Monthly Archives

September 2024

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅତ୍ୟାଚାର ବିରୁଦ୍ଧରେ ଆପ୍ ତରଫରୁ ଶାନ୍ତିପୂର୍ଣ୍ଣ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ଓ କଟକ କମିଶନରରେଟ୍ ପୋଲିସ ପ୍ରଶାସନ ଅଧିନରେ ଥିବା ଭରତପୁର ଥାନାରେ ଘଟିଥିବା ଅଦ୍ଭାବନୀୟ ଘଟଣାର ତୀବ୍ର ନିନ୍ଦା କରିବା ପୂର୍ବକ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଗଣ ଅତ୍ୟାଚାର ବିରୁଦ୍ଧରେ ଆପ୍ ତରଫରୁ ବ୍ରହ୍ମପୁର
Read More...

ଆର୍‌ଇସି ସେକ୍ସନ୍ ପକ୍ଷରୁ ଗାଡି ଚାଳକଙ୍କୁ ସୁରକ୍ଷା ବାର୍ତ୍ତା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ପୁଇିଁନ୍ତଲା ଗ୍ରୀଡ୍ ପକ୍ଷରୁ ଗ୍ରୀଡରୁ ପ୍ଲା-କାର୍ଡ୍ ଧରି ଏକ ରେଲି ବାହାରି ଗ୍ରୀଡ୍ ସମ୍ମୁଖ ବଲାଙ୍ଗିର ସୋନପୁର ଏନ୍‌ଏଚ୍, ୫୭ ମୁଖ୍ୟ ରାସ୍ତାର ଦୁଇପାଶ୍ୱର୍ରେ ସମସ୍ତ ବିଜୁଳି ଅଧିକାରୀ ଏବଂ ଆର୍‌ଇସି
Read More...

ଥାନା ଭିତରେ ପ୍ରେମିକାଙ୍କ ପାଇଁ ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାରେ ମଙ୍ଗଳବାର ପ୍ରାୟ ଦିନ ୨ଟା ସମୟରେ ଜଣେ ପ୍ରେମିକ ପ୍ରେମିକା ପାଇଁ ଥାନା ପରିସରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନିଜ ଉପରେ ପେଟ୍ରୋଲ ଢାଳି ଦିଆସିଲି ଲଗେଇବା ସମୟରେ କାର୍ଯ୍ୟରତ ଜଣେ ଏଏସଆଇ
Read More...

କଳାହାଣ୍ଡି ଜିଲ୍ଲାସ୍ତରୀୟ ନିପୂଣ ଓଡ଼ିଶା ଲୋଗୋ ଉନ୍ମୋଚନ ସମାରୋହ ଆୟୋଜିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ କକ୍ଷରେ ଆଜି କଳାହାଣ୍ଡି ଜିଲ୍ଲାସ୍ତରୀୟ ନିପୂଣ ଓଡ଼ିଶା ଲୋଗୋ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି । ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଅବସରରେ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଏନ୍.ଏସ୍.ଏସ୍. ସଂଯୁକ୍ତ ଶାଖା ଦ୍ୱାରା 'ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା' ଶୀର୍ଷକ ଏକ ଆଲୋଚନା ଚକ୍ର ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ଟଶାଣୀଙ୍କ
Read More...

ବିଆରଜି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଡେଲିମାର୍କେଟ ସ୍ଥିତ ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ତ୍ରି-ଦିବସୀୟ ବିଆରଜି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ସର୍ବପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା
Read More...

ଗାନ୍ଧୀ ଜୟନ୍ତୀ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସହରରେ ଥିବା ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଗାନ୍ଧୀ ସମ୍ପର୍କୀତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୨୦ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆଞ୍ଚଳିକ ମୁଖ୍ୟ ଭଗବତୀ
Read More...

ଆସନ୍ତା କାର୍ଯ୍ୟକ୍ରମ ପାଇଁ ଉଦାହରଣ ଟିମ୍ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦ ଓ ସହିଦ ପରିବାରମାନଙ୍କୁ ସମ୍ମାନ ଦେବା ପାଇଁ ସୃଷ୍ଟି ହୋଇଥିବା ସାମାଜିକ ଅନୁଷ୍ଠାନ ଉଦାହରଣ ଟିମର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ସେକ୍ଟର ୧୯ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି
Read More...

ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରେ ଜମୁଛି ପାଣି, ଓଭରବ୍ରିଜ ପାଣି ନିଷ୍କାସନ ପାଇଁ ହୋଇନି ଡ୍ରେନେଜ୍ ବ୍ୟବସ୍ଥା, ଲୋକେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ଯିବା ଆସିବା ସହଜ କରିବା ପାଇଁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ ନିର୍ମାଣ କରାହେଲା । କିନ୍ତୁ ପରିତାପର ବିଷୟ ଯେ ଏହି ରେଳ ଓଭରବ୍ରିଜ ଉପରେ ବର୍ଷା ହେଲେ ପାଣି ଜାମ ହୋଇଯାଉଛି । ଯାତାୟାତ ସମୟରେ ଲୋକଙ୍କ ଉପରକୁ ପାଣି ଛିଟୁକୁଛି
Read More...

୫୯ନଂ ଜାତୀୟ ରାଜପଥ ପାର୍ଶ୍ଵ ପୋଖରୀରେ ଭାସୁଛି ବାଇକ୍ ସହ ବାଲବେଙ୍ଗର ୨ ଯୁବକଙ୍କ ଶବ : ଦୁର୍ଘଟଣା ସନ୍ଦେହ ପୁଲିସର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଦେଇ ଯାଇଥିବା ଜାତୀୟ ରାଜପଥ ୫୯ର ଭୋଇପଡ଼ା - ଗୁରୁଣ୍ଡା ଗ୍ରାମ ମଝି ବୁଲାଣି ତଳେ ଥିବା ଏକ ପୋଖରୀରେ ବାଇକ ସହ ୨ ଜଣ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ମଙ୍ଗଳବାର ସକାଳୁ ଗ୍ରାମବାସୀ ମାନେ ଏହି
Read More...