Monthly Archives

September 2024

୧୧ ସେପ୍ଟେମ୍ବରରେ ସେମିକନ୍ ଇଣ୍ଡିଆ ୨୦୨୪ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ସେପ୍ଟେମ୍ବର ପୂର୍ବାହ୍ନ ୧୦:୩୦ ସମୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ହେବାକୁ ଥିବା ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪ର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
Read More...

ସଙ୍ଗରୋଧରେ ଥିବା ରୋଗୀଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌ ୨ ଏମ୍‌ପକ୍ସ ଭୂତାଣୁ ଥିବା ସ୍ପଷ୍ଟ

କ୍ଲାଡ୍‌ ୨ ବର୍ତ୍ତମାନ ସର୍ବସାଧାରଣ ଜରୁରି ପରିସ୍ଥିତିର ଅଂଶବିଶେଷ ନୁହେଁରୋଗୀଙ୍କ ଅବସ୍ଥା ସ୍ଥିର, ଜନସାଧାରଣଙ୍କୁ କୌଣସି ତତ୍କାଳ ବିପଦ ନାହିଁ ନୂଆଦିଲ୍ଲୀ, (ପିଆଇବି) : ପ୍ରଥମ ସନ୍ଦିଗ୍ଧ ମଙ୍କୀପକ୍ସ (ଏମ୍‌ପକ୍ସ) ସଂକ୍ରମିତ ବୋଲି କୁହାଯାଉଥିବା ରୋଗୀଙ୍କ ଠାରେ ଯାତ୍ରା ସହ ଜଡ଼ିତ
Read More...

ଗଣେଶ ପୂଜା ଉପଲକ୍ଷେ ରକ୍ତଦାନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ ୮ ନମ୍ବର ୱାର୍ଡ ପୁଇଁତଳା ଗ୍ରାମର ବାରିକି ସାହି ସ୍ଥିତ ସଂସ୍କୃତିକ ଭବନ ପରିସରରେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଏକ ମହା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସାନଖେମୁଣ୍ଡି ବିଧାୟକ
Read More...

ପଦ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ପକ୍ଷରୁ ନୂଆଁଖାଇ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ପଦ୍ମପୁରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏ.ବି.ସି.ଡି.(ଏସୋସିଏସନ ଅଫ ଦି ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ) ଆୟୋଜିତ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଗତ ୮ ତାରିଖ ରବିବାର ସନ୍ଧ୍ୟା ୬ ଟାରେ
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ଆବୁଧାବିର କ୍ରାଉନ୍‌ ପ୍ରିନ୍ସ

ନୂଆଦିଲ୍ଲୀ, (ପିଆଇବି) : ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହାମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ୟୁଏଇ ସହ ଭାରତର ବ୍ୟାପକ ରଣନୈତିକ ଭାଗିଦାରୀ ସହିତ ତାଳମେଳ ରକ୍ଷା
Read More...

ଗଣେଶ ଭସାଣୀ ହେଲା କାଳ : ପାଣିରେ ବୁଡି ଜଣେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସାରସମାଲ ଗାଁରେ ଗଣେଶ ଭସାଣୀ ବେଳେ ପାଣିରେ ବୁଡି ଜଣେ ମୃତ । ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ଥାନା ସାରସମାଲ ଗାଁରେ ଆଜି ଗଣେଶ ଭସାଣୀ ଅନୁଷ୍ଠିତ ହେଉଥିଲା । ଏହି ଭସାଣୀ ସମୟରେ ସେହି ଗାଁର ବଲ୍ଲଭ ସାଗର(୩୫) ପାଣିରେ ବୁଡି ଯାଇଥିଲେ
Read More...

ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଆବାସିକ ମହାବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବେଶ୍ ଧୁମ୍‌ଧାମ୍‌ରେ ମନାଇଛନ୍ତି । ଅନୁଷ୍ଠାନରେ ଅଧ୍ୟୟନ ନିମନ୍ତେ ଚଳିତ ବର୍ଷ
Read More...

ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୭ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ଡିଜାଇନ୍ ଲାଇଫ ସୋସାଇଟି, ରାଉରକେଲା ଶାଖା ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମସାକ୍ଷାତକାରନନ୍ଦ ଯୋଗଦେଇ ସ୍ୱାମୀ
Read More...

ନୂଆଁଖାଇ ଭେଟ୍‌ଘାଟ୍‌ରେ ଯୋଗ ଦେଲେ ପ୍ରଶନ୍ନ ଷଡଙ୍ଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଓଏସ୍‌ଡି ଓ ସ୍ୱତନ୍ତ୍ର ସଚିବ ପ୍ରଶନ୍ନ କୁମାର ଷଡଙ୍ଗୀ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଥିଲେ । ତାଙ୍କର
Read More...

ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

କଟକ : କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ା ଘରୁ ଆଇନ ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଅନନ୍ୟା ଚକ୍ରବର୍ତ୍ତୀ । ସୂଚନା କ୍ରମେ, ଅନନ୍ୟା ଚକ୍ରବର୍ତ୍ତୀଙ୍କ ଘର ପଶ୍ଚିମବଙ୍ଗ । ସେ ଆଇନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କଟକ
Read More...