Daily Archives

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶରେ ୫୦୦ କିଲୋମିଟର ନୂତନ ପକ୍କା ରାସ୍ତାର ଶିଳାନ୍ୟାସ କରିବା ସହିତ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆବାସ ସଖୀ ମୋବାଇଲ ଆପ୍ ଏବଂ ଗ୍ରାମ ସଡ଼କ ସର୍ବେକ୍ଷଣ ଏବଂ ଯୋଜନା ଉପକରଣର ଶୁଭାରମ୍ଭ କରିଛନ୍ତି ଶିବରାଜ ସିଂ ଚୌହାନସାରା ଦେଶରେ ଆରମ୍ଭ ହେଉଛି କଚ୍ଚା ଘରର ସର୍ଭେ, ପକ୍କା ଘର ତାଲିକାରେ ବାଦ୍ ପଡ଼ିଥିବା ନାମକୁ ସାମିଲ କରାଯିବ, ୬ ମାସ ମଧ୍ୟରେ ସର୍ଭେ
Read More...

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଭାରତୀୟ ସିନେମାରେ ଜୀବନବ୍ୟାପୀ ସାଧନା ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଦାଦା ସାହେବ ଫାଲକେ ପୁରସ୍କାରରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ସମାଜକୁ ବଦଳାଇବା ପାଇଁ ଚଳଚ୍ଚିତ୍ର ଓ ସାମାଜିକ ଗଣମାଧ୍ୟମ ସବୁଠାରୁ ଶକ୍ତିଶାଳୀ ମାଧ୍ୟମଖୁବଶୀଘ୍ର ମୁମ୍ବାଇରେ ଭାରତର ପ୍ରଥମ ଇଣ୍ଡିଆନ୍
Read More...

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମଶାରି ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆରୁ ରକ୍ଷା ନିମନ୍ତେ ମଶାରି ବଣ୍ଟନ କରାଯାଇଛି । ଛତ୍ରପୁରର ବିରେଶ୍ୱର ମନ୍ଦିର ନିକଟସ୍ଥ ଦାମିଏନ ନଗରରେ ରହୁଥିବା ଅଧିବାସୀମାନଙ୍କୁ ଏହି ମଶାରି ବଣ୍ଟନ କରାଯାଇଥିଲା । କ୍ଲବର ସଭାପତି ଡକ୍ଟର
Read More...

ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

ପିଛିଲା ଭାବେ ୨୦୨୪ ଜାନୁଆରୀ ୧ରୁ ଲାଗୁ ହେବ ଭୁବନେଶ୍ୱର : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର
Read More...

ଉଦ୍ୟାନ ବିଭାଗ ପକ୍ଷରୁ ଅଏଲ ପାମ ଚାଷ ପାଇଁ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅଏଲ ପାମ ଚାଷକୁ ପ୍ରୋସହନ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ଗତକାଲି ସ୍ଥାନୀୟ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରରେ ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ
Read More...

ଅଣ୍ଡା ଏକ ଉପାଦେୟ ଖାଦ୍ୟ : “ସଣ୍ଡେ ଅର୍ ମଣ୍ଡେ ରୋଜ୍ ଖାଓ ଅଣ୍ଡେ”

ଆଲେଖ୍ୟ : ଜି.ତ୍ରିଦେବ ରେଡ୍ଡୀ ପ୍ରତିବର୍ଷ ପରି ଚଳିତ ବର୍ଷ ସାରା ବିଶ୍ୱରେ "ବିଶ୍ଵ ଅଣ୍ଡା ଦିବସ" ପାଳିତ ହେଉଛି । ୧୯୯୬ ମସିହା ଅକ୍ଟୋବର ମାସର ୨ୟ ଶୁକ୍ରବାରରୁ ପାଳିତ ହେଉଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା : - "ମନୁଷ୍ୟ ସ୍ୱାସ୍ଥ୍ୟରେ ଉପକାରିତା ନେଇ ସମସ୍ତଙ୍କୁ ଅଣ୍ଡା ଖାଇବା
Read More...

ତ୍ରିନାଥ ସିଂହଙ୍କ ‘ଦୁଇଫର୍ଦ୍ଦ ଆକାଶ’ ଉପନ୍ୟାସ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା 'ଟାଇମ୍ ପାସ୍' ଦ୍ଵାରା ଭୁବନେଶ୍ଵର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶି ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚ ଠାରେ ଆୟୋଜିତ ବହିବର୍ଷା କାର୍ଯ୍ୟକ୍ରମରେ ଜଣାଶୁଣା ଓଡ଼ିଆ କବି ତ୍ରିନାଥ ସିଂହଙ୍କ ଉପନ୍ୟାସ
Read More...

ଅଟଳ ପେନ୍‌ସନ୍‌ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଟପିଛି

ନୂଆଦିଲ୍ଲୀ, (ପିଆଇବି) : ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୫୬ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଛି । ଅଟଳ ପେନ୍‌ସନ୍‌ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଅତିକ୍ରମ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ୫୬ ଲକ୍ଷରୁ ଅଧିକ ହୋଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବାର
Read More...

ସାର୍ବଜନୀନ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ ସବୁ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଆଜି (ଅକ୍ଟୋବର ୮, ୨୦୨୪ରେ) ପ୍ରଥମ ଥର ଲାଗି ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭାରତର ସିଏଜିଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଚିବ
Read More...

ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ବଡ଼ ମେଡ଼ିକାଲରେ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ
Read More...