Daily Archives

ଦେଢ଼ସୁଲି ଗ୍ରାମ ପଞ୍ଚାୟତରେ ଦାନ ଉତ୍ସବ

ମ.ରାମପୁର, (ପି.କେ. ସାହୁ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ୍‌ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳ ଦେଢ଼ସୁଲି ଗ୍ରାମ ପଞ୍ଚାୟତର ଆଶ୍ରମ ସ୍କୁଲ ପରିସରରେ ସଚେତନତା କାର୍ଯ୍ୟକ୍ରମ ଓ ଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ହରିଶଙ୍କରରେ ଜନ୍ମଦିନ ପାଳିଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିର ନିକଟ ମଣ୍ଡପରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଜନ୍ମ ଦିନ ପାଳନ କରିଥିଲେ । ଏହି ଅବସରରେ ଅତିଥି ଭାବେ ରାଣ୍ଡି ପୁଅ ଅନନ୍ତାର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପାଟଣାଗଡ଼
Read More...

କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କର୍କଟ ସଚେତନତା ଅଭିଯାନ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । କର୍କଟ ରୋଗ ସଚେତନତାର ଗୁରୁତ୍ଵ ବିଷୟରେ ଅଧ୍ୟକ୍ଷାଙ୍କ ଉଦ୍‌ବୋଧନ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲା
Read More...

ଗୋପବନ୍ଧୁ ଥିଲେ ଜଣେ ବହୁପ୍ରସ୍ତୀୟ ଜନବାଦୀ ବୁଦ୍ଧିଜୀବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବବାଦୀ ଚିନ୍ତନ କୈନ୍ଦ୍ରିକ ଗୋପବନ୍ଧୁ ହୁଏତ ଅପରିକଳ୍ପନୀୟ ଭାବପ୍ରବଣତାରେ ମୋହାଚ୍ଛନ୍ନ ହୋଇଛନ୍ତି, କିନ୍ତୁ ତାଙ୍କ ଭିତରେ ସଦା ଜାଗୃତ ମାନବ ପ୍ରୀତିର ମହାନ ମୂଲ୍ୟବୋଧ ଠାରୁ ନିଜକୁ ବିଚ୍ଛିନ୍ନ କରିପାରି ନାହାନ୍ତି । ଉଭୟ ଭାବପ୍ରବଣତା ଓ ବୌଦ୍ଧିକ
Read More...

ନବଦିନାତ୍ମକ ବନଦୂର୍ଗା ଶାରଦୀୟ ଦୁର୍ଗାପୂଜା : ପଞ୍ଚମ ଦିନରେ ମାଁ ସ୍କନ୍ଧମାତା ବେଶରେ ପୂଜାର୍ଚ୍ଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ନବଦୁର୍ଗା ପୂଜାର ଆଜି ପଞ୍ଚମ ଦିନରେ ମାଁ ସ୍କନ୍ଧମାତା ଦେବୀଙ୍କ ପୂଜାର୍ଚ୍ଚନା ହୋଇଥିଲା । ମାଁ ସ୍କନ୍ଧମାତା ହେଉଛନ୍ତି ଭଗବାନ କାର୍ତ୍ତିକେୟଙ୍କ ମାତା । ତାଙ୍କ କୋଳରେ ଭଗବାନ ସ୍କନ୍ଧ ବସି ରହିଥାନ୍ତି । ସ୍କନ୍ଧମାତା
Read More...

ଦେବଦତ୍ତ କ୍ଳବକୁ ପ୍ରକୃତି ମିତ୍ର ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଠାରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ବରଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ
Read More...

ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା : ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ରାୟଗଡା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ଜାରିଂ ନର୍ସରୀରେ ଚାରା ଦୁର୍ନୀତି ଏବଂ ପିସି କାରବାରକୁ ନେଇ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଡିଏଫ୍‌ଓ ଦେବେନ୍ଦ୍ର ବେହେରା ବାରମ୍ବାର ପିସି ମାଗିବା ସହିତ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଫରେଷ୍ଟର ସଞ୍ଜୟ ଏକ ହାତ ଲେଖା ସୁଇସାଇଡ଼ ନୋଟ ମଧ୍ୟ
Read More...

କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ

ଜୈବିକ ପଦ୍ଧତିରେ ହଳଦୀ ଚାଷ କରି ଲାଭବାନ୍ ହେଲେ ମହିଳାକମ୍ପାନୀ ଦ୍ୱାରା ଦେଶ ବିଦେଶରେ ପହଞ୍ଚିବ ହଳଦୀ କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ଦେଶର ଏକ ବଡ଼ ବ୍ୟବସାୟିକ ଅନୁଷ୍ଠାନ କନ୍ଧମାଳ ହଳଦୀକୁ ଉଚ୍ଚ ଦରରେ କ୍ରୟ କରି ଚାଷୀଙ୍କ ମନରେ
Read More...

କାହା ସ୍ୱାର୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଭୂମିହୀନ ବିଧବାଙ୍କୁ ମିଳୁନି ଘର, କଷ୍ଟରେ କଟୁଛି ଜୀବନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ ଗୌଡ଼ସାହିର ବିଧବା ମହିଳା ରଞ୍ଜିତା ବେହେରା ଝାଟିମାଟି ଘରେ ରହୁଥିଲେ । ବିଗତ ଦିନରେ ଲଗାଣ ବର୍ଷାରେ ଏହି ଘରଟି
Read More...

ସ୍ୱର୍ଗତ ଜୟନାରାୟଣଙ୍କ ସ୍ମୃତିରେ ଶ୍ରୀ ଲୋକନାଥ ଭଜନମଣ୍ଡଳୀରେ ଭଜନ ଓ ପୁସ୍ତକ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶ୍ରୀ ଲୋକନାଥ ବାବା ଭଜନମଣ୍ଡଳୀ ତରଫରୁ ଟିକ୍ରାପଡା ସ୍ଥିତ ରବି ନାରାୟଣ ଶତପଥୀଙ୍କ ବାସଭବନରେ ତାଙ୍କର ବଡଭାଇ ସ୍ୱର୍ଗତ ଜୟନାରାୟଣ ଶତପଥୀଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ଅବସରରେ ସ୍ୱତନ୍ତ୍ର ଭଜନ ସମାରୋହ ଓ ସବୁ ଦିନ ବୋଲା ଯାଉଥିବା କିଛି ବହୁ
Read More...