Monthly Archives

September 2024

ଷଡ଼ବଂଶୀୟ ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଷଡ଼ବଂଶୀୟ ଗଣ୍ଡ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଳ୍ଲା ତରଫରୁ ବରିଷ୍ଠ ସଭ୍ୟ ବିରବର ଧରୁଆଙ୍କ ସଭାପତିତ୍ୱରେ ବଲାଙ୍ଗିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୯ ତାରିଖ ରବିବାରରେ କାଲିଭନା ଗାଁରେ ଚଳିତ ବର୍ଷର ନୂଆଖାଇ ଭେଟ୍‌ଘାଟ୍‌
Read More...

କନାବିରା ଗାଁରେ ନୂଆଁଖାଇ ଭେଟ୍‌ଘାଟ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କନାବିରା ଗାଁରେ ଗଣେଷ ପୂଜା କମିଟୀ ଓ ଗ୍ରାମବାସୀଙ୍କ ପକ୍ଷରୁ ନୂଆାଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟୀର ସଭାପତି ହୃଷି
Read More...

କାର୍‌ ଧକ୍କାରେ ୨ ମହିଳା ଓ ଜଣେ ନାବାଳକ ଗୁରୁତର

ମେଡିକାଲରେ ଭର୍ତ୍ତି, ପୋଲିସର ତଦନ୍ତ ଜାରି ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜନଗହଳି ପୂର୍ଣ୍ଣ ପୁରୁଣାକଟକ ବଜାରରେ କାର୍‌ ଦୁର୍ଘଟଣା । ଦୁର୍ଘଟଣାରେ ୨ ମହିଳା ଓ ଜଣେ ନାବାଳକ ଗୁରୁତର । ସୂଚନା ଅନୁଯାୟୀ ପୁରୁଣାକଟକ ବଜାରରେ ଥିବା ଏକ ଷ୍ଟିକରିଙ୍ଗ ଦୋକାନରୁ
Read More...

୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

ଏଭଳି କାର୍ଯ୍ୟକ୍ରମ ଆମ ସହର ପାଇଁ ଗର୍ବର ବିଷୟ : ଜୁଏଲ ଓରାମ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦା ସ୍ଥିତ ଜୟଦେବ କଳା ବିକାଶ କେନ୍ଦ୍ର, ରାଉରକେଲା ତରଫରୁ ମା' ବାଟ ମଙ୍ଗଳା ଶକ୍ତିପୀଠ ପ୍ରେକ୍ଷ୍ୟାଳୟରେ '୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ' ଅନୁଷ୍ଠିତ
Read More...

୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି । ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ
Read More...

ବିଶିଷ୍ଟ ମାର୍କସବାଦୀ ଜନନାୟକ, ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ମାର୍କସବାଦୀ ଜନନାୟକ, ସିପିଆଇଏମ୍‌ର ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀ ଗତ ସେପ୍ଟେମ୍ବର ୧୨ ତାରିଖ ଦିନ ନିମୋନିଆରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କର ମର ଶରୀର
Read More...

ସାନଭାଇର ଗୁଳିରେ ବଡଭାଇ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର କିଆପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାନଭାଇର ଗୁଳି ମାଡ଼ରେ ବଡ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ସୂଚନାନୁଯାୟୀ, କିଆପଦର ଗ୍ରାମର ଯୁବରାଜ ପାଣ୍ଡେ ତାଙ୍କ ଘର ନିକଟରେ ଠିଆ
Read More...

ଡେଲିଭରି ବଏଙ୍କ ଠାରୁ ୨୩ କେଜି ଗଂଜେଇ ଜବତ : ୨ ଗିରଫ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ବାଉଁସୁଣୀ ପୋଲିସ ୨୩ କେଜି ଗଂଜେଇ ଜବତ କରିଥିବା ବେଳେ ବାଇକ୍‌ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ବାଉଁସୁଣୀ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସାହୁପଡା ଗ୍ରାମ ନିକଟରୁ ୨ ଜଣ ଡେଲିଭରି ବଏ ଗଂଜେଇ ଚାଲାଣ କରୁଥିବା ସମୟରେ ପୋଲିସ ମାଡି
Read More...

ବିଷମ କଟକ ବ୍ଲକର ଦୁର୍ଗୀ ଠାରେ ସୁଭଦ୍ରା ଯୋଜନା ରଥର ଶୁଭାରମ୍ଭ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତ ଠାରେ ଆଜି ରାଜ୍ୟ ସରକାରଙ୍କ ଶୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ ହୋଇଛି । ଦୁର୍ଗୀ ପଞ୍ଚାୟତର ସରପଞ୍ଚ ବିଜୟ କୁମୁରୁକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ
Read More...

କାଶୀପୁର ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ଅନୁଷ୍ଠିତ

କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ କୁଇଜ୍‌ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଳରଞ୍ଜନ ସୁନା ରିବନ
Read More...