Monthly Archives

September 2024

ସ୍ନେହ ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରେ ନୁଆଁଖାଇ ପର୍ବ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା ବହୁ ଆବାହନ କାଳରୁ ଗଢି ଉଠି ଥିଲା । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବ ପର୍ବାଣୀ ମଧ୍ୟରେ ନୁଆଁଖାଇ ପର୍ବ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ
Read More...

ଆଲୋନ୍ସା କ୍ଲାସେସରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଲୋନ୍ସା କ୍ଲାସେସ, ଖଣ୍ଡଗିରି, ଭୁବନେଶ୍ଵର ପକ୍ଷରୁ ଗଣେଶ ଚତୁର୍ଥୀ ମହାଆଡମ୍ବରରେ ପାଳନ କରାଯାଇଛି । ଏଥିରେ ଆଲୋନ୍ସା କ୍ଲାସେସର ପରିଚାଳନା ନିର୍ଦ୍ଦେଶକ ସୁମନ୍ତ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ବୈଦିକ ରୀତିରେ ସ୍ଥାନୀୟ ବୀଣାପାଣି ଶିଶୁ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ସୁଭଦ୍ରା ସଚେତନତା ରଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଓଡିଶା ସରକାର ଗାଇଡ୍ ଲାଇନ୍ ଜାରୀ କରିଛନ୍ତି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଶନିବାର ପବିତ୍ର ଗଣେଶ ପୂଜା ଅବସରରେ ଦିବା ୧୧ଟା ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ
Read More...

ପାରିବାରିକ ମତାନ୍ତର-ମନାନ୍ତରକୁ ଭୁଲି ଏକାଠି ହୋଇ ନୂଆଁ ଖାଇଲେ ରାଜ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ନୂଆଁଖାଇ । ଏହି ଅବସରରେ ରାଜନୈତିକ ଓ ପାରିବାରିକ ମତାନ୍ତର-ମନାନ୍ତରକୁ ଭୁଲି ଏକାଠି ହୋଇଛନ୍ତି ବଲାଙ୍ଗିର ରାଜ ପରିବାର । ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ତାଙ୍କ କାକା ତଥା ବିଜେଡିର ବରିଷ୍ଠ ନେତା
Read More...

କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ଶହ ଶହ ଏକର ଧାନ ନଷ୍ଟ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ଶହ ଶହ ଏକର ଧାନ ନଷ୍ଟ ହେବା ସହ ଘରେ ଘରେ ବର୍ଷା ପାଣି ପସିଥିବା ଜଣାପଡ଼ିଛି । ଆଜି ସକାଳ ୮ଟା ସମୟରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ
Read More...

ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ବାବା ଗଜାନନଙ୍କ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ପବିତ୍ର ଗଣେଶ ପୂଜା ବଲାଙ୍ଗିର ସହରର ପେଲେସ ଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ପାଳିତ ହୋଇଯାଇଛି । ସ୍କୁଲରେ କୁନି କୁନି ଛାତ୍ରଛାତ୍ରୀ ଗଜାନନଙ୍କ ପୂଜା କରିଥିବା ବେଳେ ଏହି ସମୟରେ ଦୟାନନ୍ଦ ପ୍ଲେ ସ୍କୁଲର
Read More...

ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ନବଗଠିତ ସିନ୍ଧିକାଗୁଡା ପଞ୍ଚାୟତର ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ପବିତ୍ର ଗଣେଶ ପୂଜାର ଅମୃତବେଳାରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଆୟୋଜିତ ସମାରୋହରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ସୁଭଦ୍ରା ରଥର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଜି ମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ବିଭୁତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଓଡିଶାଙ୍କ କରକମଳରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୬ଟି ସୁଭଦ୍ରା ରଥର ଶୁଭାରମ୍ଭ
Read More...

ବଲାଙ୍ଗିର ମୁଖ୍ୟାଳୟରୁ ଗଡ଼ିଲା ସୁଭଦ୍ରା ସଚେତନତା ରଥ

ଯୋଜନା ସମ୍ପର୍କିତ ଭ୍ରମ ଓ ଭ୍ରାନ୍ତ ଦୂର କରି ଲୋକଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା ସମ୍ପର୍କିତ
Read More...

କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିବା ଲୋକୋ ପାଇଲଟ୍‌ ନିଖୋଜ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୪ ତାରିଖ ଦିନ ଟିଟିଲାଗଡ଼ ରେଳ ଷ୍ଟେସନରୁ ଲୋକୋ ପାଇଲଟ୍‌ ରଙ୍ଗ ବାହାଦୁର ସିଂ ନିଜ ସହ ଲୋକୋ ପାଇଲଟ୍‌କୁ ସାଙ୍ଗରେ ନେଇ ୧୮୫୩୦ ବିଶାଖାପାଟଣା ଦୁର୍ଗ ଏକ୍ସପ୍ରେସରେ ଟିଟିଲାଗଡ଼ ଷ୍ଟେସନରୁ କଣ୍ଟାବାଞ୍ଜି ଷ୍ଟେସନକୁ ବାହାରିଥିଲେ । ହେଲେ କଣ୍ଟାବାଞ୍ଜି
Read More...