Monthly Archives

September 2024

ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବାଟୀ ପୂଜା ମଣ୍ଡପଠାରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ହେବାକୁ ଥିବା ରାମଲୀଳା ନାଟ୍ୟ ଧାରା ପାଇଁ ଆଜି ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୃସିଂହ କଳା ପରିଷଦ ବରପଦରର ମୁଖ୍ୟ ନିର୍ମଳ ମେହେର ଯିଏକି ବିଭିନ୍ନ
Read More...

କୃଷି ଓ କୃଷକ କଲ୍ୟାଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ କୃଷକ ମାନଙ୍କର…

ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୦%ରୁ ୨୦%କୁ ବୃଦ୍ଧି କରିବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି : ଶ୍ରୀ ଚୌହାନବାସମତୀ ଚାଉଳ ଉପରେ ସର୍ବନିମ୍ନ ରପ୍ତାନି ଶୁଳ୍କ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି : ଶ୍ରୀ ଚୌହାନରିଫାଇନ୍ ତେଲ ଉପରେ ମୂଳ ଶୁଳ୍କ ୩୨.୫%କୁ ବୃଦ୍ଧି କରିବାକୁ ସରକାର
Read More...

ସ୍କେଟିଂ ପ୍ରତିଯୋଗିତାରେ ଜାତୀୟସ୍ତରକୁ ଉନ୍ନୀତ ହେଲେ ପ୍ରଭାବତୀ ପବ୍ଲିକ ସ୍କୁଲର ଆକ୍ରିତି ଅରୁଣିମା ପାତ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଛତିଶଗଡ ରାୟପୁର କ୍ରିଷ୍ଣା ପବ୍ଲିକ ସ୍କୁଲ ସରୋନା ଠାରେ ସିବିଏସଇ ଇଷ୍ଟ ଜୋନ ସ୍କେଟିଂ ପ୍ରତିଯୋଗିତା ୧୩ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ସ୍କେଟିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଟିଟିଲାଗଡ଼ ପ୍ରଭାବତି
Read More...

ସୁଭଦ୍ରା ଯୋଜନାରେ ନାମ ପଞ୍ଜୀକରଣ ପାଇଁ ବୋରିଗୁମ୍ମା ବ୍ଲକରେ ଟଙ୍କା ଆଦାୟ ଅଭିଯୋଗ

ବୋରିଗୁମ୍ମା, (କେପିଏନ୍‌ଏସ୍‌) : ବୋରିଗୁମ୍ମା ବ୍ଲକ ସଦର ଥିବା ବିଭିନ୍ନ ଜନସେବା କେନ୍ଦ୍ର ତଥା ସାଇବର କେଫ ଠାରେ ସୁଭଦ୍ରା ଯୋଜନା ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ କରାଯାଇଛି ।ଅଙ୍ଗନୱାଡି କର୍ମୀ ସୁଭଦ୍ରା ଫର୍ମ ଦେଇଛନ୍ତି । ହିତାକାରୀମାନେ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରୁଛନ୍ତି
Read More...

ଉମା ମେଡ଼ିକାଲ ଷ୍ଟୋରର ପ୍ରତିଷ୍ଠାତା ରଞ୍ଜିତ ସାହୁଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଲେଜ ରୋଡ ସ୍ଥିତ ଉମା ମେଡ଼ିକାଲ ଷ୍ଟୋରର ପ୍ରତିଷ୍ଠାତା ରଞ୍ଜିତ ସାହୁଙ୍କ ୫୦ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଆଜି ଦିବା ୧ ଘଣ୍ଟା ସମୟରେ ତାଙ୍କ ମର ଶରୀରକୁ ଜନ୍ମମାଟି
Read More...

ନୂନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ସମ୍ମିଳନୀ

ମ.ରାମପୁର, (ପିକେସାହୁ) : କଳାହାଣ୍ଡି ଜୀଲ୍ଲା ମ.ରାମପୁର ବ୍ଲକ ନୂନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକସ୍ତରୀୟ ଭଳିବଲ ଓ କବାଡି ପ୍ରତିଯୋଗିତା ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିରାଣୀ ମିଶ୍ର ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏ.ବି.ଇ.ଓ ଜୟସେନ
Read More...

୩୦ ବର୍ଷ ଧରି ଅସ୍ଥାୟୀ ରହିଛୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି କର୍ମଚାରୀମାନେ ଅସ୍ଥାୟୀ ଭାବେ କାଯ୍ୟର୍ୟ କରିଆସୁଛନ୍ତି । ଦୈନିକ ଶ୍ରମିକ ମଜୁରୀ ହାରରେ ଦରମା ପାଉଛନ୍ତି । ସ୍ୱଳ୍ପ ଦରମାରେ ବର୍ଷ ବର୍ଷ ଧରି ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ, ଜିଲ୍ଲା ଜଳ ଓ ପରିମଳ ବିଭାଗରେ ଏଚଆର୍‍
Read More...

ଖପ୍ରାଖୋଲରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ତାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ଯୋଜନା ବାବଦରେ ପଦଯାତ୍ରା ଆରମ୍ଭ ହୋଇଛି । ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ ଫୁଟବଲ ଚତୁର୍ଥ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ସିନିୟର ନକଆଉଟ ଫୁଟବଲ ୧୬ ଗୋଟି ପଡିଆରେ ୧୭ଟି ଖେଳ ହୋଇଯାଇଛି । ସୁଜିଆ ପଡିଆରେ ଗେର୍ଡି ଟ୍ରାଇବ୍ରେକର ୪-୩ ଗୋଲରେ ୱଏସ୍‌ ସୁଜିଆକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ଅମାମୁଣ୍ଡା ୮-୨ ଗୋଲରେ
Read More...

ବିଦ୍ୟାଳୟ ସ୍ତରୀୟ ଖୋଖୋ ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଭାଲେର ଠାରେ ବ୍ଲକ ସ୍ତରୀୟ ଖୋଖୋ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଆଟଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଯୋଷୀ
Read More...