Monthly Archives

September 2024

ସଇଁତଲାରେ ଶ୍ରୀମତ ଭାଗବତ କଥା ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ୟାଙ୍କ ଛକ ପରିସରରେ ଗୋଏଲ ପରିବାର ଆନୁକୂଲ୍ୟରେ ଶ୍ରୀମତ ଭାଗବତ କଥା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ଭାଗବତ ମଣ୍ଡପ ଠାରେ ସମସ୍ତ ଗୋଏଲ ପରିବାର ମହିଳା, ପୁରୁଷମାନେ ଏକତ୍ରିତ ହୋଇଥିଲେ । ଏହାପରେ
Read More...

ଚନ୍ଦନଭାଟି ନେ ନୂଆଁଖାଇ ତିହାରି ହାଟ୍‌

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ନେ ନୂଆଁଖାଇ ତିହାରି ହାଟ୍‌ ବସିଛେ । ସକାଲ୍‌ ପାହେଲେ ନୂଆଁଖାଇ । ନୂଆଁଖାଇର୍‌ ଲାଗି ତୁନ୍‌ଶାଗ୍‌, ବାଢ଼ୁନ୍‌, ସରେଇ, ପାତୁଲ୍‌, କୁଲା ସାଂଗେ ସାଜୋ ସାମାନ୍‌ ଘିନ୍‌ବାର୍‌ ତିହାରି ହାଟ୍‌ ଥି ଚନ୍ଦନ୍‌ଭାଟି ଆର୍‌ ଆଖପାଖର୍‌ ଲୋକ୍‌ବାକ୍‌
Read More...

ବାଇକ୍‌ ଧକ୍କାରେ ୨ ଯୁବକ ମୃତ

ନୟାଗଡ : ବାଇକ୍‌ ଧକ୍କାରେ ୨ ଯୁବକ ମୃତ । ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ । ରାସ୍ତା ଉପରେ ମୃତକଙ୍କ ଶରୀର ଛିନ୍ନ ବିଛିନ୍ନ ହୋଇ ପଡ଼ିଛି । ତେବେ ମୃତକ ଦ୍ୱୟ ହେଲେ ଡିଗିରି ଗ୍ରାମର ଶୁକ୍ର ବାଜୁ ଓ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ବୋଲି ଜଣାପଡିଛି ।
Read More...

୧୦ ତାରିଖ ଯାଏଁ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି । ଏହା କ୍ରମଶ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ଆସନ୍ତା ୯ ତାରିଖରେ ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର
Read More...

ସାଇକେଲକୁ ଧକ୍କା ଦେଲା କାର୍‌ : ଜଣେ ମୃତ

ଚାନ୍ଦବାଲି : ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ନିକଟରେ ଦୁର୍ଘଟଣା । କାର୍‌ ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ଜଣକ ଚନ୍ଦନପୁର ଗାଁର ଅକ୍ଷୟ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଏକ ବାଇକ୍‌ ଦୃତ ଗତିରେ ଚନ୍ଦନପୁର ନିକଟ ରାସ୍ତାରେ ଯାଉଥିବା ବେଲେ
Read More...

କାହିଁଗଲେ ବଲାଙ୍ଗିର୍‌ ରୁଗୁଡ଼ିପଡ଼ାର୍‌ କୁଲ୍‌ଦୀପ୍‌ ପାଢ଼ୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାହିଁଗଲେ ବଲାଙ୍ଗିର୍‌ ରୁଗୁଡ଼ିପଡ଼ାର୍‌ କୁଲ୍‌ଦୀପ୍‌ ପାଢ଼ୀ । ସାତ୍‌ ଦିନ୍‌ ହେଇଗଲା ତାଙ୍କର୍‌ ଅତାପତା ନେଇଁ ମିଲ୍‌ବାର୍‌ । ଗଲା ୧ ତାରିଖ୍‌ ରାତିର୍‌ ପାଖାପାଖି ସାଢେ଼ ୭ ବଜେ ସୋନପୁର ସଦର ପୁଲିସ୍‌ ପେଟ୍ରୋଲିଂ କରୁଥିଲା ବେଲ୍‌କେ ମହାନଦୀ ବ୍ରିଜ୍‌
Read More...

ଗଣେଶ ପୂଜା ଭସାଣିରେ ଡିଜେ ମନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକରେ ଡିଜେ ବାରଣ କରାଯାଇଛି । ପୂଜା ପ୍ରକ୍ରିୟା ଆରମ୍ଭରୁ ଶେଷ ଯାଏଁ ଏହାକୁ ବାରଣ କରାଯାଇଛି । ଅଧିକରୁ ଅଧିକ ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ
Read More...

ତୃତୀୟ ପର୍ଯ୍ୟାୟରେ ଆଇ. ଆର୍‌. ଇ. ଏଲ୍. ପକ୍ଷରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ମାଛ – ଛଡାଗଲା ମାଛ ଜାଆଁଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ. ଆର୍‌. ଇ. ଏଲ୍. ପକ୍ଷରୁ ମାଛଚାଷ ଉତ୍ପାଦନର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଶୁକ୍ରବାର ସମାହିତ ହେଇଯାଇଛି । ମାଛ ଜାଆଁଳା ଛାଡ଼ି ମାଛଚାଷ ଉତ୍ପାଦନ କରିବାରେ ଆଇ. ଆର୍‌. ଇ. ଏଲ୍ (ଇଣ୍ଡିଆ)ର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଭିତ୍ତିରେ
Read More...

ନିିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁପମା ପ୍ରହରାଜଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ପ୍ରଦୀପ କୁମାର ନାୟକ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ହରେକୃଷ୍ଣ
Read More...

ଖଣ୍ଡଦେଉଳି ହାଇସ୍କୁଲର ୫୩ ଜଣ ଛାତ୍ରଛାତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଗୁରୁଦିବସ ଅବସରରେ ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦଶମ ଶ୍ରେଣୀ ପାସ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଜିଲ୍ଲା ଏବଂ ବ୍ଲକସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥାଏ । ଖୁସିର ବିଷୟ
Read More...