Monthly Archives

September 2024

ମିଶନ ମୌସମର ଶୁଭାରମ୍ଭ : ୨୦୨୬ ସୁଦ୍ଧା ଭାରତର ପାଣିପାଗ ଓ ଜଳବାୟୁ ପୂର୍ବାନୁମାନକୁ ସୁଦୃଢ଼ କରିବା ପାଇଁ ୨୦୦୦ କୋଟିର…

ଭୂ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏମ୍ଓଇଏସ୍ ସଚିବଙ୍କ ଅଧ୍ୟକ୍ଷତାରେ 'ମିଶନ ମୌସମ' ଶୀର୍ଷକ ଜାତୀୟସ୍ତରୀୟ ଗଣମାଧ୍ୟମ ଆଲୋଚନାଚକ୍ର ଅନୁଷ୍ଠିତ ନୂଆଦିଲ୍ଲୀ, (ପିଆଇବି) : ଭୂ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ପୃଥିବୀ ଭବନ ଠାରେ ମିଶନ ମୌସମ ଉପରେ ଏକ ଜାତୀୟ ସ୍ତରୀୟ ଗଣମାଧ୍ୟମ
Read More...

ଝାରମୁଣ୍ଡା ଓଏଭିର ପ୍ରତିଷ୍ଠା ଦିବସ ସ୍ପାର୍କ -୨୦୨୪ ପାଳିତ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ବିଦ୍ୟାଳୟ ଶିକ୍ଷା ସହିତ ଖେଳକୁଦ, ଆଚାର ବ୍ୟବହାର, ପରିବେଶ ପରିଚ୍ଛନ୍ନତା ପରି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରି ବିଦ୍ୟାଳୟର ନାଁକୁ ଜିଲ୍ଲା, ରାଜ୍ୟ ସହ ଜାତୀୟସ୍ତରରେ ପହଞ୍ଚାଇବାକୁ ଗୁରୁମନ୍ତ୍ର ଦେଇଛନ୍ତି । ଛାତ୍ରଛାତ୍ରୀ ହେଲେ ଦେଶର
Read More...

ଓଡିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଆଗାମୀ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ‘ମୁଖ୍ୟମନ୍ତ୍ରୀ…

ଓଡିଶାରେ ପ୍ରଥମ ଥର ପାଇଁ ମନ୍‌ସୁନ୍‌ ମିଟ୍‌ ଆୟୋଜିତଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ‘ବିକଶିତ ଭାରତ’ର ସଂକଳ୍ପ ନେଇ ସବୁ ରାଜ୍ୟ ଏକତ୍ରିତରାଜ୍ୟର ସବୁ କ୍ଷେତ୍ରର କାୟାକଳ୍ପ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀଦୁଗ୍ଧ ସମବାୟ ସଂସ୍ଥାଗୁଡିକର ସୁଦୃଢୀକରଣ ପାଇଁ
Read More...

ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଗଞ୍ଜାମ ଜିଲ୍ଲାଗସ୍ତ

ଅନୁସୂଚିତ ଜନଜାତିଙ୍କ ସକାଶେ ସାମ୍ବିଧାନିକ ସୁରକ୍ଷା, କଲ୍ୟାଣ ଏବଂ ବିକାଶ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସକାଶେ ସାମ୍ବିଧାନିକ ସୁରକ୍ଷା, କଲ୍ୟାଣ ଓ ବିକାଶ ଦିଗରେ କରାଯାଉଥିବା
Read More...

ଜାତୀୟ ଜୀବନ୍ତ ସୃଜନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୧୪ରେ 'ନ୍ୟାସନାଲ ଲାଇଭ୍ କ୍ରିଏଟିଭ୍ ଡେ' ବା ଜାତୀୟ ଜୀବନ୍ତ ସୃଜନ ଦିବସ ପାଳନ କରାଯାଏ । ଏହି ଦିନଟି ବିଶ୍ଵକୁ ଆପଣଙ୍କର ସୃଜନଶୀଳତା ପ୍ରଦର୍ଶନ ପାଇଁ ଦିଅନ୍ତୁ । ଲାଇଭ୍ କ୍ରିଏଟିଭ୍ କଳ୍ପନା, ଉଦ୍ଭାବନ, ଆବିଷ୍କାର ଏବଂ
Read More...

ଡକାୟତି ଘଟଣାରେ ଲାଠୋର ପୋଲିସକୁ ମିଳିଲା ସଫଳତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧୀନ ଫୁଲଝର ଛକ ଠାରେ ହୋଇଥିବା ଏକ ଡକାୟତି ଘଟଣାର ୨ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୋର୍ଟ ଚାଲାଣ ହୋଇଥିବା ୨ ଅଭିଯୁକ୍ତ ହେଲେ ଫୁଲଝର ଗ୍ରାମର ଦିବାକର ବିଭାର(୨୩) ଏବଂ
Read More...

ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନାରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ
Read More...

ଓଡିଶା ଯାଦବ ବୁଦ୍ଧିଜୀବୀ ମଂଚ ସମାବେଶର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ସେପ୍ଟେମ୍ବର ୧୫ ତାରିଖ ଦିନ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଓଡିଶା ଯାଦବ ବୁଦ୍ଧିଜୀବୀ ମଂଚ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଓ ତୃତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ସଭାରେ ବରିଷ୍ଠ ମୁଖ୍ୟ ଉପଦେଷ୍ଟା ବସୁଦେବ ନାଗଙ୍କ
Read More...

କୋଶଳ ପ୍ରବାହରେ ଖବର ପ୍ରସାରଣ ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଫା ହେଲା ସରକାରୀ ଡାକ୍ତରଖାନା ଗେଟ୍‌…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛିଦିନ ତଳେ ବର୍ଷା ଯୋଗୁଁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାର ଗେଟ୍‌ ପାଖରେ ଥିବା ଗଛ ପଡି ରାସ୍ତା ବନ୍ଦ ହୋଇଯାଇଥିଲା । କୋଶଳ ପ୍ରବାହରେ ଖବର ପ୍ରସାରଣ ହେବା ପରେ ଆଜି ଉପଜିଲ୍ଲାପାଳ ରେହାନ ଖେତ୍ରି ଟିଟିଲାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ
Read More...

ଭାଲେରରେ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ନାରୀ ସଶକ୍ତିକରଣ ଉପରେ ନାଟକ ମଞ୍ଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟଙ୍ଗ ଷ୍ଟାର୍‌ କମିଟି ପକ୍ଷରୁ ଭାଲେର ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୪ କାର୍ଯ୍ୟକ୍ରମରେ ନାରୀ ସଶକ୍ତିକରଣକୁ ନେଇ ଏକ ନାଟକ ମଞ୍ଚସ୍ଥ କରାଯାଇଥିଲା । ଦର୍ଶକଙ୍କୁ ନାଟକଟି ହୃଦୟସ୍ପଶ୍ରୀ ହୋଇଥିଲା । ଏହି ଅବସରରେ ସଭାପତି ପ୍ରମୋଦ କୁମ୍ଭାର, ଟିଙ୍କୁ, ସୁରତ
Read More...