Monthly Archives

September 2024

ଜରୁରୀକାଳୀନ ସେବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ୱର ୯ରେ 'ଜରୁରୀକାଳୀନ ସେବା ଦିବସ' ପାଳନ କରାଯାଏ । ଏହି ଦିବସ ପାଳନର ଉଦ୍ଧେଶ୍ୟ ହେଉଛି ଜାତୀୟ ସ୍ୱାସ୍ଥ୍ୟ ସେବା ଏବଂ ଜରୁରୀକାଳୀନ ସେବାରେ ଯେଉଁ ମାନେ କାର୍ଯ୍ୟରତ ସେହି ମାନଙ୍କୁ ସହଯୋଗର ହାତ ବଢାଇବା । ଏହି ଦିବସ ପାଳନ
Read More...

ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ (୧) ଅଙ୍ଗନୱାଡ଼ି କେନ୍ଦ୍ରର ନୂତନ ଗୃହ ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ପୁରୀ ଲୋକସଭା ସାଂସଦ ଡଃ. ସମ୍ବିତ ପାତ୍ର ମୁଖ୍ୟଅତିଥି, ସ୍ଥାନୀୟ
Read More...

ହୋତା ପରିବାରରେ ନୂଆଁଖାଇ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସରଗଡାରେ ହୋତା ପରିବାରଙ୍କ ଦ୍ଵାରା ଭାଇଚାରା ପର୍ବ ନୂଆଁଖାଇ ପାଳନ କରାଯାଇଛି । ୪୨ ଜଣ ଗୋଟେ ସ୍ଥାନରେ ବସି ଅନ୍ନପ୍ରସାଦ ଗ୍ରହଣ କରିଥିଲେ । ପରିବାରର ବୟୋଜ୍ୟେଷ୍ଠ ରାଜକିଶୋର ହୋତା ଓ ପ୍ରସନ୍ନ କୁମାର ହୋତାଙ୍କ ତତ୍ତ୍ଵାବଧାନରେ ଲଗ୍ନ
Read More...

ମଣ୍ଡଳ ସ୍ତରୀୟ ମିଶନ ଶକ୍ତି ବଜାର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ବଜାର ସ୍ଥିତ ରାଧାଶ୍ୟାମ ବିଲ୍ଡିଂରେ ବେରବୋଇ ମହିଳା ମଣ୍ଡଳ ପକ୍ଷରୁ ମିଶନ ଶକ୍ତି ବଜାର ଗୃହ ଉଦ୍‌ଘାଟିତ ହୋଇଯାଇଛି । ବେରବୋଇ ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁକାନ୍ତି ସାହୁଙ୍କ
Read More...

ନୃସିଂହନାଥରେ ପାଳିତ ହେଲା ନୂଆଁଖାଇ ପର୍ବ : ହଜାର ହଜାର ଭକ୍ତ ପାଇଲେ ପ୍ରସାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ବରଗଡ ଜିଲ୍ଲା ନୃସିଂହନାଥ ପୀଠରେ ପାଳିତ ହୋଇଯାଇଛି । ଏଥିରେ ହଜାର ହଜାର ଭକ୍ତ ଏକତ୍ରିତ ହୋଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏହି ପର୍ବ ପାଳନ କରିଥିଲେ । ଏହି ଦିନ ଯେ, ଯେତେ ଦୂରେ ଥିଲେ
Read More...

ମିଠାପାଲି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଗ୍ରାମରେ ନୂଆଁଖାଇ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ନୂଆଁଖାଇ ପରେ ଅପରାହ୍ନ ୪ଟାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମ ପରିଚାଳନା କମିଟିର ସଭାପତି ତ୍ରିଲୋଚନ ସାହୁ,
Read More...

ରେଙ୍ଗାଲିରେ ଲଗାଣ ଲଘୁଚାପ ବର୍ଷାରେ ଗଛ ପଡ଼ି ଘର ଭାଙ୍ଗିଲା : ଅଳ୍ପକେ ବର୍ତ୍ତିଲେ ୭ ପ୍ରାଣୀ କୁଟୁମ୍ବ, ଫିକା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ତୁହାକୁ ତୁହା ଲଗାଣ ଲଘୁଚାପ ବର୍ଷା ଲାଗିରହିଛି । ଲଘୁଚାପ ବର୍ଷା ପ୍ରଭାବରେ ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମର ସୁରୁକାନ୍ତ ଭୋଇଙ୍କ ଘର ଉପରେ ଶନିବାର ରାତିରେ ପାଖରେ ଥିବା ଏକ ବଡ ରହେନ ଗଛ ପଡ଼ି ଯିବାରୁ
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଗଣପର୍ବ ନୂଆଁଖାଇ ପାଳିତ : ଏକାଠି ନୂଆଁଖାଇଲେ ବହୁ ପରିବାରର ଶତାଧିକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସର ସହିତ ବଡ ଧୁମଧାମରେ ପାଳିତ ହୋଇଯାଇଛି । ଗ୍ରାମବାସୀମାନେ ପ୍ରଥମେ ନିଜ ନିଜର ଗ୍ରାମର ସମସ୍ତ ଦେବାଦେବୀ ଓ ନିଜ ନିଜ
Read More...

ସିଏମ୍ କିଷାନ୍ ଯୋଜନା ସହାୟତାର ଶୁଭାରମ୍ଭ

ପ୍ରତି ବ୍ଳକ୍‌ରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ-ମୁଖ୍ୟମନ୍ତ୍ରୀଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ୫୭ ହଜାର ୬ ଶହ ୪୪ ଜଣ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନୂଆଁଖାଇ ଅବସରରେ ନୂଆ ସରକାରଙ୍କ ଦ୍ୱାରା ସିଏମ୍
Read More...

ପବିତ୍ର ନୂଆଁଖାଇ ଅବସରରେ ରବି ୨୦୨୪ – ୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ସି.ଏମ୍.କିଷାନ ସହାୟତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଲଭାନ୍ଵିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲରେ ପ୍ରାୟ ୨ ଲକ୍ଷ ୪୦ ହଜାର ଚାଷୀ
Read More...