Monthly Archives

September 2024

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ୧୩ ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱରରେ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ କ୍ଷେତ୍ର ପାଇଁ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ୧୩ ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ମୌସୁମୀ
Read More...

କ୍ଲଷ୍ଟର୍ (ଦ୍ଵିତୀୟ )ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଓମଭେଲି ବିଦ୍ୟାଳୟର ସଫଳତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରିବର୍ତ୍ତିତ ଜଳବାୟୁ, ଖାଦ୍ୟାଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଯାଉଛି । ଏଣୁ ସୁଷମ ଖାଦ୍ୟ ସହିତ ଉପଯୁକ୍ତ ଶାରୀରିକ ବ୍ୟାୟାମ ଅନିବାର୍ଯ୍ୟ ହୋଇପଡିଛି । ମାନସିକ ସ୍ଥିରତା, ଶାରୀରିକ ସୌଷ୍ଠବ ଏବଂ ନୀରୋଗ ଶରୀର
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ୍‌ ଫୁଟବଲ ଦ୍ୱିତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୬ ଗୋଟି ପଡିଆରେ ୧୮ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ୱାଇଏସ୍‌ ସୁଜିଆ ୩-୦ ଗୋଲରେ ତେନ୍ତେଲଖୁଣ୍ଟିକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମ୍‌ରେ ମନହିରା ୧-୦ ଗୋଲରେ
Read More...

ଭୁବନେଶ୍ୱର ସ୍ଥିତ ଆଇସିଏଆର୍‌-ସିଫାଠାରେ ‘ଅମୃତ ଭାକୁର’ ମାଛକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଆଜି ଆଇସିଏଆର୍‌-କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର (ଆଇସିଏଆର୍‌-ସିଫା), ଭୁବନେଶ୍ୱରରେ ଭାକୁର (ଲାବିଓ କାଟଲା)ର ଆନୁବଂଶିକ ଉନ୍ନତ ପ୍ରଜାତି 'ଅମୃତ
Read More...

ବିଦ୍ୟୁତ ତାରରେ ବରାହ ମାରିବା ପ୍ରୟାସ ଯୁବକଙ୍କୁ ମହଙ୍ଗା ପଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ନୃସିଂହନାଥ ନିକଟରେ ବିଦ୍ୟୁତ ତାରରେ କରେଣ୍ଟ ଲଗାଇ ବରାହ ମାରିବା ପ୍ରୟାସ କରୁଥିବା ଯୁବକମାନଙ୍କୁ ମହଙ୍ଗା ପଡିଛି । ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡି ଅଭିଯୁକ୍ତମାନେ ଜେଲ ଯାଇଥିବା ଜଣାପଡିଛି । ସେମାନେ ହେଲେ ପାଇକମାଲ ଥାନା
Read More...

ଗରଗଡବାହାଲରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ଦୁଇ ଫେରାର ମୁଖ୍ୟ ଅଭିଯୁକ୍ତ ଭାଇ ଗିରଫ ପରେ କୋର୍ଟ ଚାଲାଣ, ଜେଲ ଗଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମରେ ଗତ ଫେବୃୟାରୀ ମାସରେ ପୂର୍ବ ଶତ୍ରୁତା ଓ ଜମିବାଡିକୁ ନେଇ ଜଳନ୍ଧର ବାଗ(୫୦) ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ
Read More...

ଇନର ହ୍ଵିଲ କ୍ଲବ ଅଫ୍‌ ବରଗଡ଼ ଦ୍ୱାରା ଗର୍ଭାଶୟ କ୍ୟାନ୍ସର ସୁରକ୍ଷା ପାଇଁ ୧୨ ଜଣଙ୍କୁ ମାଗଣା…

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଗର୍ଭାଶୟ କର୍କଟ ସାରା ବିଶ୍ୱ ପାଇଁ ଏକ ଗୁରୁତର ସମସ୍ୟା ପାଲଟିଛି । ପ୍ରତି ୭ ମିନିଟରେ ଜଣେ ମହିଳା ଏହି ରୋଗର ଶିକାର ହେଉଛନ୍ତି । ଏହି କର୍କଟ ମହିଳାଙ୍କ ଗର୍ଭାଶୟରେ ଦେଖାଯାଏ । ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହା
Read More...

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଅଭିଯୋଗ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ଥାନା କୋନାବିରା ପଂଚାୟତ ପାଣ୍ଡେଲବାହାଲି ଗାଁରେ ପରକୀୟା ପ୍ରୀତିରୁ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗାଁର ଈଶ୍ୱର ନାଏକ । ହତ୍ୟାକାରୀଙ୍କୁ ଗିରଫ ଦାବିରେ ଗତ ସନ୍ଧ୍ୟାରେ ମୃତକଙ୍କ ପରିବାର ଲୋକେ
Read More...

ମୁରିବାହାଲ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗୁରୁବାର ସ୍ଥାନୀୟ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର
Read More...

ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ମାଁ" ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଉତ୍ସବ ପାଳନ ନିମନ୍ତେ ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ
Read More...