Daily Archives

ଶାସ୍ତ୍ରୀ ନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ, ରୋଗୀ କଲ୍ୟାଣ ସମିତି ସଭ୍ୟ ଶଙ୍କର୍ଷଣ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ ଆରୋଗ୍ୟ ସମିତି (ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର) ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଶାସ୍ତ୍ରୀ ନଗର ସଭ୍ୟ ଶଙ୍କର୍ଷଣ ମିଶ୍ର ଆଉ ଆମ ଗହଣରେ ନାହାନ୍ତି । ଆଜି ଭୋର ସକାଳ ୪ ଘଣ୍ଟା ସମୟରେ ସେ ତାଙ୍କ ନିଜ ବାସଭବନ ଶାସ୍ତ୍ରୀ ନଗର ଠାରେ ୭୦ ବର୍ଷ ବୟସରେ ମୃତ୍ୟୁ
Read More...

ବରଗଡ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ଟୁକୁର୍ଲ୍ଲା ସ୍ଥିତ ବରଗଡ଼ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଧୀରଜ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି
Read More...

କେନ୍ଦ୍ରୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥା ଆଇଗିଣିଆ ଭୁବନେଶ୍ଵରଙ୍କ ତରଫରୁ ବରକେରାରେ ମେରା ଗାଓଁ ମେରା ଗୌରବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୋମବାର ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବରକେରା ଗ୍ରାମରେ କେନ୍ଦ୍ରୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥା ଆଇଗିଣିଆ ଭୂବନେଶ୍ଵରଙ୍କ ଦ୍ଵାରା ମେରା ଗାଓଁ ମେରା ଗୌରବ ପ୍ରକଳ୍ପ ମାଧ୍ୟମରେ ସହରରେ ଛାତ ଉପରେ ଓ ବାଡିରେ ହେଉଥିବା ବଗିଚା ପାଇଁ
Read More...

ଲୋଇସିଂହା ରେଲୱେ ଷ୍ଟେସନରୁ ୧୮.୧୧୫ କେଜି ଗଞ୍ଜେଇ ଜବତ : ୨ ଗିରଫ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଳ ଷ୍ଟେସନରୁ ପୋଲିସ ୧୮.୧୧୫ କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ଯାଜ୍ଞସେନି
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରମେଲୀ ଠାରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେରମେଲୀ ଗ୍ରାମର କେତେକ ବୟସ୍କ ବ୍ୟକ୍ତି ଯଥା -ଭ୍ରମର ବର ସାହୁ, ବଶିଷ୍ଠ ଭୋଇ, ପରମ ସାହୁ,
Read More...

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ବିଜ୍ଞାନ ମେଳା ଓ ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ବିଜ୍ଞାନ ମେଳା ଓ ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ମହାସମାରୋହରେ ପାଳନ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ଅଞ୍ଜଳି ଶତପଥିଙ୍କ ଅଧ୍ୟକ୍ଷତାରେ ତଥା ସମ୍ପାଦକ ଡାକ୍ତର ପ୍ରଶାନ୍ତ ପାତ୍ରଙ୍କ
Read More...

କବି ପ୍ରତାପ ପଣ୍ଡାଙ୍କ ‘ସ୍ୱେଦ ତର୍ପଣ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ପ୍ରଗତି ଉତ୍କଳ ସଂଘ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଏବଂ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ କବି ପ୍ରତାପ ପଣ୍ଡାଙ୍କ ଚତୁର୍ଥ କାବ୍ୟକୃତି 'ସ୍ୱେଦ ତର୍ପଣ' ଉନ୍ମୋଚିତ
Read More...

ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀଙ୍କୁ କଳା ଗବେଷକ ଭାବେ ଡକ୍ଟରେଟ୍ ଉପାଧିରେ ଭୂଷିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଘଡ଼ଘଡ଼ାପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ୍) ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ଦାସୁଡୁ ଗୁରୁ ଆର୍. ସତ୍ୟମ୍
Read More...

ଆର୍ଥିକ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ରଙ୍କ କଳାଗ୍ରାମ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଆର୍ଥିକ ମୁଖ୍ୟ ସଚିବ ଶ୍ରୀମାନ ଶାଶ୍ୱତ ମିଶ୍ର ବୁରୋମୁଣ୍ଡା ସ୍ଥିତ କଳାଗ୍ରାମ ପରିଦର୍ଶନ କରିଛନ୍ତି । ଅସପୂର୍ଣ୍ଣ କାମ ଖୁବ ଶୀଘ୍ର ସମାପନ କରାଯିବ ବୋଲି କହିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଉକ୍ତ ଅବସରରେ ପ୍ରକଳ୍ପ
Read More...

ଭାରତୀୟ ମଜଦୁର ସଂଘର ବୈଠକ

ପାଚିକାମାନଙ୍କ ଜୀବନ ଜୀବିକା ସଦୃଢ଼, ସ୍ୱଚ୍ଛଳ ଓ ସଂଗଠିତ କରିବାକୁ ବିଏମ୍‌ଏସ୍‌ର ଆହ୍ଵାନ ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଠାରେ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମ କଟକ
Read More...