Monthly Archives

September 2024

ହିଞ୍ଜିଳି ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଳା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନିଜ ପଞ୍ଚାୟତର ୱାର୍ଡ ସଭ୍ୟ ଗଣ । ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ଏକଛତ୍ରବାଦକୁ ନେଇ ୱାର୍ଡ ସଭ୍ୟସଭ୍ୟାଙ୍କ
Read More...

ଏକକାଳୀନ ନିର୍ବାଚନ ନେଇ ଉଚ୍ଚସ୍ତରୀୟ କମିଟିର ସୁପାରିସ କେନ୍ଦ୍ର କ୍ୟାବିନେଟ୍‌ରେ ଗୃହୀତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରାଯାଇଛି ।ଏକକାଳୀନ
Read More...

ଜଟିଳ ହେଉଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା

ନିଖୋଜ ଦିଗମ୍ବରଙ୍କ ଫେରିବା ପ୍ରତୀକ୍ଷାରେ ପରିବାର ଲୋକ ଜୟପାଟଣା, (ଶେଷଦେବ ବେହେରା) : ଅଧିକ ଉପାର୍ଜନ ନାଆଁରେ ନିଜର ଜନ୍ମମାଟି ଛାଡ଼ି ବାହାର ରାଜ୍ୟକୁ କାମ ପାଇଁ ଚାଲି ଯିବାର ଦୃଷ୍ଟାନ୍ତ ସର୍ବଦା ଲାଗି ରହିଛି । ସେହିଭଳି ଉଛୁଲା ଗ୍ରାମରଏକ ଯୁବ ରାଜମିସ୍ତ୍ରୀ ପରିବାରକୁ ଛାଡି ବାହାର
Read More...

ଐତିହାସିକ ଅଙ୍ଗ ଆଳତୀର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହିଆସିଛି । ଆଜି ବୁଧବାର ଭାଦ୍ରବ ପୂର୍ଣ୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ପଦ୍ମପୁର ମହୁଲପାଲି ସ୍ଥିତ ଅଙ୍ଗନଦୀ ଘାଟ ଠାରେ ଐତିହାସିକ
Read More...

ଗୁଞ୍ଚିତରା ରେଳଫାଟକ ନିକଟ ଟ୍ରେନଲାଇନରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ଟିଟିଲାଗଡ଼ରୁ ବଲାଙ୍ଗିର ରେଳ ଲାଇନ୍ ଗୁଞ୍ଚିତରା ରେଳଫାଟକ ପାଖରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟିଟିଲାଗଡ଼ ରୁ ବଲାଙ୍ଗିରକୁ ସଂଯୋଗ କରୁଥିବା ରେଳ ଲାଇନର ୭୪୦/୧୫ ପୋଲ ପାଖରେ ଜଣେ ଅଜଣା ମହିଳା (୪୦)ଙ୍କ ଶବ ପଡ଼ି ରହିଥିଲା ।
Read More...

ଭାରତୀୟ ମଜଦୁର୍‌ ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର୍‌ ସଂଘ ୧୭ ସେପ୍ଟେମ୍ବର ଅଥବା ବିଶ୍ଵକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରିଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର୍‌ ସଂଘ ପକ୍ଷରୁ ମହାଆଡମ୍ବରରେ ପାଳନ କରାଯାଇଥିଲା । ଏହି ଉପଲକ୍ଷେ
Read More...

ମୁରିବାହାଲ – ରହେନଭଟା ରେଳୱେ ଷ୍ଟେସନ ମଝି ଟ୍ରେନ ଲାଇନ ପାର୍ଶ୍ଵରେ ପଡ଼ିଥିବା ଛତିଶଗଡ଼ର ଜଣେ ବୃଦ୍ଧଙ୍କ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳୱେ ଷ୍ଟେସନ ଓ ରହେନଭଟା ରେଳୱେ ଷ୍ଟେସନ ମଧ୍ୟରେ ଥିବା ତେନ୍ତୁଳିଖୁଣ୍ଟି ଗ୍ରାମ ନିକଟ ୧୮୮/୨୨ ଓ ୧୮୮/୨୪ ରେଳଖମ୍ବର ରେଳଧାରଣା ପାର୍ଶ୍ୱରୁ ଜଣେ ବୃଦ୍ଧ(୭୦)ଙ୍କ କ୍ଷତାକ୍ତ ମୃତ ଦେହକୁ ଟିଟିଲାଗଡ ଜିଆରପି ଓ ଆରପିଏଫ
Read More...

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ୨ ସହଯୋଗୀ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଓ ଲିଲିମା ପ୍ରଧାନଙ୍କ ପକ୍ଷରୁ ସାରଙ୍ଗଡ଼ ଥାନାରେ ଅଭିଯୋଗ ପ୍ରକାରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ୱାଳ ଏକ ସ୍ୱତନ୍ତ୍ର ଟିମ୍ ଗଠନ
Read More...

ବଲାଙ୍ଗିର ସୁପ୍ରିମଟାକ୍ସ କଲେଜ ଅଫ୍ ନର୍ସିଂରେ ପ୍ରେସ୍‌ମିଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସୁପ୍ରିମଟାକ୍ସ କଲେଜ ଅଫ୍ ନର୍ସିଂର ଏକ ପ୍ରେସ୍‌ମିଟ୍‌ ସ୍ଥାନୀୟ ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ହୋଇଯାଇଛି । ସୁପ୍ରିମଟାକ୍ସ ଚେୟାରମେନ୍‌ ଅଜିତ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରେସ୍‌ମିଟରେ ଶ୍ରୀ ପାଲ ୨୦୨୪-୨୫ ଚତୁର୍ଥ ବେଚ୍‌
Read More...

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅତିଥି ପ୍ରଶିକ୍ଷକ ମାନଙ୍କୁ ଅଣଦେଖା

ଆମରଣ ଅନଶନ ଆନ୍ଦୋଳନରେ ବସିବେ ପ୍ରଶିକ୍ଷକ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଅତିଥି ପ୍ରଶିକ୍ଷକ ସଂଘ, ବଲାଙ୍ଗିର ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଆଲୋକ କୁମାର ପଣ୍ଡାଙ୍କ
Read More...