Monthly Archives

September 2024

ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂର ପାସ୍ ଆଉଟ୍‌ଙ୍କୁ ପ୍ରମାଣପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଦ୍ୱାରା ୨ ମାସ ତଳେ ଗଠିତ ହୋଇଥିବା ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂରେ ଟ୍ରେନିଂ ନେଇଥିବା ଶିକ୍ଷାର୍ଥୀ ମାନେ ଉତ୍ତୀର୍ଣ୍ଣ ହେବା ପରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର
Read More...

ବାଲିଗୁଡାରେ ଗଣେଷ ପୂଜା ପାଳିତ : ନୂତନ ଛାତ୍ରଛାତ୍ରୀଙ୍କୁ ଖଡ଼ି ଛୁଆଁଗଲା

ଚର୍ଚ୍ଚାରେ ୧୭ ଫୁଟିଆ ଗଣେଷ ମୂର୍ତ୍ତି ପୂଜା ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନ୍‌ର ସମସ୍ତ
Read More...

ଅବକାରୀ ବିଭାଗର ନୀରବତା କୁଚିଆ ମଦ ଭାଟିକୁ ପ୍ରୋତ୍ସାହିତ କରୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଗ୍ରାମରେ କୁଚିଆ ମଦଭାଟି ବହୁତ ଜୋରରେ ଚାଲିଛି । ନିଜ ପାଖରେ ମଦ ପାଇ ଅନେକ ନାବାଳକ ପଥଭ୍ରଷ୍ଟ ହୋଇ ଅସାମାଜିକ କାମ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ଫଳରେ ଗ୍ରାମରେ ଚୋରି, ଗୁଣ୍ଡା ଓ ଅନେକ ଦୁର୍ନୀତି ହେଉଛି
Read More...

ରାଜ୍ୟ ରାଜପଥରେ ଟ୍ରକ୍‌ ଅଟକାଇ ଲୁଟ୍‌ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ୍‌କୁ ଅଟକାଇ ଲୁଟ୍‌ କରୁଥିବାବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି । ସୂଚନା
Read More...

ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶାଗୁଣା ହେଉଛି ଆମର ପ୍ରାକୃତିକ ଦୁନିଆର ନୀରବ ଜାଗ୍ରତ ପ୍ରହରୀ । ଏହି ଉଲ୍ଲେଖନୀୟ ପ୍ରାଣୀମାନେ ପ୍ରକୃତିର ସଫେଇବାଲା, ଇକୋସିଷ୍ଟମ୍ ବା ପରିସଂସ୍ଥା ରକ୍ଷକ, ଉଡନ୍ତା ମହାକାୟ ପ୍ରାଣୀ ଏବଂ ଉତ୍ସର୍ଗୀକୃତ ପିତାମାତା । ସ୍ଥାୟୀ ଏବଂ ସୁସ୍ଥ ଇକୋସିଷ୍ଟମ
Read More...

ସହରର ବିଭିନ୍ନ ସମସ୍ୟା ପାଇଁ ରାଉରକେଲା ବିକାଶ ମଞ୍ଚର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଉରକେଲା ବିକାଶ ମଞ୍ଚର ଏକ ସାଧାରଣ ବୈଠକ ଆମ୍ବାଗାନ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱ
Read More...

ସମାଜସେବୀଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ୱେଚ୍ଛାସେବୀ ସଂଗଠନକୁ । ସୂଚନାଯୋଗ୍ୟ ଯେ, ବାଗବୁଡି ବସ୍ତିର ସୁଜିତ ଓ ରୁଗୁଡିଟୋଲା ବସ୍ତିର ଡ଼ଲିଙ୍କ ମଧ୍ୟରେ କଲେଜରେ ପାଠ ପଢିବା
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗଣେଶ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅଧିନ ଦହମୁଣ୍ଡାସ୍ଥିତ +୨ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ଜୟଦେବ ଦାସ ଯୋଗଦେଇ ଗଜାନନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା
Read More...

ବଜ୍ରଘାତରେ ମହିଳା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବଜ୍ରଘାତରେ ମହିଳା ମୃତ । ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ ଖରଜୋଡା ଗ୍ରାମରେ । ଆଜି ସକାଳେ ଖରଜୋଡା ଗ୍ରାମର ଚଣ୍ଡାଳ ମହାନନ୍ଦିଆଙ୍କ ସ୍ତ୍ରୀ ଯମୁନା ମହାନନ୍ଦିଆ (୫୮) ନିଜ କପା ପଡିଆକୁ
Read More...

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ (ୟୁଜିଆଇଇ)ର ୬୩ତମ ସ୍ଵନକ୍ଷତ୍ର ଦିବସ ସେପ୍ଟେମ୍ବର ୬ ତାରିଖ ଦିନ ପାଳନ ହୋଇଯାଇଛି । ଉକ୍ତ ଦିବସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ଛାତ୍ର ବିଶ୍ୱେଶ୍ୱର ଟୁଡୁ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ।
Read More...