Monthly Archives

September 2024

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ

ସମ୍ବଲପୁର : ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପର;ଲାକ । ୬୯ ବର୍ଷରେ ଆଖିବୁଜିଲେ ସମ୍ବଲପୁରର ପୂର୍ବତନ ବିଧାୟକ । ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ ଖବର ଶୁଣି ଚାରିଆଡେ ଶୋକର ଛାୟା ଖେଳିଯାଇଛି । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ଅଶ୍ୱିନୀ ଗୁରୁ । ପୂର୍ବତନ ମୁଖ୍ୟମନ୍ତ୍ରୀ
Read More...