Monthly Archives

September 2024

ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ସିଜିମାଳୀ ଖଣି ଅଞ୍ଚଳବାସୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲା ଅନ୍ତର୍ଗତ ଥୁଆମୂଳ ରାମପୁର ବ୍ଲକ ସିଜିମାଳି ଖଣି ଅଞ୍ଚଳର ଗ୍ରାମ ପ୍ରତିନିଧିମାନେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । କେରପାଇ, ତଳ ଆମ୍ବପଦର, ନାକରୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ
Read More...

ପ୍ରତ୍ୟେକ ପଦକ୍ଷେପ ସହିତ ସରକାର ମହିଳାମାନଙ୍କୁ ସଶକ୍ତ କରୁଛନ୍ତି, ଶିଶୁମାନଙ୍କର ଯତ୍ନ ନେଉଛନ୍ତି ଏବଂ…

ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଜୁନରୁ ଅଗଷ୍ଟ ୨୦୨୪ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି : ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀରାଞ୍ଚିରେ ସାମ୍ବାଦିକ
Read More...

ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ମାର୍ଗପ୍ରଶସ୍ତ

ଆନିମେସନ୍, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଆଣ୍ଡ ଏକ୍ସଟେଣ୍ଡେଡ୍ ରିଆଲିଟି (ଏଭିଜିସି-ଏକ୍ସଆର) ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର (ଏନ୍‌ସିଓଇ) ପ୍ରତିଷ୍ଠାକୁ କ୍ୟାବିନେଟ୍‌ ମଞ୍ଜୁରିଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବା ପାଇଁ ଅର୍ଥବ୍ୟବସ୍ଥାକୁ ଆଗେଇ ନେବା ଲାଗି
Read More...

ଶାନ୍ତି ନଗରରେ ଅନନ୍ତମୁଖୀ ବ୍ରତ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଗୃହରେ ଶାନ୍ତି ନଗର ମାଉସି ମାଁ ମାନଙ୍କ ତତ୍ୱାବଧାନରେ ଅନନ୍ତମୁଖୀ ବ୍ରତ ଉତ୍ସବ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି । ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ସମସ୍ତ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ
Read More...

ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ସମନ୍ଵୟ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ରାଜବାଟୀ ପରିସରରେ ମଧ୍ୟରେ ଆୟୋଜନ ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜା ୨୦୨୪ ପାଳନ ନିମନ୍ତେ ଏକ ସମନ୍ଵୟ ବୈଠକ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଳ ମୋତିରାମ ଚଭନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ
Read More...

ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍‌ (ବିଏଏସ୍‌): ୨୦୨୮ରେ ପ୍ରଥମ ମଡ୍ୟୁଲ୍‌ ଉତ୍‌କ୍ଷେପଣ ସହିତ ବୈଜ୍ଞାନିକ ଗବେଷଣା ପାଇଁ…

ଗଗନଯାନର ପରବର୍ତ୍ତୀ ମିଶନ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠାକୁ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ୍‌: ବିଏଏସ୍‌ର ପ୍ରଥମ ୟୁନିଟ୍‌ ପ୍ରତିଷ୍ଠା ଏବଂ ତତ୍‌ସଂକ୍ରାନ୍ତ ମିଶନକୁ ସାମିଲ କରିବା ଲାଗି ଗଗନଯାନ-ଭାରତର ମାନବବାହୀ ମହାକାଶଯାନ କାର୍ଯ୍ୟକ୍ରମରେ ସଂଶୋଧନମହାକାଶ କେନ୍ଦ୍ର
Read More...

ହିଞ୍ଜିଳି ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଳା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନିଜ ପଞ୍ଚାୟତର ୱାର୍ଡ ସଭ୍ୟ ଗଣ । ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଏବଂ ଏକଛତ୍ରବାଦକୁ ନେଇ ୱାର୍ଡ ସଭ୍ୟସଭ୍ୟାଙ୍କ
Read More...

ଏକକାଳୀନ ନିର୍ବାଚନ ନେଇ ଉଚ୍ଚସ୍ତରୀୟ କମିଟିର ସୁପାରିସ କେନ୍ଦ୍ର କ୍ୟାବିନେଟ୍‌ରେ ଗୃହୀତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରାଯାଇଛି ।ଏକକାଳୀନ
Read More...

ଜଟିଳ ହେଉଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା

ନିଖୋଜ ଦିଗମ୍ବରଙ୍କ ଫେରିବା ପ୍ରତୀକ୍ଷାରେ ପରିବାର ଲୋକ ଜୟପାଟଣା, (ଶେଷଦେବ ବେହେରା) : ଅଧିକ ଉପାର୍ଜନ ନାଆଁରେ ନିଜର ଜନ୍ମମାଟି ଛାଡ଼ି ବାହାର ରାଜ୍ୟକୁ କାମ ପାଇଁ ଚାଲି ଯିବାର ଦୃଷ୍ଟାନ୍ତ ସର୍ବଦା ଲାଗି ରହିଛି । ସେହିଭଳି ଉଛୁଲା ଗ୍ରାମରଏକ ଯୁବ ରାଜମିସ୍ତ୍ରୀ ପରିବାରକୁ ଛାଡି ବାହାର
Read More...

ଐତିହାସିକ ଅଙ୍ଗ ଆଳତୀର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହିଆସିଛି । ଆଜି ବୁଧବାର ଭାଦ୍ରବ ପୂର୍ଣ୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ପଦ୍ମପୁର ମହୁଲପାଲି ସ୍ଥିତ ଅଙ୍ଗନଦୀ ଘାଟ ଠାରେ ଐତିହାସିକ
Read More...