Monthly Archives

September 2024

‘ଗୁରୁଶ୍ରୀ ସମ୍ମାନ’ରେ ସମ୍ମାନିତ ହେଲେ ପ୍ରବକ୍ତା ତଥା ସମାଜସେବୀ ମାଷ୍ଟରରାଜ ରାଜେନ୍ଦ୍ର ପ୍ରସାଦ ପଣ୍ଡା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା କଲ୍‌ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା କଳା ସଂସ୍କୃତି ପାଇଁ ସମୟତ ବ୍ୟକ୍ତିତ୍ୱମାଳଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏକ ଗୁରୁପୂଜନ ଉତ୍ସଭ ୨୦୨୪ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶା କଲ୍‌ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ
Read More...

ପୁରେନାରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷକ ପ୍ରମୋଦ ନାଥ । ସର୍ବ ପ୍ରଥମେ ଡ. ସର୍ବପଲ୍ଲୀ
Read More...

କପା ବାଡ଼ିରୁ ଏକ ମାଈ ହାତୀର ମୃତଦେହ ଠାବ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଗୁଣୁପୁର ବନାଞ୍ଚଳ ଚିମ୍ପାପୁରର ଏକ କପା ବାଡ଼ିରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି । ନିକଟରେ ଥିବା ବିଦ୍ୟୁତ୍‌ ପୋଲକୁ ହାତୀଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର
Read More...

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଗଁରେଇ ଡ.ବି. ଆର୍‌. ଆମ୍ବେଦକର ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନୂତନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ବାଗଙ୍କ ସଭାପତିତ୍ୱରେ ଅବସର ଗ୍ରହଣ କରିଥିବା
Read More...

କେସିଙ୍ଗା ବ୍ଲକର ୩ ଖଣ୍ଡ ଗାଁରେ ନୂଆଁଖାଇ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇ ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଆଗୁଆ ଭାବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପଥର୍ଲା, ବହାଦୁରପଦର ଓ ପଲକାପଡା ଗ୍ରାମରେ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ସର୍ବପ୍ରଥମେ
Read More...

ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଅବସରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ
Read More...

ବିଲକୁ କାମ କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ

ବୌଦ୍ଧ, (କେପିଏନ୍‌ଏସ୍‌) : ଏମିତି ବି ମୃତ୍ୟୁ ଆସେ । କାହାର କେତେବେଳେ କେଉଁଠି ଜୀବନ ଯିବ କେହି ଜାଣିପାରନ୍ତି ନାହିଁ । କିଏ ମେଡିକାଲରେ ତ' କିଏ ଘରେ ଜୀବନ ହରାନ୍ତି । ଜଣେ ଚାଷୀ ନିଜ ବିଲକୁ କାମ କରିବାକୁ ଯାଇ ଜୀବନ ହାରିଥିବା ଭଳି ଦୁଖଃଦ ଖବର ସାମ୍ନାକୁ ଆସିଛି । ଘଟଣାଟି ଘଟିଛି
Read More...

ଅଭିଯୋଗର ୨ ଦିନ ଭିତରେ ଲୁଟ୍‌ର ପର୍ଦାଫାଶ କଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୧ ତାରିଖ ରବିବାର ଦିନ ମଧ୍ୟାହ୍ନ ସମୟରେ ଲାଠୋରରୁ ବୁଢାଛାପର ଯିବା ରାସ୍ତାରେ ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬୦୦୦ ଟଙ୍କା ଲୁଟ୍ ଘଟଣାରେ ଆଜି ପୋଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା
Read More...

ନୂଆଖାଇ ପାଇଁ ନୃସିଂହନାଥ ପୀଠକୁ ଝିଟିକିରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ
Read More...

ବଲାଙ୍ଗିର ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ଅନୁସୂଚିତ ଜାତି-ଜନଜାତିଙ୍କ ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା
Read More...