ନୀଳାଚଳ ଯୁବ ପରିଷଦର ଗଣେଶ ପୂଜା ଓ ପ୍ରସାଦ ବଣ୍ଟନ
ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । ପରିଷଦର ସଭାପତି ରାଜେଶ ମହାରଣା, କାର୍ଯ୍ରକାରୀ ସଭାପତି ଦେବଦତ୍ତ ସାହୁ, ସମ୍ପାଦକ ସମୀର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ!-->…
Read More...
Read More...