Monthly Archives

September 2024

ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ଵାଗତ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଗୃହବିଜ୍ଞାନ ବିଭାଗରେ ନବାଗତା ପ୍ରଥମ ବାର୍ଷିକ ଛାତ୍ରୀମାନଙ୍କ ପାଇଁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ସଭାପତିତ୍ଵ
Read More...

ବୃନେଇର ସୁଲତାନ ହାଜି ହସନାଲ ବୋଲକିଆଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବନ୍ଦର ସେରୀ ବେଗାୱାନର ଇସ୍ତାନା ନୁରୁଲ ଇମାନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ବୃନେଇର ମହାମହିମ ସୁଲତାନ ହାଜି ହସନାଲ ବୋଲକିଆ ଉତ୍ସାହର ସହ ସ୍ୱାଗତ କରିଥିଲେ । ଭବ୍ୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ
Read More...

ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଚେତନତା ଶିବିର ଓ ପ୍ରମାଣ ପତ୍ର ବଣ୍ଟନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକର ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସକଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଚେତନତା ଶିବିର ଓ ଜାତି, ଆୟ ଓ ବାସିନ୍ଦା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଜମି ସଂଯୋଜକ ରାମକୃଷ୍ଣ
Read More...

୫ ମହଲା ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : ୫ ମହଲା ଛାତରୁ ଡେଇଁ ପଡ଼ିଲେ ଆଇଆଇଟି ଛାତ୍ରୀ । ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ଌଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ମୃତ

ଭଞ୍ଜନଗର : ଘର ରଙ୍ଗ କାର୍ଯ୍ୟ କଲାବେଳେ ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ମୃତ ଜଣକ ଭଞ୍ଜନଗର ଥାନା ବାଲିଆପଟ୍ଟା ଗ୍ରାମର ଅକ୍ଷୟ ନାୟକ ବୋଲି ଜଣାପଡିଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମୋହନା କଲେଜ ଛକରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୋହନା
Read More...

ପାଟଣାଗଡ ପାର୍ସଲ ବୋମା ଘଟଣା : କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ପାଟଣାଗଡ ଏଡିଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତ୍କାଳୀନ କ୍ରାଇମ୍ ବ୍ରାଞ୍ଚ ଆ.ଇଜି ଅରୁଣ ବୋଥ୍ରା । ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଇତି
Read More...

ସିରଜ୍ ଚୋରୀ ଘଟଣାର ପର୍ଦ୍ଦାଫାଶ : ୭ ଗିରଫ

ଯାଜପୁର : ଯାଜପୁର ଟାଉନ୍ ପୋଲିସର ବଡ଼ ସଫଳତା । ସହରରେ ସିରଜ୍ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ । ବିଭିନ୍ନ ଚୋରୀ ଘଟଣାରେ ୬ ଜଣ ଚୋର ଏବଂ ଜଣେ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ସେମାନଙ୍କ ନିକଟରୁ ୪ ଲକ୍ଷ ନଗଦ ଟଙ୍କା ସହିତ ବିଭିନ୍ନ ମାରଣାସ୍ତ୍ର ଓ
Read More...

ଆଡ଼ି ବନ୍ଧରୁ ଲୁହା ଚାନେଲ ଗେଟ୍ ଚୋରି ଅଭିଯୋଗରେ ୨ଜଣ ଗିରଫ

ଆଠଗଡ଼ : ଆଡ଼ି ବନ୍ଧ ଲୁହା ଚାନେଲ ଗେଟ୍ ଚୋରି କରି ନେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ୨ ଜଣଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି ଗୁରୁଡିଝାଟିଆ ଥାନା ପୋଲିସ । ସୂଚନା ଅନୁଗତେ, ଚାଷ ଜମିକୁ ପାଣି ମାଡିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଆଡ଼ି ବନ୍ଧ କରି ଲୁହା ଚାନେଲ ଗେଟ୍ ଲଗାଇ
Read More...

ହାତୀ ଆକ୍ରମଣରେ ଯୁବକ ମୃତ

ସୁନ୍ଦରଗଡ : ଘଉଡ଼ାଇବା ବେଳେ ଯୁବକଙ୍କୁ କଚାଡ଼ି ମାରିଦେଲା ହାତୀ । ବିଳମ୍ବିତ ରାତିରେ ବନବିଭାଗ ସହ ହାତୀ ଘଉଡ଼ାଇବା ବେଳେ ଘଟିଛି ଏହି ଅଘଟଣ । ହାତୀ ଆକ୍ରମଣରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁଟା ମୁଣ୍ଡାସାହିର ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ
Read More...

ରାଜ୍ୟରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିବାଗ ବିଭାଗ । ୬ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା,
Read More...