁମାରୀ ଝିଅ ମାନଙ୍କର ମାଁ ଦୁର୍ଗାଙ୍କର ନବ ଅବତାର ଉଦ୍ଦେଶ୍ୟରେ ଓ ୯ ଦିନ ଉପବାସରେ ଥିବା ଶ୍ରଦ୍ଧାଳୁ ଏହିଦିନ ତାଙ୍କର ସଫଳତା ଏବଂ
Read More...

ପରିବା ବ୍ୟବସାୟୀଙ୍କ ଉପରେ ଚଢିଲା ଟ୍ରକ୍‌

ବଣାଇ : ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଗମଲେଇ ସାପ୍ତାହିକ ବଜାର ନିକଟରେ ଦୁର୍ଘଟଣା । ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା ଟ୍ରକ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ରାଉରକେଲାର ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ହେଉଛି ପ୍ରଦୀପ ନାଏକ । ସୂଚନା ଅନୁଯାୟୀ, ପରିବା ବ୍ୟବସାୟୀ
Read More...

ଦରମଗାଡ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବୈପାରିଗୁଡା : ପାର୍ବଣରେ ଅଭାବନୀୟ ଘଟଣା । ଦରମଗାଡ ନଦୀରେ ଭାସି ନିଖୋଜ ମହିଳାଙ୍କ ମୃତ୍ୟୁ । ନଦୀରୁ ମିଳିଲା ମୃତଦେହ । ମୃତକ କାଉକୁଣ୍ଡ ଗ୍ରାମର ପୁଲକ ଖରା ବୋଲି ଜଣାପଡ଼ିଛି । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍‌ ଅନ୍ତର୍ଗତ କାଉକୁଣ୍ଡ ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ,
Read More...

ସମାଜ, ସଂସ୍କାର ଓ ଧାର୍ମିକ ପରମ୍ପରା

ରାଉରକେଲା, (ସସ୍ମିତା ପ୍ରଧାନ) : ନବରାତ୍ର ଆସିଲେ ପ୍ରତିଥର ବିଧର୍ମୀ ମାନଙ୍କ ଦ୍ଵାରା ଗୋଟିଏ ପ୍ରକାର ନକରାତ୍ମକ ପ୍ରଚାର ଚାଲେ । ଯେଉଁ ଦେଶରେ ନାରୀ ମାନଙ୍କ ପ୍ରତି ଅପରାଧ ଓ ଦୁଷ୍କର୍ମ ହେଉଛି ସେଠି ନାରୀଙ୍କୁ ପୂଜା କରାଯାଉଛି । ବର୍ଷ ସାରା ନାରୀଙ୍କ ପ୍ରତି ଅବିଚାର ଓ ଦୁର୍ବ୍ୟବହାର କରି
Read More...

କିରାବାହାଲ ରାଣୀପାଲି ଶକ୍ତିପୀଠରେ ନରସିଂହ ମିଶ୍ର

ମା'ଙ୍କ ଆଶୀର୍ବାଦ ନେବା ସହ ଅଂଚଳବାସୀଙ୍କ ପାଇଁ କଲେ ମଙ୍ଗଳ କାମନା ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଦେବୀ ପୀଠ ମଧ୍ୟରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କିରାବାହାଲ ଓ ରାଣୀପାଲିର ମାହେଶ୍ୱରୀ ଶକ୍ତିପୀଠ ହେଉଛି ବହୁ ପ୍ରାଚୀନ । ଏଠି ମା' ଦୁର୍ଗା ମାହେଶ୍ୱରୀ
Read More...

ବିଶ୍ୱ ଗଣ୍ଠି ବାତ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆର୍ଥ୍ରାଇଟିସ୍ ଏବଂ ଅନ୍ୟାନ୍ୟ ରିମାଟିକ୍ ଏବଂ ମାଂସପେଶୀ-ସ୍କେଲେଟାଲ୍ ରୋଗ (ଆର୍‌ଏମ୍‌ଡିଏସ୍‌) ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୨ରେ "ଓ୍ଵାରଲ୍ଡ ଆର୍ଥ୍ରାଇଟିସ୍ ଡେ" ବା "ବିଶ୍ଵ ଗଣ୍ଠି ବାତ ଦିବସ"
Read More...

ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୯୯ତମ ପ୍ରତିଷ୍ଠା ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୯୯ ବର୍ଷରେ ପଦାର୍ପଣ କରିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଟିଟିଲାଗଡ଼ ଶାଖା ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ସଂଘ ସଦସ୍ୟ ସ୍ଥାନୀୟ ବାଳକ ହାଇସ୍କୁଲ ପଡିଆରୁ ଏକ ଶୋଭାଯାତ୍ରାରେ
Read More...