Monthly Archives

September 2024

ପାଇକମାଲ ହାଇସ୍କୁଲରେ ଜାତୀୟ ସାକ୍ଷରତା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ଜାତୀୟ ସାକ୍ଷରତା ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବିଇଓ ଚୁଡ଼ାମଣି ବାରିକ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ
Read More...

ଫ୍ରେଣ୍ଡସ ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ଵରପୁର ଗ୍ରାମରେ ଫ୍ରେଣ୍ଡସ ବ୍ଲକ ଦ୍ୱାରା ଦୀର୍ଘ ୪ ଦିନ ଧରି ଗଣେଶ ପୂଜା ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ବହୁ ଧୁମଧାମରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ୬ ପ୍ରାଣୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୬ ପ୍ରାଣୀ । ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ, ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ଏହି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡ଼ିପାରି ପଞ୍ଚାୟତର
Read More...

୨ କୋଟିରୁ ଅଧିକ ମନରେଗା ଟଙ୍କାର ଆତ୍ମସାତକୁ ନେଇଁ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି
Read More...

ଲୋକ ପାଇଲଟ୍‌ ନିଖୋଜ ଘଟଣା : ୭ ଦିନ ପରେ ଉଦ୍ଧାର ହେଲେ ଲୋକୋ ପାଇଲଟ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କାର୍ଯ୍ୟରେ ଯୋଗ ଦେବାକୁ ଯାଇ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଗତ ୪ ତାରିଖରୁ ନିଖୋଜ ଥିବା ଲୋକୋ ପାଇଲଟ୍‌ ରଙ୍ଗ ବାହାଦୁର ସିଂ ଉଦ୍ଧାର । ପାରିବାରିକ ଅଶାନ୍ତି ଯୋଗୁଁ କାହାକୁ ନକହି ଲୁଚି ପଳାଇ ଥିଲେ ରଙ୍ଗ ବାହାଦୁର । ମୋବାଇଲ ସିମ୍‌ ମଧ୍ୟ
Read More...

ପାଇକମାଲରେ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଯାଇଛି । ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଚୟନ କମିଟିରେ ସଭାପତି ଭାବରେ ସୁଶାନ୍ତ ନାଗ, ଉପସଭାପତି ରାଜେଶ ଅଗ୍ରୱାଲ, ସଂପାଦକ ଆଶୁତୋଷ
Read More...

ବିଶ୍ଵ ନିରବତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଳାହଳପୂର୍ଣ୍ଣ ଦୁନିଆରେ ନିରବତାକୁ ଗ୍ରହଣ କରିବା ପାଇଁ 'ବିଶ୍ଵ ନିରବତା ଦିବସ' ପାଳନ ଏକ ବିଶେଷ ବ୍ୟବସ୍ଥା । ଏହା ଆମକୁ ଦୈନନ୍ଦିନ ଜୀବନର କ୍ରମାଗତ କୋଳାହଳ ଗୁଣ୍ ଗୁଣ୍ ଶବ୍ଦରୁ ବିରତି ନେବାକୁ ଉତ୍ସାହିତ କରେ । ଦିନଟି ନିରବତା ତଥା ଶାନ୍ତିର
Read More...

ଆସନ୍ତା ୧୩ ତାରିଖରେ ଲଘୁଚାପ : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ । ପରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ
Read More...

ବେପରୁଆ ଡ୍ରାଇଭିଂ ପାଇଁ ଜଣେ ମୃତ, ୨ ଗୁରୁତର

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ନୁନହାଡ଼ ଗ୍ରାମରେ ଗୋଟିଏ ପରିବାରର ୩ ଭଉଣୀ ଭୁଲେଶ୍ୱରୀ ମାଝୀ (୨୦), ଯେମନ୍ତୀ ମାଝୀ (୧୭), ପ୍ରତିମା ଧରୁଆ(୧୭) ଘର ସାମ୍ନାରେ ଠିଆ ହୋଇଥିବା ବେଳେ ଗୋଟିଏ ୱାଗନର କାର ଧକ୍କା ଦେବା ଫଳରେ ଭୁଲେଶ୍ୱରୀ ମାଝୀଙ୍କ ମୃତ୍ୟୁ
Read More...

ସାଲେପାଲି ମେହେର ପରିବାରର ସାମୁହିକ ନୂଆଁଖାଇ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁରେ ପୂର୍ବ ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ମେହେର ପରିବାରର ସମସ୍ତ ସଦସ୍ୟ ଏକତ୍ର ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ କେବଳ ଏକ ପର୍ବ ସହ ପରମ୍ପରା, ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଓ ଭାଇଚାରାର ନିଦର୍ଶନ । ଚାରି ଦିନିଆ
Read More...